କଟକ ଏସସିବି ମେଡିକାଲ କଲେଜର ସିଟ ସଂଖ୍ୟା ୧୦୦ ବଢିଲା, ମୋଟ ସିଟ ସଂଖ୍ୟା ୨୫୦କୁ ବୃଦ୍ଧି

ଭୁବନେଶ୍ୱର:  କଟକ ସ୍ଥିତ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ ଓ ହସପିଟାଲର ସିଟ ସଂଖ୍ୟା ୧୦୦ ବଢିଛି । ଏହା ଫଳରେ ମୋଟ ସିଟସଂଖ୍ୟା ୧୫୦ରୁ ୨୫୦କୁ ବୃଦ୍ଧି ପାଇଛି । ମେଡିକାଲ କାଉନସିଲ ଅଫ ଇଣ୍ଡିଆ ପକ୍ଷରୁ ଏହି ସିଟ ବୃଦ୍ଧି କରାଯାଇଛି । ସିଟ ବୃଦ୍ଧି ପାଇଁ ବହୁ ଦିନରୁ ଓଡ଼ିଶା ସରକାର ଦାବି କରିଆସୁଥିଲେ ।

 

 

ସମ୍ବନ୍ଧିତ ଖବର