ବନ୍ଦ ବେଳେ ସବୁ ସ୍କୁଲ ‘ବନ୍ଦ’ ରହିବ

ଭୁବନେଶ୍ୱର : ଆସନ୍ତା ୧୦ ତାରିଖ କଂଗ୍ରେସ ପକ୍ଷରୁ ଭାରତ ବନ୍ଦ ପାଳନ କରାଯାଉଥିବାରୁ ସେହି ଦିନ ରାଜ୍ୟର ସମସ୍ତ ସ୍କୁଲ ବନ୍ଦ ରହିବ। ଏନେଇ ସରକାରୀ ଭାବେ ଘୋଷଣା କରାଯାଇଥିବା ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପ୍ରମୁଖ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ସୂଚନା ଦେଇଛନ୍ତିି। ବନ୍ଦ ସମୟରେ ପିଲାଙ୍କ ସୁରକ୍ଷା ପାଇଁ ପ୍ରତିକାରମୂଳକ ପଦକ୍ଷେପ ନେବାକୁ ପଡ଼େ ବୋଲି ଶ୍ରୀ ମହାପାତ୍ର କହିଛନ୍ତିି।

ସମ୍ବନ୍ଧିତ ଖବର