ଗୁଣୁପୁରର ଶିବ, ରାମକୃଷ୍ଣମ୍ ବାଙ୍କୀର କାହ୍ନୁ ସିଂହ ବିଜେଡିରୁ ବହିଷ୍କୃତ

0

ଭୁବନେଶ୍ବର : ରାୟଗଡ଼ା ଜିଲ୍ଲା ଗୁଣୁପୁର ନିର୍ବାଚନ ମଣ୍ଡଳୀର ଶିବ ପ୍ରସାଦ ଗୌଡ଼ ଏବଂ କେ. ରାମକୃଷ୍ଣମଙ୍କୁ ଦଳ ବିରୋଧୀ କାର୍ଯ୍ୟ ପାଇଁ ବିଜେଡି ସଭାପତି ନବୀନ ପଟ୍ଟନାୟକ ଶନିବାର ଦଳରୁ ବହିଷ୍କାର କରିଛନ୍ତି। ସେହିପରି ବାଙ୍କୀ ନିର୍ବାଚନ ମଣ୍ଡଳୀର କାହ୍ନୁ ସିଂହଙ୍କୁ ଦଳ ବିରୋଧୀ କାର୍ଯ୍ୟ ପାଇଁ ବିଜେଡିରୁ ବହିଷ୍କାର କରାଯାଇଥିବା ଦଳର ରାଜ୍ୟ ସମ୍ପାଦକ ବିଜୟ ନାୟକ ଏକ ପ୍ରେସ୍ ଇସ୍ତାହାର ଯୋଗେ ଜଣାଇଛନ୍ତି।

ସମ୍ବନ୍ଧିତ ଖବର

Leave A Reply

Your email address will not be published.