କେନ୍ଦ୍ର ସଂଗୀତ ନାଟକ ଏକାଡେମୀ ପୁରସ୍କାର ଘୋଷିତ: ଓଡ଼ିଆ ବୋହୂ ସୋନାଲ ମାନସିଂହ ପାଇବେ ଏକାଡେମୀ ରତ୍ନ

ଓଡ଼ିଶୀ ନୃତ୍ୟ ପାଇଁ ସୁରୂପା ସେନଙ୍କୁ ଏକାଡେମୀ ପୁରସ୍କାର

ନୂଆଦିଲ୍ଲୀ: କେନ୍ଦ୍ର ସଂଗୀତ ନାଟକ ଏକାଡେମୀ ୨୦୧୮ ପାଇଁ ପୁରସ୍କାର ଘୋଷଣା ହୋଇଛି। ଓଡ଼ିଆ ବୋହୂ ସୋନାଲ ମାନସିଂହ ଏକାଡେମୀ ରତ୍ନ ପାଇବେ। ସେହିଭଳି ଓଡ଼ିଶୀ ନୃତ୍ୟ ପାଇଁ ସୁରୂପା ସେନ ଏକାଡେମୀ ପୁରସ୍କାର ପାଇବେ। ଛଉ ନୃତ୍ୟ ପାଇଁ ତପନ କୁମାର ପଟ୍ଟନାୟକ ପୁରସ୍କାର ପାଇଁ ମନୋନୀତ ହୋଇଥିବା ବେଳେ ସୁଗମ ସଂଗୀତ ବିଭାଗରେ ପାଇବେ ସୁରେଶ ୱାଡ଼କର ପୁରସ୍କାର ପାଇବେ।

ସମ୍ବନ୍ଧିତ ଖବର