ଶ୍ରୀକ୍ଷେତ୍ରରେ ହେରାପଞ୍ଚମୀ ନୀତି ଆରମ୍ଭ

0 69

ପୁରୀ: ଆରମ୍ଭ ହେଲା ହେରାପଞ୍ଚମୀ ନୀତି ଶ୍ରୀ ମନ୍ଦିରରୁ ମାଉସୀ ମା ଘର ଅଭିମୁଖେ ବାହାରିଲେ ମହାଲକ୍ଷ୍ମୀ । ରଥଯାତ୍ରାରେ ମହାଲକ୍ଷ୍ମୀଙ୍କୁ ସାଙ୍ଗରରେ ନ ନେଇ ଭାଇ ଭଉଣୀଙ୍କ ସହ ଜଗନ୍ନାଥ ମାଉସୀ ଘରକୁ ଚାଲି ଆସିଥିଲେ, ଏଥି ପାଇଁ ଅଭିମାନିନୀ ମହାଲକ୍ଷ୍ମୀ ଜଗନ୍ନାଥଙ୍କ ରଥ ଭାଙ୍ଗିବା ପାଇଁ ଶ୍ରୀ ମନ୍ଦିରରୁ ବିମାନ ଯୋଗେ ମାଉସୀ ଘର ଅଭିମୁଖେ ବାହାରିଛନ୍ତି ।

ସମ୍ବନ୍ଧିତ ଖବର

Leave A Reply

Your email address will not be published.