ତାରିଣୀଗଡ଼ା ଓ ପ୍ରେସ ଛକ ଘଟଣାରେ ଆବେଦନ ପ୍ରତ୍ୟାହାର କଲେ ମହିମା ମିଶ୍ର

0 34

କଟକ : ପାରାଦୀପ ତାରିଣୀଗଡ଼ା ଗୁଳିକାଣ୍ଡ ଓ କଟକ ପ୍ରେସ ଛକ ବୋମା ମାଡ଼, ଗୁଳିକାଣ୍ଡ ଘଟଣାରେ ଜାମିନ ପାଇଁ ଶିଳ୍ପପତି ମହିମାନନ୍ଦ ମିଶ୍ର ହାଇକୋର୍ଟରେ ଦାୟର କରିଥିବା ଆବେଦନ ପ୍ରତ୍ୟାହାର କରିଛନ୍ତି। ଡକ୍ଟର ଜଷ୍ଟିସ ଡି.ପି.ଚୌଧୁରୀଙ୍କୁ ନେଇ ଗଠିତ ଖଣ୍ଡପୀଠରେ ଶ୍ରୀ ମିଶ୍ରଙ୍କ ଜାମିନ ଆବେଦନର ଶୁଣାଣି ଚାଲିଥିଲା। ଦୌରା ଜଜ୍‌ ଅଦାଲତରୁ ନିରାଶ ହେବା ପରେ ସେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ସରକାରଙ୍କ ପକ୍ଷରୁ ଏଜିଏ ଜନ୍ମେଜୟ କଟିକିଆ ଓ ଦିଲ୍ଲୀପ ମିଶ୍ର ମାମଲା ପରିଚାଳନା କରୁଥିଲେ।

ସମ୍ବନ୍ଧିତ ଖବର

Leave A Reply

Your email address will not be published.