ସିବିଆଇ କୋର୍ଟରେ ସାଂସଦ ସୁଦୀପ୍ତ ବନ୍ଦୋପାଧ୍ୟାୟ ହାଜର

ଭୁବନେଶ୍ୱର: ରୋଜ୍‌ ଭ୍ୟାଲି ଚିଟ୍‌ଫଣ୍ଡ ଠକେଇ ମାମାଲରେ ଗିରଫ ହୋଇଥିବା ତୃଣମୂଳ କଂଗ୍ରେସ ସାଂସଦ ସୁଦୀପ୍ତ ବନ୍ଦୋପାଧ୍ୟାୟ ଶନିବାର ସିବିଆଇ କୋର୍ଟରେ ପାସପୋର୍ଟ ପାଇଁ ହାଜର ହୋଇିଛନ୍ତି। ସାଂସସଦ ସୁଦୀପ୍ତ ନ୍ୟୁୟର୍କ ଯିବାକୁ ପାସପୋର୍ଟ ଆବେଦନ କରିଛନ୍ତି। ସେ ଅକ୍ଟୋବର ୨୭ରୁ ନଭେମ୍ବର ୧ରେ ନ୍ୟୁୟର୍କ ଯିବାକୁ ଆବେଦନ କରିଛନ୍ତି। ସେ ୟୁନାଇଟେଡ ନେସନ ଜେନରାଲ ଆସେମ୍ବ୍ଲି ଯିବାକୁ ପାସପୋର୍ଟ ଆବେଦନ କରିଛନ୍ତି। ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରବେ ପାସପୋର୍ଟ ପାଇଁ ଅନୁମତି ମିଳିଛି।

ସମ୍ବନ୍ଧିତ ଖବର