କାର୍‌-ବାଇକ୍‌ ମୁହାଁମୁହିଁ, ୨ମୃତ

କୋଟପାଡ : କୋରାପୁଟ ଜିଲ୍ଲା କୋଟପାଡ ଥାନା ଅନ୍ତର୍ଗତ ଢାମଣାହାଣ୍ଡି ନିକଟରେ ଏକ କାର୍‌ ଓ ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଦୁର୍ଘଟଣାରେ ୨ଜଣ ବାଇକ୍‌ ଆରୋହୀଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତର ଅବସ୍ଥାରେ କୋରାପୁଟ ମେଡିକାଲରେ ଚିକିତ୍ସିତ ହେଉଛନ୍ତି। ମୃତ ଦୁଇ ଜଣ ହେଲେ କୋଟପାଡ ବ୍ଲକ ଖପୁରୀଗୁଡା ଗ୍ରାମର ପଦମ ମାଝୀ ଓ ଷଢରଙ୍ଗା ଗ୍ରାମର ଗୋପି ମାଝୀ।

ସମ୍ବନ୍ଧିତ ଖବର