ଗାଁ ଦାଣ୍ଡରେ ଗଣହତ୍ୟା ଘଟଣା : ଗାଁ ମାଟିରେ ଜଳିଲା ଚାରି ଚିତା, ଅଭିଯୁକ୍ତଙ୍କ ଫାଶୀ ଦେବାକୁ ଦାବି କଲେ ଲୋକେ

1

ଜୟପାଟଣା : ଶନିବାର ସନ୍ଧ୍ୟାରେ ଜୟପାଟଣା ଥାନା ଅନ୍ତର୍ଗତ ପଲସ ପିପଲଗୁଡ଼ା ଗ୍ରାମରେ ଜଣେ ଉନ୍ମତ୍ତ ଯୁବକର ଟାଙ୍ଗିଆ ଚୋଟରେ ଚାରି ଜଣଙ୍କ ମୃତ୍ୟୁ ଘଟିଥିଲା। ରବିବାର ଶୋକାକୁଳ ପରିବେଶରେ ଚାରି ଜଣଙ୍କ ଚିତା ଜଳିଥିଲା। ଏହି ଘଟଣାପରେ ଚାରି ପରିବାର ମୁରବୀଶୂନ୍ୟ ହୋଇପଡ଼ିଛି।

ଶନିବାର ଗାଁର ଯୁବକ ଜଚିନ୍ଦ୍ର ରାଉତ ପଲସ ପିପଲଗୁଡ଼ା ଗ୍ରାମର ବିଦ୍ୟାଳୟ ଛକରେ ଲିଙ୍ଗରାଜ ନାଏକ (୩୫), ନକୁଳ ନାଏକ (୫୫) ସୁଦର୍ଶନ ନାଏକ (୬୦), ଉପେନ୍ଦ୍ର ଶବରଙ୍କୁ ଜଣକ ପରେ ଜଣଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରିଥିଲା। ଫଳରେ ଗାଁ ମାଟି ରକ୍ତରଞ୍ଜିତ ହୋଇଥିଲା। ଏହି ଘଟଣା ଘଟାଇବା ପରେ ଜଚିନ୍ଦ୍ର ରାଉତ ଫେରାର ହୋଇଥିଲା। ହେଲେ ଜୟପାଟଣା ପୁଲିସ ଖୋଜି ତାକୁ ଥାନାକୁ ଆଣିଥିଲା। ଆଜିସକାଳେ ଧର୍ମଗଡ଼ ଏଡିପିଓ ଲକ୍ଷ୍ମୀକାନ୍ତ ପଣ୍ଡାଙ୍କ ନେତୃତ୍ୱରେ ଜୟପାଟଣା ଥାନା ଅଧିକାରୀ ସୁଶାନ୍ତ ସାହୁ ସାଇଣ୍ଟିଫିକ୍ ଟିମ୍ ସହାୟତାରେ ଅନୁସନ୍ଧାନ କରିଥିଲେ। ଚାରି ଜଣଙ୍କୁ ହାଣିବା ପରେ ନିଜ ଘର ସମେତ ଅନେକ ଘର ଉପରେ ସେ ଉତ୍ପାତ କରିଥିଲା। ଏଥିରେ ଅନ୍ୟ ୩ ଜଣଙ୍କୁ ମଧ୍ୟ ସେ ଆଘାତ କରିଥିଲା। ଆଜି ଦିନ ୧୦ଟା ବେଳେ ମହା ପ୍ରୟାଣ ଗାଡ଼ିରେ ଚାରି ଜଣଙ୍କ ଶବ ଆସି ଜୟପାଟଣା ଡାକ୍ତରଖାନାରେ ବ୍ୟବଚ୍ଛେଦ କରାଯିବା ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା। ଗାଁ ଲୋକେ ଅପରାଧୀକୁ ଫାଶି ଦେବା ପାଇଁ ଅଡ଼ି ବସିଥିବା ବେଳେ ମୃତକ ପରିବାରକୁ ଥଇଥାନ ଓ ସରକାରୀ ସହାୟତା ପାଇଁ ଦାବି କରାଯାଇଥିଲା। ଏ ସମ୍ପର୍କରେ ଜୟପାଟଣା ଥାନାରେ କେସ ନଂ. ୧୧୩/ତା.୬|୪ା୨୦୧୯ ଏକ ହତ୍ୟା ମାମଲା ରୁଜୁ ହୋଇ ତଦନ୍ତ ଜାରି ରହିଛି।

ସମ୍ବନ୍ଧିତ ଖବର

Leave A Reply

Your email address will not be published.

1 Comment
  1. Children's day says

    Nisha Mukt means Nisha Muft because yesterday in Bhubaneswar all Wine Shops are overcrowded with Liquor buyers and Alcholics are increasing contineously.No Party Manifesto will stop them.One person will be given compulsory employment means Rahul Gandhi ji,Smt.Sonia Gandhi ji,Smt.Priyanka Gandhiji all are going to win in the Elections and they will be in Political Employment in Our Country and there is no meaning to their Party Manifesto.After 70 years of independence also many Highly qualified professionals are not having Employment and because of unemployment they are unable to buy square meal.For Unemployed persons Some State Governments are giving Stipends from the Passing out of the Graduation year onwards(with arrears).Shri.Modiji has questioned on Rafale Aircrafts Purchase deal in which Crores of Money was fraudulently gained by Reliance industries Ambanis and they are enjoying luxurious foreign free trips and owning free Aircrafts,Luxurious Four wheelers etc and recently Anil Ambani has filed insolvency petition for getting financial assistance of Rupees 48000 crore rupees(RCom insolvency),Nirav Modi has looted Banks and he is in England,Amit Shah’s son Jai Shah’s earnings are unexplained growth,Andhra Pradesh Chief Minister’s Son has more than 420 crore rupees is a News,Andhra Pradesh Chief Minister’s Son has purchased a Porsche Car and other luxurious cars and luxurious life style with the Country’s money because he is not a …..