ବିଶ୍ୱ ହୃଦୟ ଦିବସ ଅବସରରେ ସମ୍ବାଦ ଓ କଳିଙ୍ଗ ହସ୍ପିଟାଲ ପକ୍ଷରୁ ଓ୍ଵାକାଥନ୍‌ ଆରମ୍ଭ

ଭୁବନେଶ୍ୱର : ବିଶ୍ୱ ହୃଦୟ ଦିବସ ଉପଲକ୍ଷେ ଆଜି ସକାଳେ ଭୁବନେଶ୍ୱରରେ ସମ୍ବାଦ ଓ କଳିଙ୍ଗ ହସ୍ପିଟାଲ ପକ୍ଷରୁ ଅନୁଷ୍ଠିତ ହୋଇଛି ପଦଯାତ୍ରା। ଏହି ପଦଯାତ୍ରା ଜନତା ମଇଦାନର ପ୍ରବେଶ ଗେଟ୍‌ରୁ ଆରମ୍ଭ ହୋଇ କଳିଙ୍ଗ ହସ୍ପିଟାଲ ପର୍ଯ୍ୟନ୍ତ ଚାଲିଥିଲା। ଏହି ପଦଯାତ୍ରାରେ ଧାବିକା ଦୂତି ଚାନ୍ଦ ଓ ପୁଲିସ କମିଶନର ସାମିଲ ହୋଇଥିଲେ। ଏଥିସହିତ ବହୁ ସଂଖ୍ୟାରେ ଛାତ୍ରଛାତ୍ରୀ, ମାନ୍ୟଗଣ ବ୍ୟକ୍ତିଙ୍କ ସମେତ ବହୁ ଅଂଶଗ୍ରହଣରୀମାନେ ମଧ୍ୟ ଯୋଗଦେଇଥିଲେ।

ସମ୍ବନ୍ଧିତ ଖବର