ସନ୍ଦେହଜନକ ଅବସ୍ଥାରେ ମହିଳା ମୃତ

ଯାଜପୁର: ଶନିବାର ରାତିରେ କୋରେଇ ଥାନା ଅନ୍ତର୍ଗତ ଖମିଗାଁରେ ଜଣେ ମହିଳା ଦଉଡ଼ି ଦେଇ ଆତ୍ମହତ୍ୟା କରିଛନ୍ତି।

ମୃତ ମହିଳା ହେଉଛନ୍ତି ବିଜନ ପତିଙ୍କ ପତ୍ନୀ ମିନତି।

ଏ ସଂକ୍ରାନ୍ତରେ ପରିବାର ଲୋକେ ଆଜି ସକାଳେ ଜାଣିବା ପରେ ପୁଲିସକୁ ସୂଚନା ଦେଇଥିଲେ।

ପୁଲିସ ଘଟଣାସ୍ଥଳରେ ପହଞ୍ଚ ଶବ ଜବତ କରିଛି। ଏହା ଆତ୍ମହତ୍ୟା କି, ହତ୍ୟା ଜାଣିବାକୁ ତଦନ୍ତ ଆରମ୍ଭ ହୋଇଛି।

ସମ୍ବନ୍ଧିତ ଖବର