ଅନୁସନ୍ଧାନ କରୁଥିବା ବର୍ଗ

ଖବର

ଶୁଭସ୍ମିତା: ମ୍ୟୁଜିକ୍ ଭିଡିଓରୁ ଟେଲି ନାୟିକା

ଯୁବତୀଜଣକ ନିଜର ଇନଷ୍ଟାଗ୍ରାମରେ ରିଲ୍ସ କରି ପୋଷ୍ଟ୍‌ କରୁଥିଲେ। ବେଳେବେଳେ ଟିକ୍‌ଟକ୍ କରୁଥିଲେ। ଠିକ୍ ଏହି ସମୟରେ ନିର୍ଦ୍ଦେଶକ ରାଜୀବ ଗଣ୍ଡ ତାଙ୍କୁ ଯୋଗାଯୋଗ କରିଥିଲେ। ପ୍ରଶ୍ନ କରିଥିଲେ, ମ୍ୟୁଜିକ୍ ଭିଡିଓରେ ହିରୋଇନ୍ ହେବ? ଯୁବତୀ ଏକଥା ଶୁଣି ଖୁସି ହୋଇଥିଲେ। କିନ୍ତୁ ପରିବାର…
ଅଧିକ ଖବର ଦେଖନ୍ତୁ...

ଦିଲ୍ଲୀ ମଦ ଦୁର୍ନୀତି ମାମଲା: ବିଆର୍‌ଏସ୍‌ ନେତ୍ରୀ କେ କବିତା ଗିରଫ

ହାଇଦ୍ରାବାଦ/ନୂଆଦିଲ୍ଲୀ: ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଆଜି ଆଉ ଏକ ଗୁରୁତ୍ବପୂର୍ଣ୍ଣ ଘଟଣା ଘଟିଛି। ତେଲେଙ୍ଗାନାର ଭାରତ ରାଷ୍ଟ୍ର ସମିତି (ବିଆର୍‌ଏସ୍‌)ର ନେତ୍ରୀ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ‌କେ ଚନ୍ଦ୍ରଶେଖର ରାଓଙ୍କ ଝିଅ କେ କବିତାଙ୍କୁ ଆଜି ଅପରାହ୍‌ଣରେ ପ୍ରବର୍ତ୍ତନ…
ଅଧିକ ଖବର ଦେଖନ୍ତୁ...

ଏସ୍‌ସିବିରେ ଅଗ୍ନିନିରାପତ୍ତା ବ୍ୟବସ୍ଥା: ୧୦ କୋଟିର ଯୋଜନା, ସ୍ବାସ୍ଥ୍ୟ ବିଭାଗର ମୋହର

କଟକ: ହାଇକୋର୍ଟଙ୍କ ତାଗିଦ୍‌ ପରେ କଟକ ବଡ଼ଡାକ୍ତରଖାନା ଅଗ୍ନି ନିରାପତ୍ତା ବ୍ୟବସ୍ଥା ତଥା ଭିତ୍ତିଭୂମି ପ୍ରସ୍ତୁତି ପାଇଁ ପାଖାପାଖି ୧୦କୋଟି ଟଙ୍କା ମଞ୍ଜୁର କରିଛି ସ୍ବାସ୍ଥ୍ୟ ବିଭାଗ। ହୃଦ୍‌ରୋଗ ବିଭାଗର ୪ ମହଲା କୋଠାର ଅଗ୍ନିନିରାପତ୍ତା ବ୍ୟବସ୍ଥା ଓ ଆଲାରାମ୍‌ ସିଷ୍ଟମ୍‌ ପାଇଁ ୧…
ଅଧିକ ଖବର ଦେଖନ୍ତୁ...

ଅଶ୍ଳୀଳ କଣ୍ଟେଣ୍ଟ ପାଇଁ କାର୍ଯ୍ୟାନୁଷ୍ଠାନ: ଭାରତରେ ୧୮ଟି ଓଟିଟି ପ୍ଲାଟଫର୍ମ ନିଷିଦ୍ଧ

ନୂଆଦିଲ୍ଲୀ: ଇଣ୍ଟରନେଟରେ ଅଶ୍ଳୀଳ ବିଷୟବସ୍ତୁ ପ୍ରସାର କରୁଥିବା ପ୍ଲାଟଫର୍ମ ଉପରେ କେନ୍ଦ୍ର ସରକାର ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଅଶ୍ଳୀଳ କଣ୍ଟେଣ୍ଟ ପ୍ରଦାନ କରୁଥିବା ୧୮ଟି ଓଟିଟି ପ୍ଲାଟଫର୍ମକୁ ତୁରନ୍ତ ବ୍ଲକ୍‌ କରାଯାଇଛି। ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ଗୁରୁବାର…
ଅଧିକ ଖବର ଦେଖନ୍ତୁ...

ବ୍ରାହ୍ମଣୀ ମୁହଁରେ ଦୁଇଟି ଗାଁ: ଜୁଣଗଡ଼ିରେ ୮୦ ଫୁଟ୍‌ର ଅତଡ଼ା ଧସିଲା

ରାଜନଗର: କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ୍‌ ଘଡ଼ିଆମାଳ ପଞ୍ଚାୟତ ଜୁଣଗଡ଼ି ନିକଟରେ ୮୦ ଫୁଟ୍‌ ଲମ୍ବ ଓ ୩୦ ଫୁଟ୍‌ ଚଉଡ଼ାର ବ୍ରାହ୍ମଣୀ ନଦୀ ପଠା ଧସିଯାଇଛି। ଏତେବଡ଼ ଅତଡ଼ା ଧସିବା ଯୋଗୁଁ ଜୁଣଗଡ଼ି ଓ ପଞ୍ଚୁପଲ୍ଲୀ ଗାଁ ପ୍ରତି ବଡ଼ ବିପଦ ସୃଷ୍ଟି ହୋଇଛି। ଯୁଦ୍ଧକାଳୀନ ଭିତ୍ତିରେ ଏନେଇ…
ଅଧିକ ଖବର ଦେଖନ୍ତୁ...

ନକ୍ସଲ-ଯବାନ ଗୁଳି ବିନିମୟ: ସାମଗ୍ରୀ ଜବତ, କ୍ରସ୍‌ଫାୟରିଂରେ ମହିଳା ଆହତ

ମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ବିଜାପୁର ଜିଲ୍ଲାର ବୋଡ଼ଗା ଜଙ୍ଗଲରେ ନକ୍ସଲ ଓ ଯବାନଙ୍କ ମଧ୍ୟରେ ଗୁଳି ବିନିମୟ ଘଟିଛି। ଏଥିରେ ବହୁ ନକ୍ସଲ ଆହତ ହୋଇଥିବା ଅନୁମାନ କରାଯାଉଛି। କ୍ରସ୍‌ ଫାୟରିଂରେ ରାଜେ ଓୟମା (୪୪) ନାମକ ଜଣେ ସ୍ଥାନୀୟ ମହିଳା ଆହତ ହୋଇଥିବା ସୂଚନା…
ଅଧିକ ଖବର ଦେଖନ୍ତୁ...

ମାଳଦ୍ବୀପର ନୂଆ ଷଡ଼ଯନ୍ତ୍ର: ଭାରତୀୟ ସେନାଙ୍କୁ ବାହାର କରି ଚୀନ ସହିତ କଲା ବୁଝାମଣା

ମାଲେ: ଭାରତ ସହିତ ଜାରି ରହିଥିବା ବିବାଦ ମଧ୍ୟରେ ମାଳଦ୍ବୀପ ଭାରତ ବିରୋଧୀ ନୂଆ ଷଡ଼ଯନ୍ତ୍ର ରଚିଛି। ଭାରତୀୟ ସ‌ୈନ୍ୟଙ୍କୁ ଦେଶରୁ ବାହାର କରିବା ସହିତ ଚୀନ ସହିତ ବୁଝାମଣା କରିଛି। ଏହି ବୁଝାମଣା ଅନ୍ତର୍ଗତ ଚୀନ ମାଳଦ୍ବୀପକୁ ମାଗଣାରେ ସୈନ୍ୟ ସହାୟତା ଯୋଗାଇ ଦେବ। ଭାରତୀୟ ସୈନ୍ୟଙ୍କୁ…
ଅଧିକ ଖବର ଦେଖନ୍ତୁ...

ରାହୁଲଙ୍କୁ ଭଲ ସଂସ୍କାର ଦେଇପାରିଲେ ନାହିଁ ସୋନିଆ ଗାନ୍ଧୀ: ସ୍ମୃତି ଇରାନୀ

ନୂଆଦିଲ୍ଲୀ: ମଙ୍ଗଳବାର ଦିନ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ଏଭଳି ବିବୃତି ଦେଇଥିଲେ, ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ସେ କହିଥିଲେ ଯେ, ମୁଁ ବାରାଣସୀ ଯାଇଥିବା ବେଳେ ଦେଖିଲି ଯେ, ଲୋକେ ଗୀତ ବଜାଇବା ସହ ମଦ ପିଇ ରାସ୍ତାରେ ଗଡୁଛନ୍ତି। ଉତ୍ତରପ୍ରଦେଶର ଭବିଷ୍ୟତ ଏବେ…
ଅଧିକ ଖବର ଦେଖନ୍ତୁ...

ଆଜି ମୋଦୀଙ୍କ ଜମ୍ମୁ-କଶ୍ମୀର ଗସ୍ତ; ୩୦ ହଜାର ୫୦୦ କୋଟିରୁ ଅଧିକ ମୂଲ୍ୟର ପ୍ରକଳ୍ପର ଉଦଘାଟନ କରିବେ

ନୂଆଦିଲ୍ଳୀ: ଜମ୍ମୁ କାଶ୍ମୀର ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ  । ୩୦ ହଜାର ୫୦୦ କୋଟିରୁ ଅଧିକ ମୂଲ୍ୟର ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିବାର କାର୍ଯ୍ୟକ୍ରମ ରହିଛି  । ସ୍ୱାସ୍ଥ୍ୟ, ଶିକ୍ଷା, ରେଳ, ବିମାନ ଚଳାଚଳ, ପେଟ୍ରୋଲିୟମ ଭଳି କ୍ଷେତ୍ର ସହ ଜଡ଼ିତ…
ଅଧିକ ଖବର ଦେଖନ୍ତୁ...

‘ବିଜୟ ନାୟକଙ୍କ ସ୍ମରଣୀୟ ଗଳ୍ପ’ ଉନ୍ମୋଚିତ

ନୂଆଦିଲ୍ଲୀ: ଆଜି ନୂଆଦିଲ୍ଲୀ ବିଶ୍ୱ ପୁସ୍ତକ ମେଳାର ଉଦ୍‌ଘାଟନୀ ଉତ୍ସବରେ ବିଶିଷ୍ଟ କଥାକାର ବିଜୟ ନାୟକଙ୍କ ନିର୍ବାଚିତ ଗଳ୍ପଗୁଡିକର ସଂକଳନ ‘ବିଜୟ ନାୟକଙ୍କ ସ୍ମରଣୀୟ ଗଳ୍ପ’ ଲୋକାର୍ପିତ ହୋଇଛି। କଥାକାର ଶ୍ରୀ ନାୟକଙ୍କ ୨୧ଟି ବଛା ବଛା ଗଳ୍ପର ଏହି ସଙ୍କଳନକୁ କେନ୍ଦ୍ର ଶିକ୍ଷା ଓ ଦକ୍ଷତା…
ଅଧିକ ଖବର ଦେଖନ୍ତୁ...