ନୂଆଦିଲ୍ଲୀ: ପୂର୍ବ ବିଦେଶ ମନ୍ତ୍ରୀ ସୁଷମା ସ୍ବରାଜ ଯେଭଳି ବିଦେଶରେ ଥିବା ଭାରତୀୟଙ୍କୁ ଅନ୍ଲାଇନ ସହାୟତା ଯୋଗାଇ ଦେଉଥିଲେ ତାହାକୁ ଅନୁସରଣ କରିଛନ୍ତି ନୂତନ ବିଦେଶ ମନ୍ତ୍ରୀ ଏସ୍. ଜୟଶଙ୍କର। ଲୋକଙ୍କୁ ଅନ୍ଲାଇନ୍ ସହାୟତା ଦେବା ଜାରି ରହିବ ବୋଲି ଜୟଶଙ୍କର ଘୋଷଣା କରିବା ସହ ଏ ଦିଗରେ ପଦକ୍ଷେପ ଆରମଭ କରିଛନ୍ତି। ଜୟଶଙ୍କର ସୁଷମାଙ୍କ ଭଳି ଲୋକଙ୍କ ସମସ୍ୟାର ସମାଧାନ କରିବା ପାଇଁ ସୋସିଆଲ୍ ମିଡ଼ିଆକୁ ମାଧ୍ୟମ କରିବା ଆରମ୍ଭ କରିଦେଇଛନ୍ତି। ଏହି କ୍ରମରେ କୋଲକାତାର ଜଣେ ବ୍ୟକ୍ତି ସାଉଦି ଆରବରୁ ଫେରିବା ପାଇଁ କରିଥିବା ନିବେଦନକୁ ଗ୍ରହଣ କରି ସେ ପଦକ୍ଷେପ ନେଇଛନ୍ତି।
ବୈଦେଶିକ ମନ୍ତ୍ରାଳୟର ଅନ୍ଲାଇନ୍ ସହାୟତା ଜାରି
/sambad/media/post_attachments/wp-content/uploads/2019/06/download-1-2.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)