Browsing Tag

Accident

ସୁନ୍ଦରଗଡ଼: ଗଛରେ ପିଟିହେଲା କାର, ୨ ମୃତ, ଜଣେ ଗୁରୁତର

ସୁନ୍ଦରଗଡ଼: ଗତକାଲି ବିଳମ୍ବିତ ରାତିରେ ସୁନ୍ଦରଗଡ଼ ଜିଲ୍ଲା ସମ୍ବଲପୁର- ରାଉରକେଲା ଜାତୀୟ ରାଜପଥର ଭେଡ଼ାବାହାଲ - କୁଣ୍ଡୁକେଲା ମଧ୍ୟବର୍ତ୍ତୀ ଅଞ୍ଚଳରେ ଦୃତଗତିରେ ଯାଉଥିବା ଏକ କାର ଗଛରେ ପିଟି ହୋଇ ଯାଇଛି। ଫଳରେ ଘଟଣାସ୍ଥଳରେ ଦୁଇଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ଭାବେ ଆହତ…

କଟକ: କାରକୁ ଧକ୍କା ଦେଲା ଅଜଣା ଗାଡ଼ି, ୩ ମୃତ, ୨ ଗୁରୁତର

କଟକ: ଆଜି ଭୋର ଭୋରରୁ ଭୁବନେଶ୍ୱରରୁ କଟକ ଯାଉଥିବା ଏକ ଇଣ୍ଡିକା ଗାଡ଼ିକୁ କୌଣସି ଏକ ଅଜଣା ଗାଡ଼ି ଧକ୍କା ଦେବାରୁ ଘଟଣାସ୍ଥଳରେ ୩ ଜଣ ଯୁବକଙ୍କ ମୃତ୍ୟୁ ଘଟିଥିବା ବେଳେ ୨ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି। ଗୁରୁତର ଅବସ୍ଥାରେ ଦୁଇଜଣଙ୍କୁ ଉଦ୍ଧାର କରାଯାଇ କଟକ ବଡ଼ ଡାକ୍ତରଖାନାରେ ଭର୍ତ୍ତି…

ଚାନ୍ଦବାଲି: କେନାଲକୁ ଖସି ପଡ଼ିଲା ସ୍କୁଲ ଭ୍ୟାନ, ଅଳ୍ପକେ ବର୍ତ୍ତିଲେ ୧୫ ଛାତ୍ରଛାତ୍ରୀ

ଚାନ୍ଦବାଲି: ଆଜି ସକାଳେ ଭଦ୍ରକ ଜିଲ୍ଲା ବାଁସଡ଼ା ଥାନା ଅନ୍ତର୍ଗତ ଗଙ୍ଗାଧରପୁର ଗ୍ରାମର ୧୫ରୁ ଊର୍ଧ୍ୱ ସ୍କୁଲ ପିଲାଙ୍କୁ ନେଇ ଯାଉଥିବା ଏକ ସ୍କୁଲ ଭ୍ୟାନ ଭାରସାମ୍ୟ ହରାଇ କେନାଲ ମଧ୍ୟକୁ ଖସିପଡ଼ିଛି। ଏହି ଦୁର୍ଘଟଣାରେ ଛାତ୍ରଛାତ୍ରୀମାନେ ସାମାନ୍ୟ ଆହତ ହୋଇଥିବା ବେଳେ ଡ୍ରାଇଭର ଓ ସେହି…

ବେଲପାହାଡ଼: ମର୍ଣ୍ଣିଂ ଓ୍ଵାକ୍‌ ବେଳେ ଅଜଣା ଟ୍ରକ୍‌ ଧକ୍କାରେ ୨ ଯୁବକ ମୃତ, ରାସ୍ତା ଅବରୋଧ

ବ୍ରଜରାଜନଗର: ଆଜି ସକାଳେ ମର୍ଣ୍ଣିଂ ଓ୍ଵାକ୍‌ କରିବାକୁ ଯାଇଥିବା ବେଳେ ୩ ଜଣ ଯୁବକଙ୍କୁ ଏକ ଅଜଣା ଟ୍ରକ୍‌ ଧକ୍କା ଦେଇଛି। ଫଳରେ ଦୁଇଜଣ ଯୁବକଙ୍କର ମତ୍ୟୁ ଘଟିଥିବା ବେଳେ ଆଉ ଜଣେ ଯୁବକ ବୁର୍ଲା ମେଡିକାଲରେ ମୃତ୍ୟୁ ସହିତ ସଂଗ୍ରାମ କରୁଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ଝାରସୁଗୁଡ଼ା…

ଯାଜପୁର: ଦୁଇ ଟ୍ରକ ମଧ୍ୟରେ ଧକ୍କା, ଜଣେ ଡ୍ରାଇଭର ମୃତ

ରଗଡ଼ି( ଯାଜପୁର): ଗତକାଲି ରାତିରେ ଯାଜପୁର ଜିଲ୍ଲା କୋରେଇ ଥାନା ତଳଗଡ଼ ପଞ୍ଚାୟତ ଅଫିସ ସମ୍ମୁଖରେ ୨୦ ନମ୍ବର ଜାତୀୟ ରାଜପଥରେ ଏକ କୋଇଲା ବୋଝେଇ ଟ୍ରକ୍‌ ପଛରେ ଅନ୍ୟଏକ ଟ୍ରକ୍‌ ପିଟି ହୋଇଛି। ଫଳରେ ପଛ ଟ୍ରକ୍‌ର ଡ୍ରାଇଭର ଗାଡ଼ିରେ ଚାପି ହୋଇ ଘଟଣାସ୍ଥଳରେ ମୃତ୍ୟୁ ବରଣ କରିଛନ୍ତି। ମିଳିଥିବା…

ଶିବ ସେନା ନେତାଙ୍କ କାର୍‌ ଚକା ତଳେ ଦୁଇ ଛାତ୍ରୀଙ୍କ ଜୀବନ ଗଲା

ପୁଣେ : ମହାରାଷ୍ଟ୍ରର ବାରମତିରେ ଆଜି ଜଣେ ଶିବ ସେନା ନେତାଙ୍କ କାର୍‌ ଦୁର୍ଘଟଣାରେ ଦୁଇ ସ୍କୁଲ ଛାତ୍ରୀଙ୍କ ମୃତ୍ୟୁ ହୋଇଛି। ଜଣାଯାଇଛି ଯେ ଶିବ ସେନା ନେତା ପପୁ ମାନେଙ୍କ କାର୍‌ ଆଜି ସକାଳେ ବାରମତି-ମୋରଗାଓଁ ରୋଡ୍‌ ନିକଟରେ ୩ ସ୍କୂଲ୍‌ ଛାତ୍ରିଙ୍କ ଉପରେ ଚଢିଯିବା ଫଳରେ ଘଟଣା ସ୍ଥଳରେ ୨…

ମିନିଟ୍ରକ-ଅଟୋରିକ୍ସା ମୁହାଁମୁହିଁ ଧକ୍କା, ପୋଲ ତଳକୁ ଖସି ୨ ମୃତ, ୩ ଆହତ

ଅନୁଗୁଳ: ଜାତୀୟ ରାଜପଥ ନମ୍ବର ୫୫ର ମାତେଳିଆ ବ୍ରିଜ ଉପରେ ମିନିଟ୍ରକ-ଅଟୋରିକ୍ସା ମୁହାଁମୁହିଁ ଧକ୍କା ହେବାରୁ ଦୁର୍ଘଟଣାର ସମ୍ମୁଖୀନ ହୋଇ ଗୁରୁବାର ୨ଜଣଙ୍କର ମୃତ୍ୟୁ ହୋଇଥବା ବେଳେ ୨ଜଣ ଗୁରୁତର ହୋଇଛନ୍ତି। ଅଟୋ ଚାଳକ ବେଣୁଧର ଭୋଇ (୪୫) ଓ ଫଗୁଆ ନାଏକ(୭୦)ଙ୍କ ମୃତ୍ୟୁ ହୋଇଛି। ଗୁରୁତରଙ୍କୁ…

ଭଞ୍ଜନଗର: ଦୁର୍ଘଟଣାରେ ୨ ମୃତ, ୩ ଗୁରୁତର

ଭଞ୍ଜନଗର: ଆଜି ଅପରାହ୍‌ଣରେ ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା-ଜଗନ୍ନାଥପ୍ରସାଦ ରାସ୍ତାରେ ଦୁଇଟି ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ଘଟଣାସ୍ଥଳରେ ୨ ଜଣ ଯୁବକଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୩ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି। ମୃତ୍ୟୁବରଣ କରିଥିବା ଯୁବକଦ୍ୱୟ ହେଲେ ବେଲଗୁଣ୍ଠା…

ବଲାଙ୍ଗୀର: ବସକୁ ପଛରୁ ପିଟିଲା ଟ୍ରକ, ୧୨ ଆହତ

ବଲାଙ୍ଗୀର: ଗତକାଲି ରାତିରେ କଟକ ଜିଲ୍ଲା ବଡ଼ାମ୍ବା ନରସିଂହପୁରରୁ ବଲାଙ୍ଗୀରର ପାଟଣାଗଡ଼କୁ ଯାଉଥିବା ଶ୍ରୀରାମ ନାମକ ଏକ ଘରୋଇ ବସକୁ ପୁଇଁତଳା ନିକଟରେ ପଛପଟୁ ଏକ ଟ୍ରକ୍‌ ଧକ୍କା ଦେଇଛି। ଫଳରେ ବସରେ ଥିବା ଯାତ୍ରୀମାନଙ୍କ ମଧ୍ୟରୁ ୧୨ ଜଣ ଆହତ ହୋଇଛନ୍ତି। ଆହତମାନଙ୍କ ମଧ୍ୟରେ ୭ ଜଣଙ୍କ ଅବସ୍ଥା…

ଲଣ୍ଡନରେ ଆତଙ୍କ: ଲୋକଙ୍କ ଉପରେ ମାଡ଼ି ଚାଲିଲା କାର୍‌

ନୂଆଦିଲ୍ଲୀ: ଲଣ୍ଡନ ନାଚୁରାଲ ହିଷ୍ଟ୍ରି ମ୍ୟୁଜିୟମ ସମ୍ମୁଖରେ ଆଜି ଏକ କାର୍‌ ଅତି ବେପରୁଆ ଭାବେ ଲୋକଙ୍କ ଉପରେ ଚଢ଼ିଯିବାରୁ ବହୁ ଲୋକ ଆହତ ହୋଇଛନ୍ତି। ତେବେ ଏହା ଏକ ଆତଙ୍କବାଦୀ କାଣ୍ଡ କିମ୍ବା ଦୁର୍ଘଟଣା ତାହା ସ୍ପଷ୍ଟ ହୋଇନାହିଁ। ପୁଲିସ ଏହି ମାମଲାରେ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି ।…