Sambad, Odisha Latest News, Breaking News Odisha, Odisha Current Headlines, Odisha News Online | Sambad.in
Browsing Tag

Angul

ଅନୁଗୁଳ: ମୃତ୍ୟୁର ୨ ଦିନ ପରେ ମାଟି ତଳୁ ଶବ ଜବତ କଲା ପୁଲିସ

ଅନୁଗୁଳ: ହତ୍ୟା ଅଭିଯୋଗ ହେବା ପରେ ଅନୁଗୁଳ ଟାଉନ୍‌ ଥାନା ପୁଲିସ ସନ୍ଦେହଜନକଭାବେ ମୃତ୍ୟୁ ବରଣ କରିଥିବା ଜଣେ ମହିଳାଙ୍କ ଶବକୁ ମୃତ୍ୟୁର ୨ ଦିନ ପରେ ମାଟି ତଳୁ ଖୋଳି ବ୍ୟବଛେଦ ପାଇଁ ପଠାଇଛନ୍ତି। ଶବ ବ୍ୟବଛେଦ ରିପୋର୍ଟ ମିଳିବା ପରେ ମୃତ୍ୟୁର କାରଣ ଜଣାପଡ଼ିବ ବୋଲି ପୁଲିସ କହିଛି। ପୁଲିସ…

ଟଙ୍କା ପାଇଁ ସଂପର୍କ ଭୁଲିଗଲେ

ହତ୍ୟାକାରୀ ଶଳା-ଭିଣୋଇ ଗିରଫ, କଟୁରୀ, ବାଇକ୍‌ ଜବତ୍‌ ଅନୁଗୁଳ/କିଶୋରନଗର/ପାଇକସାହି : ଯାହା ସନ୍ଦେହ କରାଯାଉଥିଲା ଶେଷରେ ତାହା ହିଁ ସତ ହେଲା। ପରିଚିତ ଲୋକ ସାଜିଲେ ହତ୍ୟାକାରୀ। ଟଙ୍କା ପାଇଁ ଭୁଲିଗଲେ ସଂପର୍କ। ଲୋଭରେ ଅନ୍ଧ ହୋଇ କିଶୋରନଗର ଥାନା ଗମ୍ଭାରୀମଳିହା ଗ୍ରାମର ବିରଞ୍ଚି ନାୟକ,…

ମିନିଟ୍ରକ-ଅଟୋରିକ୍ସା ମୁହାଁମୁହିଁ ଧକ୍କା, ପୋଲ ତଳକୁ ଖସି ୨ ମୃତ, ୩ ଆହତ

ଅନୁଗୁଳ: ଜାତୀୟ ରାଜପଥ ନମ୍ବର ୫୫ର ମାତେଳିଆ ବ୍ରିଜ ଉପରେ ମିନିଟ୍ରକ-ଅଟୋରିକ୍ସା ମୁହାଁମୁହିଁ ଧକ୍କା ହେବାରୁ ଦୁର୍ଘଟଣାର ସମ୍ମୁଖୀନ ହୋଇ ଗୁରୁବାର ୨ଜଣଙ୍କର ମୃତ୍ୟୁ ହୋଇଥବା ବେଳେ ୨ଜଣ ଗୁରୁତର ହୋଇଛନ୍ତି। ଅଟୋ ଚାଳକ ବେଣୁଧର ଭୋଇ (୪୫) ଓ ଫଗୁଆ ନାଏକ(୭୦)ଙ୍କ ମୃତ୍ୟୁ ହୋଇଛି। ଗୁରୁତରଙ୍କୁ…

ଅନୁଗୁଳ: ପତିପତ୍ନୀ ଓ ୭ ବର୍ଷର ପୁଅର ତଣ୍ଟି କାଟି ହତ୍ୟା ଘଟଣାରେ ଦୁଇ ଗିରଫ

ଅନୁଗୁଳ: ଅନୁଗୁଳ ଜିଲ୍ଲା କିଶୋରନଗର ସଞ୍ଜାମରା ଗମ୍ଭାରିମଲିହା ଗାଁରେ ମାତ୍ର ୩ ମାସ ତଳେ ଦ୍ୱିତୀୟ ବିବାହ କରିଥିବା ସ୍ୱାମୀ, ତାଙ୍କ ନବ ବିବାହିତା ସ୍ତ୍ରୀ ଓ ତାଙ୍କ ସାତ ବର୍ଷର ପୁଅଙ୍କ ଗଳାକାଟି ହତ୍ୟା ଘଟଣାରେ ପୁଲିସ ଦୁଇ ଜଣଙ୍କୁ ଗିରଫ କରିଛି। ଗିରଫ ଦୁଇଜଣ ହେଉଛନ୍ତି ସମ୍ପର୍କୀୟ ଶଳା…

ଅନୁଗୁଳ: ଲକ୍ଷାଧିକ ଟଙ୍କା ଡକାୟତି ସହ ପତି,ପତ୍ନୀ ଓ ୭ ବର୍ଷର ପୁଅକୁ ତଣ୍ଟିକାଟି ହତ୍ୟା

ଅନୁଗୁଳ: ଅନୁଗୁଳ ଜିଲ୍ଲା କିଶୋରନଗର ସଞ୍ଜାମରା ଗମ୍ଭାରିମଲିହା ଗାଁରେ ମାତ୍ର ୩ ମାସ ତଳେ ଦ୍ୱିତୀୟ ବିବାହ କରିଥିବା ସ୍ୱାମୀ, ଓ ତାଙ୍କ ନବ ବିବାହିତା ସ୍ତ୍ରୀଙ୍କ ଗଳାକାଟି କେହି ହତ୍ୟା କରିଛି । ଘରଠାରୁ କିଛିଦୂରରେ ପାଇକସାହି- ଠାକୁରଗଡ଼ ରାସ୍ତାର ଗୋକଣ୍ଡା ନନ୍ଦତଇଲା ପୋଲ ତଳେ ସ୍ୱାମୀ…

ହମାମୀରା ଗାଁରେ କିଡନି ରୋଗ ଆତଙ୍କ, ୨୨ ଆରପାରିରେ, ୫ ଜଣ ଜୀବନ ସହ କରୁଛନ୍ତି ସଂଗ୍ରାମ

ଅନୁଗୁଳ(ସୁବ୍ରତ କୁମାର ସାମଲ): କିଏ ଭେଣ୍ଡିଆ ପୁଅକୁ ହରାଇଛି ତ କିଏ ରୋଜଗାରିଆ ସ୍ୱାମୀକୁ...। କିଏ ବାପା-ମା’କୁ ହରାଇ ଅନାଥ ହୋଇଛି ତ କିଏ ଆଖି ଆଗରେ ଝିଅର ମୃତ୍ୟୁ ଦେଖିଛି। ପୁଣି କାହା ଦେହରେ ଭଉଣୀର କିଡ୍‌ନି ପ୍ରତିରୋପଣ ହୋଇଛି ତ କିଏ ପିଉସୀ ପ୍ରଦତ୍ତ କିଡ୍‌ନିରେ ଯନ୍ତ୍ରଣାସିକ୍ତ ଜୀବନ…

ଅନୁଗୁଳ: ଯୁବକଙ୍କ ତଣ୍ଟିକାଟି ହତ୍ୟା

ଅନୁଗୁଳ: ଆଜି ସକାଳୁ ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବ୍ଲକ୍‌ର ପାଇକସାହି- ଠାକୁରଗଡ଼  ରାସ୍ତାର ଗୋକଣ୍ଡା ନନ୍ଦତଇଲା ପୋଲ ତଳେ ଜଣେ ଯୁବକଙ୍କ ରକ୍ତ ଜୁଡ଼ୁବୁଡ଼ୁ ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଛି। ଜିନ୍‌ ପ୍ୟାଣ୍ଟ ପରିହିତ ଏହି ଯୁବକଙ୍କ ତଣ୍ଟି କାଟି ହତ୍ୟା କରିବା ପରେ ତାଙ୍କୁ ପୋଲ ତଳକୁ…

ଜେଏସ୍‌ପିଏଲ୍‌ ଟାଉନସିପ୍‌ରେ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା

ଅନୁଗୁଳ : ଅନୁଗୁଳ ନିଶାଠାରେ ଥିବା ଜିନ୍ଦଲ ଷ୍ଟିଲ୍‌ ଏଣ୍ଡ୍‌ ପାଓ୍ଵାର ଲିମିଟେଡ୍‌ (ଜେଏସ୍‌ପିଏଲ୍‌)ର ଇସ୍ପାତ କାରଖାନା ଟାଉନସିପ୍‌ ପରିସରରେ ଏକ ଭବ୍ୟ ଜଗନ୍ନାଥ ମନ୍ଦିରର ଶୁଭ ପ୍ରତିଷ୍ଠା ହୋଇଛି। ସପ୍ତାହବ୍ୟାପୀ ବ୍ରାହ୍ମଣଙ୍କ ଦ୍ୱାରା ପୂଜାର୍ଚ୍ଚନା ଓ ଯଜ୍ଞ ପରେ ଆଜି ବିଗ୍ରହଙ୍କର ପ୍ରାଣ…

ଅନୁଗୁଳ: ବସ୍‌-ବୋଲେରୋ ଧକ୍କା; ୨ ମୃତ, ୫ ଆହତ

ଅନୁଗୁଳ: ଶୁକ୍ରବାର ପ୍ରତ୍ୟୁଷରେ ଚମ୍ପାପୁର ନିକଟରେ ଏକ ବସ୍‌ ଓ ଏକ ବୋଲେରୋ ସାମ୍ନାସାମ୍ନି ଧକ୍କା ଖାଇବାରୁ ଦୁଇ ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି ଏବଂ ୫ ଜଣ ଆହତ ହୋଇଛନ୍ତି। ରାତି ୨ଟା ପରେ ଯାଜପୁରରୁ ଝାରସୁଗୁଡ଼ା ଅଭିମୁଖେ ଯାଉଥିବା ‘ସୁଶ୍ରୀ’ ନାମ୍ନୀ ରାତ୍ରୀଗାମୀ ବସ୍‌ କିଶୋରନଗର…

ଶିକାରୀ ଗୁଳିରେ ଶିକାରୀ ମୃତ: ମାଟି ତଳୁ ମୃତ ଦେହ ଜବତ, ଜଣେ ଗିରଫ

ଢେଙ୍କାନାଳ: ଗଁଦିଆ ଥାନା ଦେଓଗାଁ ଗ୍ରାମର ଶିକାରୀ ସୁଶାନ୍ତ ନାଏକଙ୍କ ମୃତ ଦେହକୁ ପୁଲିସ ମଙ୍ଗଳବାର ମାଟି ତଳୁ ଉଦ୍ଧାର କରିଛି। କପିଳାସ ସଂରକ୍ଷିତ ଜଙ୍ଗଲକୁ ଅନ୍ୟ ୨ଜଣ ଶୀକାରୀଙ୍କ ସହିତ ଶିକାର କରିବାକୁ ଯାଇ ଥିବା ସୁଶାନ୍ତ ୨ଦିନ ହେବ ନିଖୋଜ ଥିଲେ। ଜନ୍ତୁ ଶିକାର ବେଳେ ଗୁଳି…