Browsing Tag

Bhubaneswar

ଦେଢ଼ ଲକ୍ଷ ଆଇଟିଆଇ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଅନିଶ୍ଚିତ

ହାଇକୋର୍ଟରେ ଅଦାଲତ ଅବମାନନା ମାମଲା ରାଜରାସ୍ତାକୁ ଓହ୍ଲାଇବାକୁ ଚେତାବନୀ କଟକ-ବିଦ୍ୟାଧରପୁର : ରାଜ୍ୟର ପ୍ରାୟ ଦେଢ଼ ଲକ୍ଷ ଆଇଟିଆଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଏବେ କୁହୁଳୁଛି ଅସନ୍ତୋଷ। ୨୦୧୮ରେ ନାମ ଲେଖାଇଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରୁ ନିର୍ଦ୍ଦିଷ୍ଟ କିଛି ସରକାରୀ ଅନୁଷ୍ଠାନକୁ…

ଅଶୋକା ମାର୍କେଟ ଭଙ୍ଗା ବେଳେ ଉତ୍ତେଜନା, ରାସ୍ତାରୋକ

ଭୁବନେଶ୍ୱର: ଆଜି ଭୁବନେଶ୍ୱର ଅଶୋକାମାର୍କେଟ ଉଚ୍ଛେଦକୁ ନେଇ ସେଠାରେ ଉତ୍ତେଜନା ଦେଖାଦେଇଛି। ଅଶୋକାମାର୍କେଟର ବ୍ୟବସାୟୀମାନେ ରାସ୍ଥା ଉପରେ ଟାୟାର ଜାଳି ମାଷ୍ଟର କୃାଣ୍ଟିନ୍‌ରେ ରାସ୍ତା ରୋକ କରିଛନ୍ତି। ଏହା ସତ୍ତ୍ୱେ ବିଡିଏ ପକ୍ଷରୁ ପୁଲିସ ସହାୟତାରେ ସେଠାରେ ଉଚ୍ଛେଦ କାର୍ଯ୍ୟ ଆରମ୍ଭ…

ଭୁବନେଶ୍ୱର: ତନ୍ତ୍ର ପୂଜା ନେଇ ଉତ୍ତେଜନା, ତାନ୍ତ୍ରିକ ସହିତ ୬ ଅଟକ, ବୋଲୋରୋ ଜବତ

ଭୁବନେଶ୍ୱର: ଗତକାଲି ରାତିରେ ଭୁବନେଶ୍ୱର ଡୁମଡୁମା ରଘୁନାଥନଗରରେ ଏକ ଘର ଭିତରେ ଗୁପ୍ତ ତନ୍ତ୍ର ପୂଜା ଚାଲିବାକୁ ନେଇ ସେଠାରେ ଉତ୍ତେଜନା ଦେଖାଦେଇଛି। ଏହି ଘରେ ଖୋଳା ଯାଇଥିବା ଏକ ଗାତ ଓ ପୂଜାସ୍ଥଳରୁ ତନ୍ତ୍ରବିଦ୍ୟା ପୁସ୍ତକ ଓ ସାମଗ୍ରୀ ଜବତ ହୋଇଥିବାରୁ ଏଠାରେ ଶିଶୁବଳି ପାଇଁ ଉଦ୍ୟମ…

ଶିଶୁଭବନ ପୁଷ୍ଟି ପୁନର୍ବାସ କେନ୍ଦ୍ରର ଉଦ୍‌ଘାଟନ ଆଜି

ଭୁବନେଶ୍ୱର : ଶୁକବ୍ରାର ଶିଶୁଭବନସ୍ଥିତ ପୁଷ୍ଟି ପୁନର୍ବାସ କେନ୍ଦ୍ର ବା ଏନ୍‌ଆରସି କେନ୍ଦ୍ରର ଉଦ୍‌ଘାଟନ ହେବ। ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା ଏହାର ଉଦ୍‌ଘାଟନ କରିବାର କାର୍ଯ୍ୟକ୍ରମ ରହିଛି। ଶିଶୁଭବନ ଏନ୍‌ଆରସିକୁ ବାଦ୍‌ ଦେଲେ ରାଜ୍ୟରେ ଆହୁରି ୧୨ଟି ଏନ୍‌ଆରସି ନିର୍ମାଣ ହେବ ବୋଲି…

୪ ବିଭାଗର ଶୀର୍ଷକେନ୍ଦ୍ର ପାଇଁ ଆବଶ୍ୟକ ୫୦ଏକର ଜମି

ଭୁବନେଶ୍ୱର : ଏମ୍‌ସ ଭୁବନେଶ୍ୱରରେ କାର୍ଡିଓଥୋରାସିସ୍‌, ନ୍ୟୁରୋସାଇନ୍‌ସ, ନେଫ୍ରୋଲୋଜି ଓ ଅଙ୍କଲୋଜିର ଶୀର୍ଷକେନ୍ଦ୍ର ପାଇଁ ଅତିରିକ୍ତ ୫୦ଏକର ଜମିର ଆବଶ୍ୟକତା ରହିଛି। ଆବଶ୍ୟକ ହେଉଥିବା ଏହି ଅତିରିକ୍ତ ଜମିକୁ ରାଜ୍ୟ ସରକାର ଯୋଗାଇ ଦେବେ। ଏହାସହ ଏମ୍‌ସରେ ଥିବା ଅନ୍ୟାନ୍ୟ ସମସ୍ୟା ଉପରେ…

‘ଡକ୍ଟର ଅଗ୍ରଓ୍ଵାଲ୍‌ସ୍‌ ଚକ୍ଷୁ ଚିକିତ୍ସାଳୟ’ ଉଦ୍‌ଘାଟିତ

ଭୁବନେଶ୍ୱର : ଡକ୍ଟର ଅଗ୍ରଓ୍ଵାଲ୍‌ସ୍‌ ଚକ୍ଷୁ ଚିକିତ୍ସାାଳୟର ନୂତନ କେନ୍ଦ୍ର ଆଜି ସହିଦନଗରସ୍ଥିତ ବିଏମ୍‌ସି ଭବାନୀ ମଲ୍‌ରେ ଖୋଲିଛି। ଏହାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍‌ଘାଟନ କରିଛନ୍ତି। ଗୁଣାତ୍ମକ ଚକ୍ଷୁ ଚିକିତ୍ସା ସେବା ଯୋଗାଇ ଦେବାରେ ଏହି ଚିକିତ୍ସା କେନ୍ଦ୍ର ସହାୟକ ହେବ…

ଭୁବନେଶ୍ୱର ସିଟି ଡିଏଫଓଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ଭୁବନେଶ୍ୱର: ଭୁବନେଶ୍ୱର ସିଟି ଡିଏଫଓ ଚିତ୍ତରଞ୍ଜନ ମିଶ୍ରଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଆଜି ସକାଳେ ଚଢ଼ାଉ କରାଯାଇଛି। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ କରିବା ଅଭିୋଯାଗରେ ଏଡି ଚଢ଼ାଉ କରାଯାଉଛି। ଏକାଳୀନ ଶ୍ରୀ ମିଶ୍ରଙ୍କ ସହିଦ ନଗରସ୍ଥିତ ଅଫିିସ, ଓଲ୍ଡ୍ଡଟାଉନ ଘର ସହିତ କେନ୍ଦ୍ରାପଡ଼ା ଓ କଟକ…

ପୂର୍ଣ୍ଣିମାରୁ କୁଆଖାଇ ନଦୀପଠାରେ ବାଲିଯାତ୍ରା

ଚନ୍ଦ୍ରଶେଖରପୁର : ରାଜଧାନୀ ଉପକଣ୍ଠ ବରିମୁଣ୍ଡ ଗ୍ରାମ କୁଆଖାଇ ନଦୀ ବାଲି ପଠାରେ ଅନଷ୍ଠିତ ହେବ ବାଲିଯାତ୍ରା। ଏଥିପାଇଁ ଅଣ୍ଟା ଭିଡ଼ିଥିବା ବରିମୁଣ୍ଡ ଗ୍ରାମ କମିଟିର ଶତାଧିକ ଯୁବକ ଏ ନେଇ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଗତକାଲି ଏହାକୁ ପରିଦର୍ଶନ କରିବା ସହ ଖୋର୍ଧା ଜିଲ୍ଲାପାଳ ଏଥିପାଇଁ…

ଲଗାଣ ବର୍ଷାରେ ଭାସିଲା ରାଜଧାନୀ

ଭୁବନେଶ୍ୱର : ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ସାରା ରାଜ୍ୟରେ ବର୍ଷା ବିତ୍ପାତ ସୃଷ୍ଟି ହୋଇଥିବାବେଳେ ରାଜଧାନୀରେ ମଧ୍ୟ ଦୁଇଦିନ ହେଲା ପ୍ରବଳ ବର୍ଷା ଲାଗି ରହିଛି। ଗତ ୪୮ଘଣ୍ଟା ମଧ୍ୟରେ ରାଜଧାନୀରେ ୯୪.୪ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ଏଭଳି ଲଗାଣ ବର୍ଷା ଫଳରେ…

ଟ୍ରାଫିକ୍‌ ସିଗନାଲରେ ପରିବର୍ତନ : ଦିଲ୍ଲୀ ଢାଞ୍ଚାରେ ୩ ଛକରେ ଆଣ୍ଟି କ୍ଲକ୍‌ ଓ୍ଵାଇଜ୍‌ ଟ୍ରାଫିକ୍‌

ଭୁବନେଶ୍ୱର : ଦିନକୁ ଦିନ ରାଜଧାନୀରେ ଟ୍ରାଫିକ୍‌ ସମସ୍ୟା ବଢ଼ି ଚାଲିଛି। ବିଶେଷକରି ଏଜି, କଳ୍ପନା, ନାଲକୋ, ଖଣ୍ଡଗିରି ଓ ରୁପାଲି ଛକ ଟ୍ରାଫିକ ପୁଲିସ ପାଇଁ ଚ୍ୟାଲେଞ୍ଜ ହୋଇ ପଡ଼ିଛି। ସଂଧ୍ୟା ସମୟରେ ପରିସ୍ଥିତି ଅସମ୍ଭାଳ ହୋଇ ପଡ଼ୁଛି। ଗୋଟିଏ ଗୋଟିଏ ଛକ ଅତିକ୍ରମ କରିବାକୁ ଦୀର୍ଘ ସମୟ…