Browsing Tag

BJD

ଇନ୍ଧନ ଗ୍ୟାସ ବୃଦ୍ଧିି ପ୍ରତିବାଦରେ ବିଜେଡି ମହିଳା ମୋର୍ଚ୍ଚାର ରାଜଭବନ ଆଗରେ ବିକ୍ଷୋଭ

ଭୁବନେଶ୍ୱର: ରାଷ୍ଟ୍ରାୟତ ତୈଳ କମ୍ପାନିଗୁଡ଼ିକ ଗତ ଦେଢ଼ବର୍ଷ ମଧ୍ୟରେ ୧୯ ଥର ଇନ୍ଧନ ଗ୍ୟାସ ଦର ବୃଦ୍ଧି କରିଥିବା ଅଭିଯୋଗ କରି ଆଜି ବିଜୁ ଜନତା ଦଳ ମହିଳା ମୋର୍ଚ୍ଚା ପକ୍ଷରୁ ରାଜଭବନ ସମ୍ମୁଖରେ ବିକ୍ଷୋଭ ଓ ପ୍ରତିବାଦ ସଭା କରାଯାଇଛି। ବିଜୁ ମହିଳା ମୋର୍ଚ୍ଚା ସଭାନେତ୍ରୀ ପ୍ରମିଳା ମଲ୍ଲିକଙ୍କ…

ଦାମଙ୍କ କଂଗ୍ରେସ ସହ ମେଣ୍ଟ ପ୍ରସ୍ତାବକୁ ନେଇ ଟ୍ଵିଟ୍‌ କଲେ ବୈଜୟନ୍ତ: କହିଲେ ଏହାକୁ ଗ୍ରହଣ କରିବା କଷ୍ଟ

ଭୁବନେଶ୍ୱର: ଭାରତୀୟ ଜନତା ପାର୍ଟି ପରି ଏକ ସାମ୍ପ୍ରଦାୟିକ ଦଳକୁ ରାଜ୍ୟରେ କ୍ଷମତା ଠାରୁ ଦୂରରେ ରଖିବା ପାଇଁ ବିଜେଡି କଂଗ୍ରେସ ସହିତ ମେଣ୍ଟ କରିପାରେ ବୋଲି ଏକ ମନ୍ତବ୍ୟ ଦେଇ ବିଜେଡି ଓ ରାଜ୍ୟ ରାଜନୀତିରେ ଝଡ଼ ସୃଷ୍ଟି କରିଛନ୍ତି ଦଳର ଉପସଭାପତି ତଥା ବରିଷ୍ଠ ମନ୍ତ୍ରୀ ଡାକ୍ତର ଦାମୋଦର…

ଧର୍ମେନ୍ଦ୍ର ପୁରୀକୁ ଆସି ମୋ ସହିତ ଲଢ଼ନ୍ତୁ: ମହେଶ୍ୱର ମହାନ୍ତି

ଭୁବନେଶ୍ୱର: ରାଜ୍ୟ ସରକାରଙ୍କୁ ବଙ୍ଗୋପସାଗରରେ ଫିଙ୍ଗିବା ପ୍ରସଙ୍ଗରେ ଶନିବାର କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ କଡ଼ା ଜବାବ ଦେବା ପରେ ରାଜସ୍ୱ ମନ୍ତ୍ରୀ ମହେଶ୍ୱର ମହାନ୍ତି ମଧ୍ୟ ବିଜେପିକୁ କଟାକ୍ଷ କହିଛନ୍ତି। ପୁରୀରୁ ନବକଳବେର ଆରମ୍ଭ ନେଇ…

ବିଜେପି-ବିଜେଡି କଳି: ପ୍ରତାତ କହିଲେ, ଦାୟିତ୍ୱହୀନ ମନ୍ତବ୍ୟ ଦେଉଛନ୍ତି ଧର୍ମେନ୍ଦ୍ର

ଭୁବନେଶ୍ୱର: ରାଜ୍ୟ ସରକାରଙ୍କୁ ବଙ୍ଗୋପସାଗରରେ ଫିଙ୍ଗିବା ପ୍ରସଙ୍ଗରେ ଶନିବାର କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ବିଜେଡ଼ି କଡ଼ା ଜବାବ ଦେଇଛି। ବିଜେଡି ସାଂସଦ ପ୍ରତାପ ଦେବ କହିଛନ୍ତି, ଧର୍ମେନ୍ଦ୍ର ପ୍ରଧାନ ଦାୟିତ୍ୱହୀନ ମନ୍ତବ୍ୟ ଦେଉଛନ୍ତି।…

ଧର୍ମେନ୍ଦ୍ରଙ୍କୁ ପିନାକୀଙ୍କ ପ୍ରଶଂସା ପରେ ବିଜେପି-ବିଜେଡ଼ି ଟଣାଓଟରା

ଭୁବନେଶ୍ୱର: କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ପୁରୀ ସାଂସଦ ପିନାକୀ ମିଶ୍ରଙ୍କ ପ୍ରଶଂସା ପରେ ବିଜେଡ଼ି ଓ ବିଜେପି ମଧ୍ୟରେ ଟଣାଓଟରା ଚାଲିଛି। ଏହି ପ୍ରସଙ୍ଗରେ ଭାରତୀୟ ଜନତା ପାର୍ଟିର ମୁଖପାତ୍ର ସଜ୍ଜନ ଶର୍ମା ରବିବାର ପ୍ରତିକ୍ରିୟା ଦେଇଛନ୍ତି।…

ମୋଗଲ ଶାସକଙ୍କଠାରୁ ବି ନବୀନ ସରକାର ଭୟଙ୍କର: ନବୀନଙ୍କୁ ଟାର୍ଗେଟ କଲେ ବୈଷ୍ଣବ

ସମ୍ବଲପୁର: ଭାଷା ଆଇନକୁ କାର୍ଯ୍ୟକାରୀ କରିବାରେ ବିଫଳ ହୋଇଥିବା କାରଣରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଏଥର ସିଧାସଳଖ ଟାର୍ଗେଟ କରିଛନ୍ତି ଭାଷା ସୁରକ୍ଷା ସମ୍ମିଳନୀର ସଭାପତି ତଥା ପୂର୍ବତନ ସାଂସଦ ବୈଷ୍ଣବ ପରିଡ଼ା। ଓଡ଼ିଶାରେ ଶାସନ କରୁଥିବା ନବୀନ ସରକାର ମୋଗଲ ଶାସକଙ୍କଠାରୁ ବି…

ବରଗଡ଼: ଏନ୍‌ଏସି ଅଧ୍ୟକ୍ଷାଙ୍କ ସମେତ ୮ କାଉନସିଲର ବିଜେଡ଼ିରେ ସାମିଲ

ବରଗଡ଼: ବର୍ତ୍ତମାନ ସାରା ଦେଶରେ ଏକ ପ୍ରକାର ନିର୍ବାଚନ ମାହୋଲ ପରିଲକ୍ଷିତ ହେଉଥିବା ବେଳେ ବିଜେପୁର ଉପନିର୍ବାଚନ ଉପରେ ସବୁ ଦଳର ତୀକ୍ଷ୍‌ଣ ନଜର ରହିଛି। ଆଗକୁ ସାଧାରଣ ନିର୍ବାଚନ ଦୃଷ୍ଟିରୁ ବିଜେପୁର ଉପନିର୍ବାଚନ ସବୁ ଦଳ ପାଇଁ କର ବା ମର ସ୍ଥିତି ହୋଇଛି। ବିଜେପୁର ଉପନିର୍ବାଚନକୁ ନେଇ…

ନୂଆ ସାଇଡିଂ କଣ୍ଟ୍ରାକ୍ଟର ନିଯୁକ୍ତିରୁ ବିବାଦ: ସିଟୁ-ବିଜେଡି ମୁହାଁମୁହିଁ

ରାଉରକେଲା/ଲହୁଣିପଡ଼ା: ବିମଳାଗଡ଼ ରେଲେଓ୍ଵ ସାଇଡିଂରେ ନୂଆଁ ସାଇଡିଂ କଣ୍ଟ୍ରାକ୍ଟର ନିଯୁକ୍ତି ନେଇ କନ୍ଦଳ ଲାଗି ରହିଥିବା ବେଳେ ଘଟଣାରେ ବିଜେଡିର ହସ୍ତକ୍ଷେପ କାରଣରୁ ଉତ୍ତେଜନା ପ୍ରକାଶ ପାଇଛି। ଏହି ଘଟଣାାକୁ ନେଇ ଏବେ ସିଟୁ-ବିଜେଡି ମୁହାଁମୁହିଁ ଅବସ୍ଥାକୁ ଆସିଯାଇଛନ୍ତି। ବିମଳାଗଡ଼…

ଆସନ୍ତାକାଲିଠାରୁ ବିଜେଡ଼ିର ଜନସମ୍ପର୍କ ପଦଯାତ୍ରା

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନାକୁ ସଚେତନତା ମୂଳକ କାର୍ଯ୍ୟକ୍ରମ ମାଧ୍ୟମରେ ଲୋକଙ୍କ ନିକଟରେ ପହଞ୍ଚାଇବାକୁ ବିଜୁ ଜନତା ଦଳ ପକ୍ଷରୁ ଉଦ୍ୟମ କରାଯାଇଛି। ଏଥି ପାଇଁ ବିଜେଡ଼ି ପକ୍ଷରୁ ସୋମବାର ଠାରୁ ଜନସମ୍ପର୍କ ପଦଯାତ୍ରା ଆରମ୍ଭ ହେବ। ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଜୟନ୍ତୀ…

ବିଜେଡ଼ି କାଉନସିଲର ହତ୍ୟା ଘଟଣା: ଆଉ ୫ ଅପରାଧୀ ଗିରଫ

ଛତ୍ରପୁର: ବହୁ ଚର୍ଚ୍ଚିତ ଗଞ୍ଜାମ ଜିଲ୍ଲା ଛତ୍ରପୁର ନିର୍ବାଚନ ମଣ୍ଡଳୀର ବିଜେଡ଼ି ଯୁବନେତା ତଥା କାଉନସିଲର ଲକ୍ଷ୍ମୀଦତ୍ତ ପ୍ରଧାନ(ବଚନ)ଙ୍କ ଏକାଦଶାହ ଦିବସରେ ପୁଲିସ ଦ୍ୱିତୀୟ ପର୍ଯ୍ୟାୟରେ ଶୋକକୁଳ ପରିବାରଙ୍କୁ କିଛିଟା ସାନ୍ତ୍ୱନା ପ୍ରଦାନ କରିଛି । ଯୁବନେତାଙ୍କ ବାସଭବନ ଠାରେ…