Browsing Tag

Cricket

ଏହି ସବୁ ଖାଦ୍ୟ ଖାଇ ବିରାଟ କୋହଲି ନିଜକୁ ରଖିଛନ୍ତି ଫିଟ୍‌, ଜାଣନ୍ତୁ ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ସେ କ’ଣ କ’ଣ ଓ…

ବର୍ତ୍ତମାନ ବିରାଟଙ୍କୁ ୩୦ ବର୍ଷ ପୂରିଛି। ସେ ଦୁନିଆର ସମସ୍ତ ଫିଟ୍‌ କ୍ରିକେଟରମାନଙ୍କ ମଧ୍ୟରୁ ସବୁଠୁ ଆଗରେ। ନିଜ ଶରୀରକୁ ସୁସ୍ଥ ଓ ଫିଟ୍‌ ରଖିବା ପାଇଁ ସେ ବହୁତ ପରିଶ୍ରମ କରନ୍ତି। ପ୍ରତିଦିନ ବ୍ୟାୟାମ କରିବା ସହ ନିଜ ଖାଦ୍ୟକୁ ନିୟନ୍ତ୍ରଣ କରି ଖାଇଥାଆନ୍ତି। ଜାଣନ୍ତୁ ବିରାଟ ସକାଳୁ…

କ୍ରିକେଟ୍‌କୁ ନଷ୍ଟ କରି ପାରେ ବିସିସିଆଇ ସଂସ୍କାର: ଶରଦ ପାଓ୍ଵାର

ନୂଆଦିଲ୍ଲୀ: ବର୍ଷିୟାନ୍‌ ରାଜନୀତିଜ୍ଞ, କ୍ରୀଡ଼ା ପ୍ରଶାସକ ଏବଂ ଆଇସିସିର ଓ ବିସିସିଆଇର ପୂର୍ବତନ ଅଧ୍ୟକ୍ଷ ସୁପ୍ରମ୍‌ କୋର୍ଟଙ୍କୁ କହିଛନ୍ତି ଯେ ସଂସ୍କାର କରିବାର ମାତ୍ରାଧିକ ଉଦ୍ଦୀପନା କ୍ରିକେଟ୍‌ ଖେଳକୁ ନଷ୍ଟ କରି ଦେଇ ପାରେ। ସେ ଆହୁରି ଅଭିଯୋଗ କରିଛନ୍ତି ଯେ ବିସିସିଆଇର ଡ୍ରାଫ୍‌ଟ୍‌…

ଓଡ଼ିଶାକୁ ଷଷ୍ଠ ପୂର୍ବାଞ୍ଚଳ ଦୃଷ୍ଟିହୀନ କ୍ରିକେଟ୍‌ ଟ୍ରଫି

ଭୁବନେଶ୍ୱର: ଓଡ଼ିଶା ଲଗାତାର ଷଷ୍ଠ ଥର ପାଇଁ ପୂର୍ବାଞ୍ଚଳ ଦୃଷ୍ଟିହୀନ କ୍ରିକେଟ୍‌ ପ୍ରତିଯୋଗିତାରେ ବିଜେତା ଆଖ୍ୟା ଅର୍ଜନ କରିଛି। ତିନି ଦିନ ଧରି ଚାଲିଥିବା ଏହି ପ୍ରତିଯୋଗିତାରେ ଓଡ଼ିଶା ଝାଡ଼ଖଣ୍ଡକୁ ୨୭ ଏବଂ ତ୍ରିପୁରାକୁ ୭୨ ରନ୍‌ରେ ପରାସ୍ତ କରି ଫାଇନାଲ୍‌ ଖେଳିବାକୁ ଯୋଗ୍ୟତା ଅର୍ଜନ…

ଜନ୍ମଦିନ ବିଶେଷ: କ୍ଷୀର ପିଇବାକୁ ଭଲ ପାଉଥିବା ବୀରୁ ଥିଲେ କିଶୋର କୁମାରଙ୍କ ଜଣେ ବଡ଼ ପ୍ରଶଂସକ

ନୂଆଦିଲ୍ଲୀ: ଟିମ୍‌ ଇଣ୍ଡିଆର ପୂର୍ବତନ ଧୂରନ୍ଧର ବ୍ୟାଟ୍ସମ୍ୟାନ୍‌ ବୀରେନ୍ଦ୍ର ସେହେଓ୍ଵାଗ ଶୁକ୍ରବାର ୪୦ ବର୍ଷରେ ପଦାର୍ପଣ କରଇଛନ୍ତି। ସେ ୧୯୭୮ ଅକ୍ଟୋବର ୨୦ରେ ଜନ୍ମଗ୍ରହଣ କରଥିଲେ। ଏମିତି ବି କ୍ରିକେଟ ଦୁନିଆରେ ସଚିନ ତେନ୍ଦୁଲକରଙ୍କୁ ପ୍ରଶଂସକ ‘ଭଗବାନ’ କହୁଥିବା ବେଳେ, ବୀରୁଙ୍କ…

ଶୁଭ୍ରାଂଶୁଙ୍କ ଅପରାଜିତ ଶତକ; ଓଡ଼ିଶାକୁ ୧ ପଏଣ୍ଟ

କଟକ: ରଣଜୀ ଯୁବ ପ୍ରତିଭା ଶୁଭ୍ରାଂଶୁ ସେନାପତିଙ୍କ ଅପରାଜିତ ଶତକ ଓ ଅଧିନାୟକ ଦେବେନ୍ଦ୍ର କୁଅଁରଙ୍କ ଲଢୁଆ ଅର୍ଧଶତକ ବଳରେ ଓଡ଼ିଶା କୁଚ୍‌ବେହାର ଟ୍ରଫିର ଦ୍ୱିତୀୟ ମ୍ୟାଚ୍‌କୁ ଅମୀମାଂସିତ ରଖିବାରେ ସଫଳ ହୋଇଛି। ତଥାପି ପ୍ରଥମ ପାଳି ଅଗ୍ରଣୀ ଯୋଗୁଁ ଘରୋଇ ମଧ୍ୟପ୍ରଦେଶ ଦଳକୁ ୩ ପଏଣ୍ଟ ମିଳିଥିବା…

ବିନୁ ମଙ୍କଡ଼ ଟ୍ରଫି: ପରାଜୟ ସହ ଓଡ଼ିଶାର ଅଭିଯାନ ଶେଷ

କଟକ: ଚତୁର୍ଥ ପରାଜୟ ସହ ଓଡ଼ିଶାର ବିନୁ ମଙ୍କଡ଼ ଟ୍ରଫି ଅଭିଯାନ ଶେଷ ହୋଇଛି। ବୁଧବାର ଶେଷ ଲିଗ୍‌ ମ୍ୟାଚ୍‌ରେ ଓଡ଼ିଶାର ଦୁର୍ବଳ ବ୍ୟାଟିଂକ୍ରମ ପୁଣି ବିଫଳ ହେବା ଯୋଗୁଁ ଆସାମଠୁ ହାରିଯାଇଛି। ମ୍ୟାଚ୍‌ରେ ଆସାମ ୪୩.୨ ଓଭରରେ ସମସ୍ତ ଓ୍ଵିକେଟ ହରାଇ ୧୯୬ ରନ୍‌ କରିଥିଲା। ପ୍ରାରମ୍ଭିକ…

ଅଭିନେତ୍ରୀଙ୍କ ପ୍ରେମରେ ପଡ଼ି ଲମ୍ବା କେଶ କାଟିଲେ ଏମ୍‌ଏସ୍‌ ଧୋନି!

ନୂଆଦିଲ୍ଲୀ: ଲମ୍ବା କେଶ ପାଇଁ ଏକଦା କ୍ରିକେଟ ପ୍ରେମୀଙ୍କ ପାଇଁ ଚର୍ଚ୍ଚାରେ ଥିଲେ ଟିମ୍‌ ଇଣ୍ଡିଆର ଅନ୍ୟତମ ସଫଳ ଅଧିନାୟକ ମହେନ୍ଦ୍ର ସିଂହ ଧୋନି। କ୍ରିକେଟର ପଦାର୍ପଣ ଦିନରେ ଲମ୍ବା କେଶ ଧରି ଦୀର୍ଘ ସର୍ଟ ମାରୁଥିବା ଏମ୍‌ଏସ୍‌ ଧୋନି କ୍ୟାରିୟରର କିଛି ବର୍ଷ ପରେ ଏହାକୁ କାଟି ଦେଇଥିଲେ।…

ଆତଙ୍କୀ ଆକ୍ରମଣର ୮ ବର୍ଷ ପରେ ପାକିସ୍ତାନ ସହିତ ଅନ୍ତର୍ଜାତୀୟ ଟି-୨୦ ଖେଳିବ ଶ୍ରୀଲଙ୍କା

କଲମ୍ବୋ: ଦୀର୍ଘ ଆଠ ବର୍ଷ ପରେ ଆଗାମୀ ଅକ୍ଟୋବର ୨୯ରେ ଶ୍ରୀଲଙ୍କା ଓ ପାକିସ୍ତାନ ମଧ୍ୟରେ ଲାହୋରରେ ଅନ୍ତର୍ଜାତୀୟ ଟି-୨୦ ମ୍ୟାଚ୍‌ ଅନୁଷ୍ଠିତ ହେବ ବୋଲି ଶ୍ରୀଲଙ୍କା କ୍ରିକେଟ ସ୍ପଷ୍ଟ କରିଛି। ୨୦୦୯ରେ ବନ୍ଧୁକ ଓ ଗ୍ରେନେଡ଼ ଆକ୍ରମଣ ପରେ ଦେଶ ମଧ୍ୟରେ ପାକିସ୍ତାନରେ କୌଣସି ଆର୍ନ୍ତର୍ଜାତୀୟ…

ଧୋନି ପୂର୍ବରୁ ରଖିଥିବା ଲମ୍ବା କେଶକୁ ଏହି ଅଭିନେତ୍ରୀଙ୍କ ଲାଗି ତ୍ୟାଗ କରିଥିଲେ!

ମୁମ୍ବାଇ : ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ ଓରଫ ମାହିଙ୍କର ପୂର୍ବରୁ ଲମ୍ବା କେଶ ରହିଥିବା ପ୍ରାୟତଃ ସମସ୍ତେ ଜାଣିଥିବେ! ହୁଏତ ଅନେକଙ୍କୁ ଜଣା ନ ଥିବ କାହିଁକି ଧୋନି ତାଙ୍କର ଅତିପ୍ରିୟ ଲମ୍ବା କେଶକୁ କାଟିଦେଇଥିଲେ ! ଆଜି ଆମେ ଆପଣଙ୍କର ମନ ଭିତରେ ରହିଥିବା…

ଭାରତ ‘ଏ’ ୩-୦ରେ ଜିତିଲା

ବିଶାଖାପାଟଣା: ଭାରତ-ଏ ବିପକ୍ଷ ୫ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ଶୃଙ୍ଖଳାରେ ଭ୍ରମଣକାରୀ ନ୍ୟୁଜିଲାଣ୍ଡ୍‌ ହ୍ୟାଟ୍ରିକ୍‌ (କ୍ରମାଗତ ତୃତୀୟ) ପରାଜୟ ବରଣ କଲା। ଏଥି ସହିତ ଘରୋଇ ଭାରତ ଶୃଙ୍ଖଳାକୁ ୩-୦ରେ ଜିତିନେଲା। ଶୃଙ୍ଖଳା ପ୍ରଥମ ମ୍ୟାଚ୍‌କୁ ବର୍ଷା ସଂପୂର୍ଣ୍ଣ ଧୋଇନେବା ପରେ ଦ୍ୱିତୀୟ…