Sambad, Odisha Latest News, Breaking News Odisha, Odisha Current Headlines, Odisha News Online | Sambad.in
Browsing Tag

Cuttack

କଟକ: କାରକୁ ଧକ୍କା ଦେଲା ଅଜଣା ଗାଡ଼ି, ୩ ମୃତ, ୨ ଗୁରୁତର

କଟକ: ଆଜି ଭୋର ଭୋରରୁ ଭୁବନେଶ୍ୱରରୁ କଟକ ଯାଉଥିବା ଏକ ଇଣ୍ଡିକା ଗାଡ଼ିକୁ କୌଣସି ଏକ ଅଜଣା ଗାଡ଼ି ଧକ୍କା ଦେବାରୁ ଘଟଣାସ୍ଥଳରେ ୩ ଜଣ ଯୁବକଙ୍କ ମୃତ୍ୟୁ ଘଟିଥିବା ବେଳେ ୨ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି। ଗୁରୁତର ଅବସ୍ଥାରେ ଦୁଇଜଣଙ୍କୁ ଉଦ୍ଧାର କରାଯାଇ କଟକ ବଡ଼ ଡାକ୍ତରଖାନାରେ ଭର୍ତ୍ତି…

‘କଟକ’ ଜିଲ୍ଲାରେ ପଶିଲେ ମାଓବାଦୀ

କଟକ/ନରସିଂହପୁର : କଟକ ଜିଲ୍ଲାରେ ପ୍ରଭାବ ବିସ୍ତାର ପାଇଁ ଯୋଜନା ଆରମ୍ଭ କରିଛି ଲାଲବାହିନୀ। ଆତଙ୍କ ସୃଷ୍ଟି କରିବା ପାଇଁ ଆରମ୍ଭ କରିଛି ପ୍ରୟାସ। ଗତକାଲି ରାତିରେ ସାତକୋଶିଆ ଅଭୟାରଣ୍ୟ ମଧ୍ୟରେ ଥିବା ନରସିଂହପୁର ବ୍ଲକ୍‌ ରେଗେଡ଼ା ପଞ୍ଚାୟତର କୁଶଖଳି ଗ୍ରାମରେ ଦୀର୍ଘ ୪ଘଣ୍ଟା ଧରି ଗ୍ରାମସଭା…

‘ଅନୁଭୂତିରୁ ସୃଷ୍ଟ ସାହିତ୍ୟ ପାଠକଙ୍କୁ ମୁଗ୍ଧ କରେ’

ସାଲେପୁର : ଶବ୍ଦ ଏକ ଶକ୍ତିଶାଳୀ ମାଧ୍ୟମ। ଶବ୍ଦ କେତେବେଳେ ମହୌଷଧି ଭଳି ଉପଶମ ଆଣିଥାଏ ତ, ପୁଣି କେବେ ଧ୍ୱଂସଳୀଳା ସାଧନ କରିଥାଏ। ଏଥିପାଇଁ ସାହିିତ୍ୟିକମାନେ ଶବ୍ଦ ବ୍ୟବହାର କରିବା ସମୟରେ ଯଥେଷ୍ଟ ସତର୍କତା ଅବଲମ୍ବନ କରିବା ଉଚିତ ବୋଲି ‘ସମ୍ବାଦ’ର ସଂପାଦକ (ଫିଚର) ତଥା କଥାକାର ଡକ୍ଟର…

‘ଓସିଏ’ର ୧୬ ଏବଂ ୧୯ ବର୍ଷରୁ କମ୍‌ କ୍ରିକେଟରେ ବୟସ ଜାଲିଆତି ନେଇ ଥାନାରେ ଅଭିଯୋଗ

କଟକ: ଓଡ଼ିଶା କ୍ରିକେଟ ଆସୋସିଏସନ୍‌ରେ ୧୬ ଏବଂ ୧୯ ବର୍ଷରୁ କମ୍‌ କ୍ରିକେଟ ଦଳର ବୟସ ଜାଲିଆତି ନେଇ ଅଖିଳ ଭାରତୀୟ ଭ୍ରଷ୍ଟାଚାର ବିରୋଧୀ ସଙ୍ଘ ବୁଧବାର ଥାନାରେ ଅଭିଯୋଗ ଆଣିଛି। ସଂଘର ଆବାହକ ସୁବ୍ରତ ନନ୍ଦଙ୍କ ନେତୃତ୍ୱରେ ୧୦ଜଣ ଖେଳାଳି ଓ ଓସିଏର ପଦାଧିକାରୀଙ୍କ ବିରୋଧରେ କ୍ୟାଣ୍ଟନମେଣ୍ଟ…

ମାଓବାଦୀ କ୍ୟାମ୍ପ: କଟକ ନରସିଂହପୁର ଅଞ୍ଚଳରେ କୁମ୍ବିଂ ଅପରେସନ ଜାରି

କଟକ: କଟକ ଜିଲ୍ଲାରେ ଏବେ ଦେଖା ଦେଇଛି ମାଓବାଦୀଙ୍କ ଗତିବିଧି। ଏହିପରି ଗୁଇନ୍ଦା ସୂଚନା ପାଇବା ପରେ ସତର୍କ ହୋଇ ଉଠିଛି ପୁଲିସ। ଆଠଗଡ଼ ଉପଖଣ୍ଡର ନରସିଂହପୁର ଅଞ୍ଚଳରେ ଅନୁଗୁଳ ଜିଲ୍ଲାକୁ ଲାଗି ଥିବା ଜଙ୍ଗଲରେ ଆଜି ସକାଳୁ ପୁଲିସ ଓ କେନ୍ଦ୍ରୀୟ ରିଜର୍ଭ ପୁଲିସ ଫୋର୍ସ (ସିଆରପିଏଫ) କୁମ୍ବିଂ…

ବାଲିଯାତ୍ରା ପାଇଁ ଏନ୍‌ଜିଟି ଅନୁମତି

କଟକ : ମହାନଦୀ ପଠାରେ ବାଲିଯାତ୍ରା ଆୟୋଜନ ନେଇ ରହିଥିବା ଆଶଙ୍କା ଆଜି ଦୂର ହୋଇଛି। ମହାନଦୀ ତଳ ପଡିଆରେ ବାଲିଯାତ୍ରା ଆୟୋଜନ ସଂପର୍କିତ ମାମଲାର ଚୂଡାନ୍ତ ରାୟ ଆଜି ଜାତୀୟ ଗ୍ରିନ ଟ୍ରିବୁନାଲ(ଏନଜିଟି) ପ୍ରକାଶ କରିଛନ୍ତି। ପୂର୍ବବର୍ଷ ଭଳି ଚଳିତ ବର୍ଷ ମଧ୍ୟ ତଳ ପଡିଆରେ ବାଲିଯାତ୍ରା ଆୟୋଜନ…

ରେଭେନ୍ସା କନିକା ପାଠାଗାରର ଅନ୍‌ଲାଇନ୍‌ ଡିଜିଟାଇଜେସନ୍‌

କଟକ : ଆଜିର ଦୁନିଆ ଏକ ବଜାରରେ ପରିଣତ ହୋଇଛି। ଏଥିରେ ଯୋଡ଼ି ହେବା ପାଇଁ ଯେଉଁ ସାମର୍ଥ୍ୟ, ଶକ୍ତି ଓ ସୂଚନାର ଆବଶ୍ୟକତା ରହିଛି ତାକୁ ହାତମୁଠାରେ ଧରିବାକୁ ପଡ଼ିବ। କିନ୍ତୁ ତାହା କେବଳ ଆଧୁନିକ ଜ୍ଞାନକୌଶଳ ଦ୍ୱାରା ସମ୍ଭବ ହୋଇପାରିବ। ନିଜ ହାତ ମୁଠାରେ ସମଗ୍ର ପୃଥିବୀକୁ ରଖିପାରୁଥିବା ଓ…

ବିଲରେ ଦନ୍ତାହାତୀର ମୃତଦେହ : ଆନ୍ଥ୍ରାକ୍ସରେ ମୃତ୍ୟୁ ଆଶଙ୍କା!

ଖୁଣ୍ଟୁଣୀ : ଆଠଗଡ଼ ବନଖଣ୍ଡ ଅନ୍ତର୍ଗତ ଖୁଣ୍ଟୁଣୀ ବନାଞ୍ଚଳର ପାଇକେରାପୁର ପାଟିଆ ବିଲରୁ ଆଜି ବନବିଭାଗ ଏକ ଦନ୍ତାହାତୀର ମୃତଦେହ ଉଦ୍ଧାର କରିଛି। ମୃତ ଦନ୍ତାର ବୟସ ଆନୁମାନିକ ୫୦ ବର୍ଷ ବୋଲି ଆକଳନ କରାଯାଉଥିବା ବେଳେ ହାତୀଟି ଗତକାଲି ରାତିରେ ପ୍ରାଣ ହରାଇଥିବା କୁହାଯାଉଛି। ଆଜି ସକାଳେ…

ଧଳସାମନ୍ତ ଭ୍ରାତା ସହଯୋଗୀଙ୍କ ସମ୍ପତ୍ତି ଆଟାଚ କଲା ଇଡି

ଭୁବନେଶ୍ୱର: କମିସନରେଟ ପୁଲିସ ଦ୍ୱାରା ଗିରଫ ହୋଇ ଜେଲରେ ଦିନ ବିତାଉଥିବା ଧଳସାମନ୍ତ ବ୍ରଦର୍ସଙ୍କ ସହଯୋଗୀଙ୍କ ମାଲିକାନାରେ ଥିବା ୮କୋଟି ୮୨ଲକ୍ଷ ୬୬ହଜାର ୯୭୭ ଟଙ୍କାର ସ୍ଥାବର-ଅସ୍ଥାବର ସମ୍ପତ୍ତିକୁ ଶୁକ୍ରବାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଆଟାଚ କରିଛି। ସମ୍ପତ୍ତି ଆଟାଚ୍‌ ହୋଇଥିବା…

କଟକ: ପାଟଗହୀରରେ ପଡ଼ିଛି ଦନ୍ତାହାତୀର ମୃତଦେହ

କଟକ: କଟକ ଜିଲ୍ଲା ଆଠଗଡ଼ ବନଖଣ୍ଡ ଅନ୍ତର୍ଗତ ଖୁଣ୍ଟୁଣି ବନାଞ୍ଚଳ ପାଇକରାପୁର ଗ୍ରାମର ପାଟ ଗହୀର ଭିତରେ ଆଜି ସକାଳୁ ଏକ ବୟସ୍କ ଦନ୍ତାହାତୀର ମୃତଦେହ ଠାବ କରାଯାଇଛି। ମୃତ ହାତୀଟିର ବୟସ ଆନୁମାନିକ ୫୦ ବର୍ଷ ହେବ।ତାର ଦୁଇଟିଯାକ ଦାନ୍ତ ରହିଛି। ଖବର ପାଇ ବନବିଭାଗ ଅଧିକାରୀମାନେ ପାଟଗହୀରରେ…