Browsing Tag

diwali-news

ଦୀପାବଳିରେ ବାଣଫୁଟା:୨ଘଣ୍ଟାରୁ ବଢ଼ିବନି

ନୂଆଦିଲ୍ଲୀ: ଦୀପାବଳିରେ ବାଣଫୁଟାକୁ ନେଇ ସୁପ୍ରିମ୍‌ କୋର୍ଟ ମଙ୍ଗଳବାର ନିଜ ପୂର୍ବ ଆଦେଶକୁ କୋହଳ କରିଛନ୍ତି। ବାଣଫୁଟା ସମୟ ବାବଦରେ ସୁପ୍ରିମ୍‌ କୋର୍ଟ କହିଛନ୍ତି, ରାଜ୍ୟଗୁଡ଼ିକ ଏହା ସ୍ଥିର କରିପାରିବେ। ପ୍ରଦୂଷଣ ମାତ୍ରାକୁ ଆଖିରେ ରଖି ରାଜ୍ୟଗୁଡ଼ିକ ପରିବେଶକୁ ସୁହାଇବା ଭଳି ସମୟ ସ୍ଥିର…

ଦୀପାବଳି ପର୍ବକୁ ୫ ଦିନ ପାଳନ କରାଯାଉଥିବା ବେଳେ ତୃତୀୟ ଦିନଟିକୁ ଦୀପାବଳି ଭାବେ ପାଳନ କରେ ସାରା ଦେଶ, ଜାଣନ୍ତୁ ସେହି…

ଦୀପାବଳି ପର୍ବ ୫ ଦିନ ହୋଇଥିବା ବେଳେ ଭାରତରେ ଲୋକମାନେ ଦୀପାବଳି ଭାବେ ତୃତୀୟ ଦିନଟିକୁ ପାଳନ କରିଥାନ୍ତି । ଏହି ଦିନ ଆତସବାଜି କରିବା ସହ ଦୀପ ଜାଳି ଭାରତବାସୀମାନେ ଏହି ଦିନଟିକୁ ଖୁବ୍‌ ଧୁମ୍‌ଧାମ୍‌ରେ ପାଳନ କରିଥାନ୍ତି । ତେବେ ତୃତୀୟ ଦିନ ବିଷୟରେ ପ୍ରାୟ ସମସ୍ତେ ଜାଣିଥିବା ବେଳେ ଏହାର…

ଦୀପାବଳିରେ ହୀରା କିଣୁଛନ୍ତି କି ? ଠକାମୀରେ ନପଡିବା ପାଇଁ କେଉଁ ପ୍ରମାଣପତ୍ର ଦେଖିବେ ଜାଣନ୍ତୁ

ଭୁବନେଶ୍ୱର : ଏହି ଉତ୍ସବ ଋତୁରେ କେବଳ ଆଇଜିଆଇ ସାର୍ଟିଫାଏଡ୍‌ ହୀରା କିଣିବାକୁ ଅନ୍ତର୍ଜାତିକ ଜେମୋଲୋଜିକାଲ୍‌ ଇନଷ୍ଟିଚ୍ୟୁଟ୍‌ (ଆଇଜିଆଇ) ପକ୍ଷରୁ ଗ୍ରାହକମାନଙ୍କୁ ଆହ୍ଵାନ ଦିଆଯାଇଛି। ଏ ସଂକ୍ରାନ୍ତରେ ସଚେତନତା ସୃଷ୍ଟି କରିବା ପାଇଁ ଏହି ଅନୁଷ୍ଠାନ ପକ୍ଷରୁ ଦେଶର ପ୍ରମୁଖ ଜୁଏଲାରୀ…

ଦୀପାବଳି ଉପଲକ୍ଷେ  ଭିଭୋ ପକ୍ଷରୁ ମିଳୁଛି ଏହି ସବୁ ଆକର୍ଷଣୀୟ ଅଫର ଓ କ୍ୟାସବ୍ୟାକ୍‌

ନୂଆଦିଲ୍ଲୀ :  ସ୍ମାର୍ଟଫୋନ୍‌ ବ୍ରାଣ୍ଡ୍‌ ଭିଭୋ ପକ୍ଷରୁ  ଚଳିତ ଦୀପାବଳି ଅବସରରେ ଅଫ୍‌ ଲାଇନ୍‌ ଶପିଂରେ ଗ୍ରାହକଙ୍କ ପାଇଁ ଆକର୍ଷଣୀୟ ଅଫର ସମ୍ପର୍କରେ ଘୋଷଣା କରାଯାଇଛି। ଏହି ଅବସରରେ ସ୍ୱତନ୍ତ୍ର ରିହାତି ଏବଂ କ୍ୟାସବ୍ୟାକ୍‌ ସୁବିଧା ଉପଲବ୍ଧ ହେବ। ଏହି ସୁବିଧା ୨୦୧୮ ଅକ୍ଟୋବର ୯…

ନାସାର ଫଟୋରେ ଭୟଙ୍କର ଚେତାବନୀ, ଦୀପାବଳି ପୂର୍ବରୁ ଦିଲ୍ଲୀ ପୁଣିଥରେ ଅଣନିଶ୍ୱାସୀ ହେବ !

ନୂଆଦିଲ୍ଲୀ: ପୂର୍ବ ବର୍ଷ ଭଳି ଚଳିତ ଥର ମଧ୍ୟ ଦିଲ୍ଲୀରେ ପ୍ରଦୂଷଣ ମାତ୍ରା ଦିନକୁ ଦିନ ବଢିବାରେ ଲାଗିଛି । ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଲା କି ଆଗକୁ ଦୀପାବଳି ଆସୁଛି । ତେଣୁ ବାୟୁମଣ୍ଡଳ ଅଧିକ ଦୂଷିତ ହେବା ନେଇ ଆଶଙ୍କା ରହିଛି। ମିଳିଥିବା ସୂଚନା ମୁତାବକ, ଆଉ ମାତ୍ର କିଛି ଦିନ ପରେ…

ଦୀପାବଳିରେ ବ୍ୟବହାର ପାଇଁ ସୁପ୍ରିମ୍‌ କୋର୍ଟ୍‌ ଆଦେଶ ଦେଇଥିବା ସବୁଜ ବାଣ କ’ଣ?

ଦୀପାବଳି ଓ ଅନ୍ୟ ପର୍ବରେ ଲୋକେ ବାଣ ଫୁଟାଇ ପାରିବେ, କିନ୍ତୁ ସୁପ୍ରିମ୍‌ କୋର୍ଟ୍‌ଙ୍କ ନିୟମ ଅନୁସାରେ କେବଳ ଗ୍ରିନ୍‌ କ୍ରାକର୍ସ୍‌ ବା ସବୁଜ ବାଣର ବ୍ୟବହାର କରିପାରିବେ। ସବୁଜ ବାଣ ଅନ୍ୟ ବାଣ ଅପେକ୍ଷା ସେତେ କ୍ଷତିକାରକ ନ ହେବା ସହ ସେଥିରେ ରାସାୟନିକ ପଦାର୍ଥର ମିଶ୍ରଣର ପରିମାଣ ମଧ୍ୟ…

ଦୀପାବଳିରେ କାହିଁକି ହୁଏ କାଳୀପୂଜା ? ଜାଣନ୍ତୁ ଏହାର ରହସ୍ୟ

ଆଲୋକର ପର୍ବ ଦୀପାବଳିକୁ ଆମ ଦେଶରେ ଖୁବ୍‌ ଧୁମ୍‌ଧାମ୍‌ରେ ପାଳନ କରାଯାଏ। ଖାଲି ଦୀପାବଳି ନୁହେଁ ଏହି ଦିନରେ ବି ମା’ କାଳୀଙ୍କର ହୁଏ ପୁଜାର୍ଚ୍ଚନା। ସାରା ଦେଶରେ ବହୁ ଆଡମ୍ବରରେ ପାଳନ କରାଯାଏ କାଳୀପୂଜା । ତେବେ ପ୍ରଥମେ ଜାଣିବା ସାରା ଦେଶରେ କାହିଁକି ଏପରି ପୂଜା କରାଯାଏ? ଏଠାରେ…

ଦୀପାବଳିକୁ ଆଲୋକିତ କରିବା ଲାଗି ଭଳିକି ଭଳି ଦୀପ ପ୍ରସ୍ତୁତିରେ ଆଦିବାସୀ ବହୁଳ ମାଲକାନଗିରି ଜିଲ୍ଲାର କୁମ୍ଭାର…

ପାଖେଇ ଆସୁଛି ଦୀପାବଳି। ଆଉ ଦିନ କେଇଟା ପରେ ଧୁମଧାମରେ ପାଳିତ ହେବ ଆଲୋକର ପର୍ବ ଦୀପାବଳି । ଏଥି ପାଇଁ ଚାରିଆଡେ ଯୋରଦାର ପ୍ରସ୍ତୁତି ଆରମ୍ଭ ହୋଇଗଲାଣି। ଆଉ ଏହି ଦୀପାବଳିକୁ ଆଲୋକିତ କରିବା ଲାଗି ଏବେ ଠାରୁ ପ୍ରସ୍ତୁତି ଚଳାଇଛନ୍ତି କୁମ୍ଭାର ସମ୍ପ୍ରଦାୟର ଲୋକେ। ଦିନ ରାତି ଏକ କରି ଲାଗି…

ନଭେମ୍ବର ୧ରୁ ଆରମ୍ଭ ହେବ ଫ୍ଲିପ୍‌କାର୍ଟର ବିଗ୍‌ ଦୀପାବଳି ସେଲ୍‌, ଚଳିତ ଥର ସ୍ମାର୍ଟଫୋନ୍‌ରୁ ନେଇ ରୋଷେଇ ସାମଗ୍ରୀ…

ନୂଆଦିଲ୍ଲୀ: ଚଳିତ ବର୍ଷ ଦ ବିଗ୍‌ ବିଲିୟନ୍‌ ଡେଜ ସେଲ-୨ ସିଜନ୍‌ରେ ଗ୍ରାହକଙ୍କୁ ଆକର୍ଷିତ କରିବା ପାଇଁ ଅଫର ଦେବା ପରେ ଫ୍ଲିପ୍‌କାର୍ଟ ଏବେ ବିଗ୍‌ ଦୀପାବଳି ସେଲ ନେଇ ଆସିଛି। ଯେଉଁଥିରେ ଚଳିତ ଥର ସ୍ମାର୍ଟଫୋନ୍‌ରୁ ନେଇ ଅନ୍ୟାନ୍ୟ ସାମଗ୍ରୀ ଉପରେ ୮୦ ପ୍ରତିଶତ ଛାଡ ମିଳିବ। ଏହି ସେଲ…

ଦୀପାବଳି ପାଇଁ କମିସନରେଟ୍‌ ପୁଲିସର କଡ଼ା ସୁରକ୍ଷା, ରାତି ୧୦ ପରେ ବାଣ ଫୁଟିବନି

ଭୁବନେଶ୍ବର: ଆଲୋକର ପର୍ବ ଦୀପାବଳିକୁ ଶାନ୍ତି ଶୃଙ୍ଖଳାର ସହିତ ପାଳନ କରିବାକୁ କମିସନରେଟ୍‌ ପୁଲିସ ପ୍ରସ୍ତୁତି ଆରମ୍ଭ କରିଛି। ବିଶେଷ କରି ପରିବେଶ ପ୍ରଦୂଷଣ ରୋକିବା ପାଇଁ ଗୁରୁତ୍ବ ଦିଆଯାଇଛି। ଦୀପାବଳି ସମୟରେ ‌କେଉଁ ବାଣ ବ୍ୟବାହର କରିବେ, କେତେ ଡେସିବଲ୍‌ ଶବ୍ଦର ବାଣ ଫୁଟାଇବେ, କେଉଁ…