Browsing Tag

Diwali

ଦୀପାବଳିରେ ଅଧିକ ଟିଭି, ଫ୍ରିଜ୍‌ ବିକ୍ରି

ନୂଆଦିଲ୍ଲୀ: ଦଶହରା ପୂର୍ବରୁ ଦେଶରେ ପାର୍ବଣ ଋତୁ ଆରମ୍ଭ ହୋଇ ଦୀପାବଳି ପର୍ଯ୍ୟନ୍ତ ଚାଲିଥାଏ। ଏହି ସମୟରେ ଲୋକମାନଙ୍କ ପାଖରେ ଦରମା ଏବଂ ବୋନସ୍‌ ଅର୍ଥ ଏକ ସମୟରେ ପହଞ୍ଚିଥାଏ। ଫଳରେ ସେମାନେ ଚାହୁଁଥିବା ବିଳାସପୂର୍ଣ୍ଣ ଏବଂ ଉପଯୋଗୀ ସାମଗ୍ରୀଗୁଡ଼ିକୁ ଖରିଦ କରିଥାନ୍ତି। ଚଳିତ ବର୍ଷ ପାର୍ବଣ…

ପିସ୍‌ ଫର୍‌ ଅଲ୍‌ ପକ୍ଷରୁ ଦୀପାବଳି

ଭୁବନେଶ୍ୱର: ପିସ୍‌ ଫର୍‌ ଅଲ୍‌ ପକ୍ଷରୁ ଦୃଷ୍ଟିହୀନ ବିଦ୍ୟାଳୟ ପରିସରରେ ଦୀପାବଳି ପାଳିତ ହୋଇଛି। ଭିନ୍ନକ୍ଷମ ବା ଦୃଷ୍ଟହୀନ ପିଲାମାନଙ୍କୁ ଦୀପାବଳିରେ ସାଧାରଣ ପିଲାଙ୍କ ପରି ଆନନ୍ଦ ଅନୁଭବ ଦେବାକୁ ପିସ୍‌ ଫର୍‌ ଅଲ୍‌ ପକ୍ଷରୁ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଉତ୍ସବରେ ଅତିଥି ଭାବେ…

ଜେଲ୍‌ରେ ପରିବାର ଲୋକଙ୍କୁ ଦେଖି କାନ୍ଦି ପକାଇଲେ ହନିପ୍ରୀତ୍‌

ଅମ୍ବାଲା: ଏଥର ଦୀପାବଳିରେ ହନିପ୍ରୀତ୍‌ ଇନ୍‌ସାନ୍‌ଙ୍କ ପରିବାର ତାଙ୍କୁ ହରିୟାନାର ଅମ୍ବାଲା ଜେଲ୍‌ରେ ଭେଟି ମହମବତି ଓ ମିଠା ଉପହାର ଦେଇଥିଲେ। ନିଜ ପରିବାରର ସଦସ୍ୟମାନଙ୍କୁ ଦେଖି ଡେରାମୁଖ୍ୟ ସଚ୍ଚା ସୌଦା ମୁଖ୍ୟ ଗୁରମୀତ୍‌ ରାମ୍‌ ରହିମ୍‌ ସିଂହଙ୍କ ପୋଷ୍ୟା କନ୍ୟା କାନ୍ଦି ପକାଇ ଥିଲେ।…

ପୟା ଶ୍ରାଦ୍ଧ ଓ ଦୀପାବଳି ପାଇଁ ବଡ଼ଦେଉଳ ଓ ବଡ଼ଦାଣ୍ଡରେ ଭିଡ଼

ପୁରୀ: ଦୀପାବଳି ଓ ପୟା ଶ୍ରାଦ୍ଧ ପାଇଁ ଚଳଚଞ୍ଚଳ ହୋଇ ଉଠିଛି ପୁରୀ ଶ୍ରୀମନ୍ଦିର ଓ ବଡ଼ଦାଣ୍ଡ। ଲକ୍ଷାଧିକ ଶ୍ରଦ୍ଧାଳୁ ଆଜି ପତୃପୁରୁଷଙ୍କୁ ପୀଣ୍ଡଦାନ ପାଇଁ ବଡ଼ଦେଉଳର ବାଇଶି ପାହାଚରେ ରୁଣ୍ଡ ହୋଇଛନ୍ତି। ଏହି ପବିତ୍ର ପର୍ବରେ ଲକ୍ଷାଧିକ ଭକ୍ତ ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କୁ ଦର୍ଶନ କରିବା ସହ…

ସୈନିକଙ୍କ ସହିତ ଏଲଓସିରେ ଦୀପାବଳି ପାଳିଲେ ମୋଦି

ନୂଆଦିଲ୍ଲୀ: ସୀମାନ୍ତରେ ନିୟୋଜିତ ସୈନିକମାନଙ୍କ ସହିତ ଦୀପାବଳି ପାଳନ କରିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ପରମ୍ପରାରେ ପରିଣତ କରି ଦେଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ଲଗାତର ଚତୁର୍ଥ ବର୍ଷ ପାଇଁ ସୈନିକମାନଙ୍କ ଗହଣରେ ଦୀପାବଳି ପାଳନ କରିଛନ୍ତି। ଏଥର ପ୍ରଧାନମନ୍ତ୍ରୀ ଉତ୍ତର କଶ୍ମୀରର…

ନେପାଳରୁ ଆମେରିକା ଯାଏଁ: ବିଶ୍ୱବ୍ୟାପୀ କେମିତି ପାଳନ କରାଯାଏ ଦୀପାବଳି

ନୂଆଦିଲ୍ଲୀ: ଭାରତକୁ ଛାଡ଼ି ବିଶ୍ୱର ଅନ୍ୟାନ୍ୟ ଦଶଟି ଦେଶରେ ମଧ୍ୟ ଦୀପାବଳି ଦିନ ସରକାରୀ ଛୁଟି ହୋଇଥାଏ। ହିନ୍ଦୁ, ବୌଦ୍ଧ, ଜୈନ ଏବଂ ଶିଖ୍‌ ଧର୍ମାବଲମ୍ବୀ ବହୁଳ ଦେଶଗୁଡ଼ିକ ସମେତ ଏ ଆଲୋକର ପର୍ବ ଅନ୍ୟୂନ ୨୫ଟି ଦେଶରେ ଜାକଜମକରେ ପାଳନ କରାଯାଏ। ଦୀପାବଳି ପାଳନ କରାଯିବା ଗୋଟାଏ କଥା କିନ୍ତୁ,…

ଦୀପାବଳି ଅଭିନନ୍ଦନ ଟୁଇଟ୍‌ କଲେ ଆଇଓ୍ଵାଙ୍କା ଟ୍ରମ୍ପ୍‌: ଆସନ୍ତା ମାସରେ ଭାରତ ଆସିବେ

ନୂଆଦିଲ୍ଲୀ: ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍‌ଡ୍‌ ଟ୍ରମ୍ପ୍‌ଙ୍କ ଝିଅ ଆଇଓ୍ଵାଙ୍କା ଆଜି ପ୍ରତ୍ୟୁଷରେ ଟୁଇଟ୍‌ କରି ଦୀପାବଳି ପାଳନକାରୀଙ୍କୁ ସୁଭେଚ୍ଛା ଜଣାଇ କହିଛନ୍ତି ଆସନ୍ତା ମାସରେ ସେ ଭାରତ ଗସ୍ତରେ ଯିବାକୁ ଚାହିଁ ବସିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଗଷ୍ଟ ମାସରେ ଆମେରିକା…

ଘରେ ଶାନ୍ତିସନ୍ତୋଷ ନିମନ୍ତେ ଦୀପାବଳିରେ ଦୁଆର ସଜା

କଥିତ ଅଛି ଦୀପାବଳି ବର୍ଷର ପବିତ୍ରତମ ଦିନମାନଙ୍କରୁ ଅନ୍ୟତମ। ସେଥିପାଇଁ ଧନ ତ୍ରୟୋଦଶୀ କୁହାଯାଉଥିବା ଦୀପାବଳିର ପୂର୍ବ ଦିନ ନୂତନ ସ୍ୱର୍ଣ୍ଣରୌପ୍ୟ ଅଳଙ୍କାର ତଥା ଷ୍ଟିଲ୍‌ ବାସନକୁସନ ଖରିଦ କରାଯାଏ। ଦେବୀ ଲକ୍ଷ୍ମୀଙ୍କୁ ସ୍ୱାଗତ କରିବା ନିମନ୍ତେ ଘରର ମୁଖ୍ୟ ଦ୍ୱାରରେ କିଛି ସାମଗ୍ରୀ ମଧ୍ୟ…

ବାଣ ଫୁଟାଇବା ନା ହସ…

ଭୁବନେଶ୍ୱର (ସତ୍ୟନାରାୟଣ ରାଉତରାୟ): ଦୀପ ଶିଖାରେ ଝଲସିବ ଅମାବାସ୍ୟାର ଗାଢ଼ ଅନ୍ଧକାର। ଘରେ ଘରେ ଫୁଟିବ ଆନନ୍ଦର ଫୁଆରା। ଆଲୋକର ଏହି ମହାପର୍ବକୁ ପାଳିବାକୁ ଏକାଠି ହେବେ ପରିବାରବର୍ଗ। କେଇଟି ମୁହୂର୍ତରେ କୋଟିକୋଟି ଟଙ୍କା ବାଣ ନାଁ’ରେ ପୋଡ଼ି ଦିଆଯିବ। ମାତ୍ର ଯେବେ ଆଲୋକର ପର୍ବକୁ ଆନନ୍ଦର…

ବିଏସ୍‌ଏନ୍‌ଏଲ୍‌ର ଦୀପାବଳି ଅଫର

ଭୁବନେଶ୍ୱର: ବିଏସ୍‌ଏନ୍‌ଏଲ୍‌ ପକ୍ଷରୁ ଆକର୍ଷଣୀୟ ଦୀପାବଳି ଅଫର ଘୋଷଣା କରାଯାଇଛି। ଗ୍ରାହକମାନେ ଟପ୍‌ ଅପ୍‌ ଉପରେ ୫୦% ଅଧିକ ଟକ୍‌ଟାଇମ୍‌ ପାଇବେ। ୨୯୦ ଟଙ୍କାରେ ୪୩୫, ୩୯୦ରେ ୫୮୫ ଏବଂ ୫୯୦ରେ ୮୮୫ର ଟକ୍‌ଟାଇମ୍‌ ମିଳିବ। ଏହି ସୁବିଧା ଚଳିତ ମାସ ୨୧ ତାରିଖ ପର୍ଯ୍ୟନ୍ତ ଉପଲବ୍ଧ ହେବ।…