Browsing Tag

Editorial

ଗୁଜୁରାଟ ଅଗ୍ନିପରୀକ୍ଷା

ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣାର ଦୁଇ ସପ୍ତାହ ପରେ ନିର୍ବାଚନ କମିସନ୍‌ ୧୮୨ ସଦସ୍ୟ ବିଶିଷ୍ଟ ଗୁଜୁରାଟ ବିଧାନସଭା ପାଇଁ ନିର୍ବାଚନ ସୂଚୀ ଜାରି କରିଛନ୍ତି। ଡିସେମ୍ବର ୯ ଓ ୧୪ ତାରିଖ ଦିନ ଦୁଇଟି ପର୍ଯ୍ୟାୟରେ ମତଦାନ ହେବ। ଡିସେମ୍ବର ୧୮ରେ ମାସକ ପୂର୍ବରୁ ମତଦାନ…

ସମ୍ରାଟ୍‌ ସି!

‘‘ଲେତାତ୍‌ ସେମୁଆଁ’’ (‘ଆଇ ଆମ୍‌ ଦି ଷ୍ଟେଟ୍‌’- ‘ମୁଁ ହିଁ ହେଉଛି ରାଷ୍ଟ୍ର’)। ‘ରାଜପଦ ହେଉଛି ଦୈବୀ ଅଧିକାର’ ତତ୍ତ୍ୱର ଅନ୍ୟତମ ପ୍ରମୁଖ ପ୍ରବର୍ତ୍ତକ ସପ୍ତଦଶ ଶତାବ୍ଦୀ ଏବଂ ଅଷ୍ଟାଦଶ ଶତାବ୍ଦୀରେ ଦୀର୍ଘକାଳ ଧରି ଫ୍ରାନ୍‌ସର ଏକଛତ୍ର ଶାସକ ଥିବା ବୋର୍ବନ୍‌ ବଂଶର ସମ୍ରାଟ ଚତୁର୍ଦ୍ଦଶ ଲୁଇ…

ଗଣତନ୍ତ୍ର ପ୍ରତି ମୋହଭଙ୍ଗ?

ବିଶ୍ୱର ସର୍ବବୃହତ୍‌ ଗଣତନ୍ତ୍ର ଭାବେ ଭାରତର ଆନ୍ତର୍ଜାତିକ ସମୁଦାୟରେ ଏକ ସ୍ୱତନ୍ତ୍ର ସମ୍ମାନ ତଥା ମର୍ଯ୍ୟାଦା ରହିଛି। ବିଶ୍ୱବାସୀଙ୍କ ନଜରରେ ଭାରତ ପ୍ରତିନିଧିମୂଳକ ଗଣତନ୍ତ୍ରର ଅନ୍ୟତମ ଶ୍ରେଷ୍ଠ ଉଦାହରଣ। କିନ୍ତୁ ଭାରତୀୟ ଗଣତନ୍ତ୍ର ନେଇ ଭାରତୀୟଙ୍କ ବିଚାର କ’ଣ ବଦଳୁଛି? କ’ଣ ଭାରତୀୟ…

ନିରବ ଘାତକ- ପ୍ରଦୂଷଣ

ଜାତୀୟ ରାଜଧାନୀ ଅଞ୍ଚଳ (ଏନ୍‌ସିଆର୍‌)ରେ ଦୀପାବଳି ପାଇଁ ବାଣ ବିକ୍ରି ଉପରେ ମାନ୍ୟବର ସୁପ୍ରିମ୍‌ କୋର୍ଟଙ୍କ ନିଷେଧାଜ୍ଞା ଦିଲ୍ଲୀର ବାୟୁ ପ୍ରଦୂଷଣ ଉପରେ ବିଶେଷ କିଛି ପ୍ରଭାବ ପକାଇ ପାରିନାହିଁ। ଦୀପାବଳି ପରେ ଶୁକ୍ରବାର ଦିନ ପୂର୍ବାହ୍ନରେ ଜାରି ରିପୋର୍ଟ ଅନୁଯାୟୀ ଗତ ବର୍ଷ ଅପେକ୍ଷା ଏ…

ଆଇଏସ୍‌ ମୃତ!

ଶେଷରେ ମାନବ ଇତିହାସରେ ନୃଶଂସତମ ଆତଙ୍କବାଦୀ ସଂଗଠନ ରୂପେ ବିବେଚିତ ‘ଇସ୍‌ଲାମିକ୍‌ ଷ୍ଟେଟ୍‌’ (ଆଇଏସ୍‌/ଆଇସିସ୍‌/ଆଇସିଲ୍‌)ର ପତନ ଘଟିଥିବା ସମ୍ବାଦ ପ୍ରସାରିତ ହୋଇ ପୃଥିବୀ ସାରା ଏକ ଆଶ୍ୱସ୍ତିର ବାତାବରଣ ସୃଷ୍ଟି କରିଛି। ମଙ୍ଗଳବାର ଦିନ ସିରିଆର ଉତ୍ତର ଭାଗରେ ଅବସ୍ଥିତ ‘ରାକ୍‌କା’ ସହର…

ବିପନ୍ନ ତ୍ରିରଙ୍ଗା

୧୯୪୭ ଅକ୍ଟୋବର ୨୬ ତାରିଖ ଦିନ ଜମ୍ମୁ, କଶ୍ମୀରର ଶାସକ ମହାରାଜା ହରି ସିଂହ ସ୍ୱାଧୀନ ଭାରତ ସହିତ ତାଙ୍କ ରାଜ୍ୟର ମିଶ୍ରଣ ପାଇଁ ଚୁକ୍ତିନାମା (ଇନ୍‌ଷ୍ଟମେଣ୍ଟ୍‌ ଅଫ୍‌ ଆକ୍‌ସେସନ୍‌) ସ୍ୱାକ୍ଷର କରି ଜମ୍ମୁ, କଶ୍ମୀରକୁ ଭାରତର ଏକ ଅବିଚ୍ଛେଦ୍ୟ ଅଙ୍ଗରେ ପରିଣତ କରିଦେଇଥିଲେ। ଜାତୀୟତାବାଦୀ…

ନିରାନନ୍ଦ ଦିଆଲି

ଆଉ ଦୁଇ ଦିନରେ ଦୀପାବଳି। ଦେଶ ସାରା ଦୀପ (ମହମବତି, ବିଜୁଳି ବଲ୍‌ବ) ଓ ବାଣର ଆଲୋକ ଏବଂ ଶବ୍ଦରେ ଅମାବାସ୍ୟାର ରାତି ପରିଣତ ହୋଇଯିବ ଦିନରେ। ରାଜଧାନୀ ଦିଲ୍ଲୀ କିନ୍ତୁ ଏଥର ବାକି ଦେଶ ସହିତ ତାଳ ଦେଇ ନପାରେ। ପୃଥିବୀର ସର୍ବାଧିକ ପ୍ରଦୂଷିତ ନଗରୀର ଲଜ୍ଜାଜନକ ମାନ୍ୟତା ଲାଭ କରିଥିବା ଏହି…

ଭୋକର ମୁକାବିଲା

ସରକାରଙ୍କ ସର୍ବୋଚ୍ଚ ସ୍ତରରେ ସଂପ୍ରତି ବୁଲେଟ୍‌ ଟ୍ରେନ୍‌, ସ୍ମାର୍ଟ ସିଟି, ମଙ୍ଗଳ ଅଭିଯାନ, ଉଚ୍ଚ ଅର୍ଥନୈତିକ ଅଭିବୃଦ୍ଧି ଆଦି ପ୍ରସଙ୍ଗ ଉପରେ ସମସ୍ତ ଧ୍ୟାନ କେନ୍ଦ୍ରୀଭୂତ ହୋଇ ରହିଛି। ଏତିକି ବେଳେ ଆନ୍ତର୍ଜାତିକ ଖାଦ୍ୟ ଗବେଷଣା ପ୍ରତିଷ୍ଠାନ (ଆଇଏଫ୍‌ଆର୍‌ଆଇ) ଏକ ମୌଳିକ ତଥା ଅତ୍ୟନ୍ତ…

ଶିଳ୍ପ ପାଣିପାଗ ବଦଳୁଛି!

ପୋସ୍କୋ, ଅର୍ସଲର-ମିତ୍ତଲ ଭଳି ‘ବିଗ୍‌ ଟିକେଟ୍‌’ ପ୍ରକଳ୍ପ ଓଡ଼ିଶା ମାଟି ଛାଡ଼ି ଚାଲିଯିବା, ଆହୁରି ଅନେକ ଶିଳ୍ପ ପ୍ରକଳ୍ପର ଅନିଶ୍ଚିତ ଭାଗ୍ୟ ଓ କାର୍ଯ୍ୟକାରିତାରେ ମନ୍ଥରତା ନେଇ ରାଜ୍ୟର ଶିଳ୍ପ ବାତାବରଣକୁ ଆଚ୍ଛନ୍ନ କରିଥିବା ନିରାଶା କ’ଣ କ୍ରମଶଃ ହଟିଯାଉଛି? କ’ଣ ଶିଳ୍ପ ପାଣିପାଗରେ…

କୁନ୍ଦୁଲିର ସତ୍ୟ ସାମନାକୁ ଆସୁ

ସାଧାରଣ ନାଗରିକଙ୍କ ଦ୍ୱାରା ଅପରାଧ ଯେତିକି ଦୁର୍ଭାଗ୍ୟଜନକ ଓ ସମାଜ ପାଇଁ ଯେତିକି ବିପଜ୍ଜନକ, ଆଇନର ରକ୍ଷକଙ୍କ ହାତରେ ଅପରାଧ ତା’ଠାରୁ ଅଧିକ ଦୁର୍ଭାଗ୍ୟଜନକ ଏବଂ ସହସ୍ରଗୁଣ ଅଧିକ ବିପଜ୍ଜନକ। ଏହା ଆଇନର ଶାସନ ତଥା ସାମଗ୍ରିକ ଭାବେ ଶାସନ ବ୍ୟବସ୍ଥାର ବିଶ୍ଵସନୀୟତାରେ ଆଞ୍ଚ ଆଣେ, ଲୋକଙ୍କ…