Browsing Tag

Malkangiri

ମାଲକାନଗିରି: ରାତି ଅଧରେ ଘରେ ପଶିଲା ୧୨ ଫୁଟର କୁମ୍ଭୀର

ମାଲନାକନଗିରି: ମାଲକାନଗିରି ହିନ୍ଦ୍ରିମାଳ ପଞ୍ଚାୟତର ମୁନସା ଗ୍ରାମର ଦାଶରଥୀ ପଡ଼ିଆମୀଙ୍କ ଘରେ ଗତକାଲି ରାତିରେ ଏକ ୧୨ ଫୁଟିଆ କୁମ୍ଭୀର ପଶିଯାଇଥିଲା। ବିଳମ୍ବିତ ରାତିରେ ଖସ୍‌ଖସ୍‌ ଶବ୍ଦ ଶୁଣି ଶ୍ରୀ ପଡ଼ିଆମୀ ନିଦରୁ ଉଠି ପଡ଼ିଥିଲେ। ଦେଖିଲା ବେଳକୁ ଏକ ବଡ଼ କୁମ୍ଭୀର ଘର ଭିତରେ ପଶିଛି। ସେ…

ମାଲକାନଗିରି: ଏସାର କମ୍ପାନି ପାଇପ ଲାଇନ୍‌ ଉଡ଼ାଇଦେଲେ ମାଓବାଦୀ

ମାଲକାନଗିରି: ମାଲକାନଗିରିର ଚିତ୍ରକୋଣ୍ଡା ବ୍ଲକ୍‌ର ବିଚ୍ଛିନ୍ନାଞ୍ଚଳ ଦେଇ ଯାଇଥିବା ଏସାର କମ୍ପାନିର ପାଇପକୁ ମାଓମାଦୀମାନେ ବିେଓ୍ଫାରଣରେ ଉଡ଼ାଇ ଦେଇଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ଛତିଶଗଡ଼ର ସୁକମାରୁ ଚିତ୍ରକୋଣ୍ଡା ବିଚ୍ଛିନ୍ନାଞ୍ଚଳ ଦେଇ ବିଶାଖାପାଟଣା ପର୍ଯ୍ୟନ୍ତ ଏସାର କମ୍ପାନିର…

ମାଲକାନଗିରି: ଗୁଳିବିନିମୟରେ ୩ ନକ୍ସଲ ମୃତ

ମାଲକାନଗିରି: ଗତକାଲି ରାତିରେ ମାଲକାନଗିରି ସୀମାନ୍ତ ଛତିଶଗଡ଼ରେ ପୁଲିସ- ନକ୍ସଲ ଗୁଳି ବିନିମୟରେ ତିନିଜଣ ହାର୍ଡକୋର ନକ୍ସଲଙ୍କର ମୃତ୍ୟୁ ଘଟିଛି। ସେମାନଙ୍କ ଠାରୁ ୩ଟି ସ୍ୱୟଂଚାଳିତ ମାରଣାସ୍ତ୍ର (ଏକେ ୪୭, ଏସଏଲଆର ଓ ଇନସାସ୍‌ ରାଇଫଲ )ଜବିତ କରାଯାଇଛିି। ଛତିଶଗଡ଼ ପୁଲିସ ସୂତ୍ରରୁ ପ୍ରକାଶ…

ମାଲକାନଗିରି: ମାଓବାଦୀ ଗୁଳିରେ ଜଣେ ମୃତ

ମାଲକାନଗିରି: ରବିବାର ମଧ୍ୟାହ୍ନରେ ଚିତ୍ରକୋଣ୍ଡା ବ୍ଲକ୍‌ ଅନ୍ତର୍ଗତ ପାଖି ଗ୍ରାମର ଜଣେ ବ୍ୟକ୍ତି ମାଓବାଦୀଙ୍କ ଗୁଳିରେ ପ୍ରାଣ ହରାଇଛନ୍ତି। ପୀଡ଼ିତ ଶାମା ପାଙ୍ଗୀ ସ୍ପିଲ୍‌େଓ୍ଵ ଲଞ୍ଚ୍‌ ଘାଟରେ କାମ କରୁଥିବାବେଳେ ବିଚ୍ଛିନ୍ନାଞ୍ଚଳରୁ ମାଓବାଦୀମାନେ ଏକ ଘରୋଇ ବୋଟ୍‌ ଯୋଗେ ଆସି ତାଙ୍କ…

ଗୁରୁପ୍ରିୟା ସେତୁ ବିସ୍ଫୋରଣ ପାଇଁ ଯୋଜନା! ସନ୍ଦେହରେ ୨ ସଦିଗ୍ଧ ଅଟକ

ମାଲକାନଗିରି: ମାଲକାନଗିରି ଜିଲ୍ଲା ବିଚ୍ଛିନ୍ନାଞ୍ଚଳର ଜୀବନରେଖା କୁହାଯାଉଥିବା ନିର୍ମାଣାଧୀନ ‘ଗୁରୁପ୍ରିୟା ସେତୁ’କୁ ବିସ୍ଫୋରଣ କରି ଉଡ଼ାଇବା ପାଇଁ ଲକ୍ଷ୍ୟ ରଖିଥିବା ସନ୍ଦେହରେ ୨ଜଣ ସଦିଗ୍ଧଙ୍କୁ ମଙ୍ଗଳବାର ଅଟକ ରଖିଛି ବିଏସ୍‌ଏଫ ଯବାନ। ବିଶେଷ ସୂତ୍ରରୁ ସୂଚନା ମିଳିବା ପରେ ସୀମା…

ମାଲକାନଗିରି: ମାଓବାଦୀ ବ୍ୟବସାୟୀଙ୍କୁ ହତ୍ୟା କଲେ, ପୁଲିସ ରେସନ ଲୁଟିଲେ

ମାଲକାନଗିରି : ଓଡ଼ିଶା ଓ ଆନ୍ଧ୍ରପଦେଶ ସୀମାନରେ ଥିବା ମାଓବାଦୀମାନେ ଅତ୍ୟନ୍ତ ହିଂସ୍ର ହୋଇ ଉଠିଛନ୍ତି। ଗତକାଲି  ମାଲକାନଗିରି ସୀମାନ୍ତ ଆନ୍ଧ୍ରପଦେଶରର ବିଶାଖା ଜିଲ୍ଲା ଆନ୍ନଭରରମ ଥାନା ଅନ୍ତର୍ଗତଆନ୍ନାଭରମ ଗ୍ରାମର ଗୋମ୍ପା ଲୋଭା ରାଜୁ(୩୦ ବର୍ଷ) ନାମକ ଜଣେ ବ୍ୟବସାୟୀଙ୍କୁ ଗୁଳି କରି ହତ୍ୟା…

ଛତିଶଗଡ଼ରେ ଆତ୍ମସମର୍ପଣ କଲେ ୯ଜଣ ମାଓବାଦୀ

ମାଲକାନଗିରି: ଛତିଶଗଡ଼ର ନାରାୟଣପୁର ଜିଲ୍ଲା ପୁଲିସ ମୁଖ୍ୟ କାର୍ଯ୍ୟାଳୟରେ ଶନିବାର ସକାଳୁ ୯ଜଣ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ମିଳିଥିବା ସୂଚନା ଅନୁସାରେ ଦୀର୍ଘ ୧୨ ବର୍ଷ ହେବ ମାଓବାଦୀ ସଙ୍ଗଠନରେ ସାମିଲ ଥିବା ମାଓବାଦୀମାନେ ନାରାୟଣପୁର ଏସ୍‌ପି ସନ୍ତୋଷ ସିଂହଙ୍କ କାର୍ଯ୍ୟାଳୟରେ…

ପ୍ରତି ଗାଁରୁ ୧୦ଜଣ ସଂଗଠନରେ ସାମିଲ ହୁଅ

ମାଲକାନଗିରି :  ମାଓ ଆତଙ୍କରୁ ମୁକୁଳିପାରୁନି ମାଲକାନଗିରି ଜିଲ୍ଲା। ଚିତ୍ରକୋଣ୍ଡା ବିଚ୍ଛିନ୍ନାଞ୍ଚଳ ସଂପୂର୍ଣ୍ଣ ରୂପେ ମାଓବାଦୀଙ୍କ କବ୍‌ଜାରେ ରହିଥିବା ବେଳେ ଏବେ ପୁଣି କାଲିମେଳା ଏବଂ ପଡିଆ ବ୍ଲକ୍‌ରେ ସ୍ଥିତି ସଜାଡିବା ପାଇଁ ପ୍ରୟାସ ଆରମ୍ଭ କରାଯାଇଛି।   ନକ୍ସଲ ଏଠାରେ ପୋଷ୍ଟର ଏବଂ…

ନକ୍ସଲ ଡେପୁଟି କମାଣ୍ଡର ଗିରଫ, ମୁଣ୍ଡ ଉପରେ ଥିଲା ୩ ଲକ୍ଷ ପୁରସ୍କାର ଘୋଷଣା

ମାଲକାନଗିରି: ଛତିଶଗଡ଼ର ବିଜାପୁର ଅଞ୍ଚଳର ନକ୍ସଲ କମାଣ୍ଡର ଗୁରୁବାର ଗିରଫ ହୋଇଥିବା ସୂଚନା ମିଳିଛି। ପୁଲିସ ଏନକାଉଣ୍ଟର ବେଳେ ଫୁଟାପଲ୍ଲୀ ଗ୍ରାମ ନିକଟସ୍ଥ ଜଙ୍ଗଲରୁ ପୁନେମ ସୋନା ଗିରଫ ହୋଇଛି। ପୁନେମଙ୍କ ସମ୍ପର୍କରେ ସୂଚନା ପ୍ରଦାନକାରୀଙ୍କୁ ୩ଲକ୍ଷ ଟଙ୍କା ପୁରସ୍କାର ରାଶି ଦେବା ପାଇଁ…

ସଚିନ ତେନ୍ଦୁଲକରଙ୍କ ଭଲିବଲ ପ୍ରେମ, ଓଡ଼ିଆ ଷ୍ଟାର ଖେଳାଳିଙ୍କୁ କଲେ ପ୍ରଶଂସା

ମୁମ୍ବାଇ: ବିଶ୍ୱ ପ୍ରସିଦ୍ଧ ଖେଳାଳି ତଥା ଭାରତୀୟ କ୍ରିକେଟର ପୂର୍ବତନ ଅଧିନାୟକ ସଚିନ ତେନ୍ଦୁଲକର ଓଡ଼ିଶାର ଷ୍ଟାର ମହିଳା ଭଲିବଲ ଖେଳାଳି ସିରିସା କର୍ମୀଙ୍କ ପ୍ରଦର୍ଶନକୁ ବହୁ ପ୍ରଶଂସା କରିଛନ୍ତି। ଏକ ଟୁଇଟରେ ସଚିନ କହିଛନ୍ତି, ସିରିସାର ସ୍ୱପ୍ନ ତା’ର ମା’, ଗ୍ରାମ, ରାଜ୍ୟ ଓ ସର୍ବୋପରି…