Browsing Tag

Malkangiri

ମାଲକାନଗିରି:ଲଗାଣ ବର୍ଷା ଯୋଗୁଁ ପୋଲ ଉପରେ ୪ ଫୁଟ୍‌ର ପାଣି

ମାଲକାନଗିରି: ଉପରମୁଣ୍ଡରେ ଲଗାଣ ବର୍ଷା ଫଳରେ ମାଲକାନଗିରି ଜିଲ୍ଲାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ବିଭିନ୍ନ ସ୍ଥାନରେ ପୋଲ ବୁଡ଼ି ପାଣି ଚାଲୁଥିବାର ମାଲକାନଗିରି- କାଲିମେଳା ବିଛିନ୍ନ ହୋଇପଡ଼ିଥିବା ବେଳେ କାଲିମେଳା- ପଡ଼ିଆ ମଧ୍ୟରେ ଯୋଗାଯେଗ ବିଛିନ୍ନ ହୋଇପଡ଼ିଛି। ମିଳିଥିବା ସୂଚନା…

ମାଲକାନଗିରି: ଝିଅକୁ ମାରିଲା ମା, ମା’କୁ ମାରିଲା ବାପା, ପୁଅ ଗୁରୁତର

ମାଲକାନଗିରି: ମାଲକାନଗିରି ବ୍ଲକ୍‌ ଅନ୍ତର୍ଗତ ବୀରଲକ୍ଷ୍ମଣପୁର ପଞ୍ଚାୟତର ବିରିଗୁଡ଼ା ଗ୍ରାମରେ ଘଟିଛି ଏକ ଅଭବନୀୟ ଘଟଣା। ବତୀ ଖରା ନାମକ ଜଣେ ମହିଳା ନିଜ ଝିଅ ଅଞ୍ଜଳି ଖରାଙ୍କୁ କଟୁରିରେ ହାଣି ହତ୍ୟା କରିଛି। ଅପରପକ୍ଷେ ମାଆଙ୍କ କଟୁରି ଚୋଟରେ ଗୁରୁତର ପୁଅ ଅର୍ଜୁନ ଖରା ଏବେ ଡାକ୍ତରଖାନାରେ…

ମାଲକାନଗିରି: ବାଇକ ଦୁର୍ଘଟଣାରେ ଜଣେ ମହିଳା ମୃତ, ୫ ଆହତ

ମାଲକାନଗିରି: ଟାଉନ ଥାନା ଅନ୍ତର୍ଗତ ଗନ୍ଦିପାଲି ନିକଟରେ ଶନିବାର ଅପରାହ୍ଣରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣରେ ଜଣେ ମହିଳାଙ୍କର ମୃତ୍ୟୁ ଘଟିଛି। ମିଳିଥିବା ସୂଚନା ଅନୁସାରେ ମାଲକାନଗିରିରୁ ଚାଲାନଗୁଡ଼ା ଗ୍ରାମପଞ୍ଚାୟତ ଅଭିମୁଖେ ଯାଉଥିବା ବାଇକଟି ବିପରିତ ଦିଗରୁ…

ସଂପର୍କୀୟ ଦାଦା ସମେତ ୬ ଗିରଫ

କାଲିମେଳା : ମାଲକାନଗରି ଜିଲ୍ଲା କାଲିମେଳା ଥାନା ଅଞ୍ଚଳରେ ଜଣେ ଆଦିବାସୀ ଯୁବତୀଙ୍କୁ ଗଣଦୁଷ୍କର୍ମ ମାମଲାରେ ପୁଲିସ ୬ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ପୀଡ଼ିତାଙ୍କ ସଂପର୍କୀୟ ଦାଦା ରହିଥିବା ଜଣାପଡିଛି। ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ସଂଗେଲ ଗ୍ରାମର ଜଣେ…

ମାଲକାନଗିରି: ଗୁଣିଗାରେଡ଼ି ସନ୍ଦେହରେ ଗଳା କାଟି ହତ୍ୟା

ମାଲକାନଗିରି: ପଡ଼ିଆ ବ୍ଲକର ବାପନପାଲି ଗ୍ରାମରେ ବୁଧବାର ବିଳମ୍ବିତ ରାତିରେ ଜଣେ ଲୋକଙ୍କୁ ହତ୍ୟା କାରଯାଇଥିବା ଅଭିଯୋଗ ହୋଇଛି। ମିଳିିଥିବା ସୂଚନା ଅନୁସାରେ ରାତି ୧ଟାରୁ ୨ଟା ହେବ ଗ୍ରାମର ଇର୍ମା କାବାକି (୫୫) ଘରକୁ ପଦିଆ କାବାକି, ବୁଜି କାବାକି ଓ ଦେବା କାବାକି ଆସିଥିଲେ। ସେମାନେ…

ମାଲକାନଗିରି: ପଡ଼ିଆରେ ବଜ୍ରପାତ, ୨ ବାଳକ ମୃତ

ମାଲକାନଗିରି: ପଡ଼ିଆ ବ୍ଲକର କମାରଗୁଡ଼ା ଗ୍ରାମର ମଙ୍ଗଳବାର ଅପରାହ୍ଣରେ ବଜ୍ରପାତ ଘଟି ୨ଜଣ ବାଳକଙ୍କ ମୃତ୍ୟୁ ହୋଇଛି। ମିଳିଥିବା ସୂଚନା ଅନୁସାରେ ଗ୍ରାମର ଦେବ କରାନଙ୍କ ୧୩ ବର୍ଷିଅ ପୁଅ ଜଗା କରନ ଓ ଚେନ୍ନାୟା ନାକାଙ୍କ ପୁଅ ରାହୁଲ ନାକା(୧୩) ସାଙ୍ଗମାନଙ୍କ ସହିତ ଗାଁ ଦାଣ୍ଡରେ ଖେଳୁଥିବା…

ମାଲକାନଗିରି: ୫କିଲୋର ଟିଫିନ୍‌ ବୋମା ଉଦ୍ଧାର

ମାଲକାନଗିରି: ଛତିଶଗଡ଼ର କାଙ୍କେର ଜିଲ୍ଲା ଅନ୍ତର୍ଗତ ଭାଷାଗୁଡ଼ା ଜଙ୍ଗଲରୁ ସୁରକ୍ଷାକର୍ମୀମାନେ ୫କିଲୋର ଟିଫିନ୍‌ ବୋମା ଉଦ୍ଧାର କରିଛନ୍ତି। ସୁରକ୍ଷାକର୍ମୀଙ୍କୁ ଲକ୍ଷ୍ୟ ରଖି ନକ୍ସଲମାନେ ଏହାକୁ ଯୋଜନା ବଦ୍ଧ ଭାବରେ ରୋପଣ କରିଥିଲେ। କୋଇଲିବେଡ଼ା ଥାନା ଅଞ୍ଚଳର ଗୁଡ଼ାବେଡ଼ା-କାଗବରସ ମଧ୍ୟରେ…

କୁଖ୍ୟାତ ମାଓନେତା ଶ୍ରୀରାମୁଲୁ ଶ୍ରୀନିବାସ ଗିରଫ

ମାଲକାନଗିରି: ମାଓନେତା ଶ୍ରୀରାମୁଲୁ ଶ୍ରୀନିବାସ ମଙ୍ଗଳବାର ହାଇଦ୍ରାବାଦରୁ ଗିରଫ ହୋଇଛି। ଗୁୁଜୁରାଟ ଏଟିଏସ୍‌ ଦ୍ୱାରା ଶ୍ରୀରାମୁଲୁ ଗିରଫ ହୋଇଛି। ସୁରଟ ଅଞ୍ଚଳରେ ମାଓ ଗତିବିଧି ଅଭିଯୋଗରେ ସେ ଗିରଫ ହୋଇଥିବା ଜଣାପଡ଼ିଛି। ଜିଲ୍ଲାପାଳ ଭିନିଲ କ୍ରିଷ୍ଣାଙ୍କ ଅପହରଣବେଳେ ଜେଲରୁ ମୁକୁଳିଥିଲା।

ମାଲକାନଗିରି: ଏସାର କମ୍ପାନି ପାଇପ ଲାଇନ୍‌ କାଟିଦେଲେ ମାଓବାଦୀ

ମାଲକାନଗିରି: ଆଜି ସକାଳେ ମାଲକାନଗିରିର ଚିତ୍ରକୋଣ୍ଡା ବ୍ଲକ୍‌ର ବିଚ୍ଛିନ୍ନାଞ୍ଚଳ ଦେଇ ଯାଇଥିବା ଏସାର କମ୍ପାନିର ପାଇପକୁ ମାଓମାଦୀମାନେ କାଟି ଦେଇଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ଛତିଶଗଡ଼ର ସୁକମାରୁ ଚିତ୍ରକୋଣ୍ଡା ବିଚ୍ଛିନ୍ନାଞ୍ଚଳ ଦେଇ ବିଶାଖାପାଟଣା ପର୍ଯ୍ୟନ୍ତ ଏସାର କମ୍ପାନିର…

ମାଲକାନଗିରି ସୀମାରେ ଆଠ ଜଣଙ୍କୁ ଅପହରଣ କଲେ ମାଓବାଦୀ

ମାଲକାନଗିରି: ମାଓବାଦୀମାନେ ମାଲକାନଗିରି ସୀମାରୁ ବୁଧବାର ଆଠଜଣଙ୍କୁ ଅପହରଣ କରିନେଇଥିବା ନେଇଥିବା ସୂଚନା ମିଳିଛି। ମିଳିଥିବା ସୂଚନା ଅନୁସାରେ ଛତିଶଗଡ଼ର ଚିନ୍ତାଗୁଫାରୁ ମାଓବାଦୀମାନେ ପୂର୍ବତନ ସରପଞ୍ଚ, ତାଙ୍କ ପତ୍ନୀ ସମେତ ଗ୍ରାମର ଲୋକଙ୍କୁ ଅପହରଣ କରିଛନ୍ତି। କୁହାଯାଉଛି ଯେ, ଅପହୃତ…