Browsing Tag

murder

ନୟାଗଡ଼: ଯୁବକଙ୍କୁ ହତ୍ୟା

ନୟାଗଡ଼: ଗତକାଲି ରାତିରେ ନୟାଗଡ଼ା ଜିଲ୍ଲା ଦଶପଲ୍ଲା ଥାନା ଅନ୍ତର୍ଗତ ରଥୀପୁର ଗ୍ରାମର ଭଗବାନ ନାୟକ ନାମକ ଜଣେ ଯୁବକଙ୍କୁ କେତେକ ଦୁର୍ବୃତ୍ତ ହତ୍ୟା କରିଛନ୍ତି। ଦୁର୍ବୃତ୍ତମାନେ ଦଶପଲା ଥାନା ଟାକେରା- ବୁଗୁଡ଼ା ଗ୍ରାମ ମଧ୍ୟରେ ଥିବା କରଡ଼ପିଟା ଘାଟି ନିକଟରେ ଶ୍ରୀ ନାୟକଙ୍କୁ ହତ୍ୟା କରି ଫିଙ୍ଗି…

ନର୍ଲା: ବ୍ୟବସାୟୀଙ୍କୁ ଘରେ ପଶି ହତ୍ୟା

ନର୍ଲା( କଳାହାଣ୍ଡି): ଗତକାଲି ରାତିରେ କଳାହାଣ୍ଡି ଜିଲ୍ଲା ନର୍ଲାରୋଡ୍‌ ସର୍ଗିଗୁଡ଼ା ଗ୍ରାମର ବ୍ୟବସାୟୀ କିଷାନ ଅଗ୍ରଓ୍ଵାଲ( ୫୨ ବର୍ଷ)ଙ୍କୁ କେତେକ ଦୁର୍ବୃତ୍ତ ଘରେ ପଶି ହତ୍ୟା କରିଛନ୍ତି। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛିି। ମିଳିଥିବା ସୂଚନା ଅନୁଯାୟୀ, …

ଲିଭ୍‌-ଇନ୍‌ ରିଲେସନ୍‌ରେ ରହୁଥିବା ପୁରୁଷ ବନ୍ଧୁଙ୍କ ହତ୍ୟା କଲେ ଯୁବତୀ

ବେଙ୍ଗାଲୁର:ବେଙ୍ଗାଲୁରରେ ଲିଭ୍‌ ଇନ୍‌ ରିଲେସନ୍‌ରେ ରହୁଥିବା ଜଣେ ୩୦ ବର୍ଷୀୟା ଯୁବତୀ ତାଙ୍କ ପୁରୁଷ ବନ୍ଧୁଙ୍କୁ ତଣ୍ଟି ଚିପିହତ୍ୟା କରିବା ପରେ ପୁଲିସକୁ ବିଭ୍ରାନ୍ତ କରିବା ପାଇଁ ଉଦ୍ୟମ କରିଛନ୍ତି। ଅତ୍ୟାଧିକ ମଦ୍ୟପନ କରି ତାଙ୍କ ପୁରୁଷ ବନ୍ଧୁ ପଡ଼ିଯାଇ ମୃତ୍ୟୁବରଣ କରିଥିବା…

ଅନୈତିକ ସମ୍ପର୍କ ରଖି ବ୍ଲାକମେଲିଂ କରୁଥିବା ଯୁବତୀଙ୍କ ତଣ୍ଟି କାଟି ହତ୍ୟା କଲେ ଯୁବକ

କୋଲକାତା: ପରକୀୟା ପ୍ରୀତି ଜଣେ ବିବାହିତା ମହିଳାଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି। ନିଜେ ବିବାହିତା ହୋଇଥିବା ସତ୍ତ୍ୱେ ଜଣେ ୨୮ ବର୍ଷୀୟ ଅବିବାହିତ ଯୁବକଙ୍କ ସହିତ ପ୍ରେମ ସମ୍ପର୍କ ରଖିବା, ଏହି ପ୍ରେମ ସମ୍ପର୍କର ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋ ଦେଖାଇ ଯୁବକଙ୍କୁ ବ୍ଲାକ୍‌ ମେଲିଂ କରୁଥିବା…

ଖୋର୍ଦ୍ଧା: ଜାତୀୟ ରାଜପଥରେ ହେଲପରକୁ ହତ୍ୟା କରି ଟ୍ରକ୍‌ରୁ ଲୁଟ୍‌

ଖୋର୍ଦ୍ଧା: ଖୋର୍ଦ୍ଧା ଥାନା ଶିଳ୍ପାଞ୍ଚଳ ଫାଣ୍ଡି ଅନ୍ତର୍ଗତ ଜାତୀୟ ରାଜପଥରେ ଗତକାଲି ବିଳମ୍ବିତ ରାତିରେ କେତେକ ଦୁର୍ବୃତ୍ତ ଏକ ଟ୍ରକ୍‌୍‌ର ହେଲପରଙ୍କୁ ହତ୍ୟା କରି ଟ୍ରକ୍‌ରୁ ଲୁଟ୍‌ପାଟ୍‌ କରିଛନ୍ତି। ଦୁର୍ବୃତ୍ତଙ୍କ ଆକ୍ରମଣରେ ଟ୍ରକ୍‌ ଡ୍ରାଇଭର ମଧ୍ୟ ଗୁରୁତର ଭାବେ ଆହତ ହୋଇଛନ୍ତି।…

ସୋର : ମେଲୋଡି ଦେଖି ଫେରୁଥିବା ଯୁବକଙ୍କୁ ହତ୍ୟା !

ସୋର: ଗତକାଲି ବିଳମ୍ବିତ ରାତିରେ ଖଇରା ଥାନା ଅନ୍ତର୍ଗତ ଓଝାପୋଖରି ନିକଟରେ କାଳୀପୂଜା ପାଇଁ ହେଉଥିବା ମେଲୋଡି ଦେଖି ଘରକୁ ଫେରୁଥିବା ଜଣେ ଯୁବକଙ୍କର ସନ୍ଦେହଜନକ ମୃତ୍ୟୁ ଘଟିଛି। ପୁଲିସ ଏହାକୁ ଲଏକ ଦୁର୍ଘଟଣାଜନିତ ମୃତ୍ୟୁ କହୁଥିବା ବେଳେ ପରିବାର ଲୋକେ ଏହା ଏକ ସୁପରିତକଳ୍ପିତ ହତ୍ୟାକାଣ୍ଡ…

ଜେଲ୍‌ରୁ ଫେରିବା ପରେ ତଲଓ୍ଵାର ଦମ୍ପତି କହିଲେ ମନଖୋଲା କଥା!

ବହୁ ଚର୍ଚ୍ଚିତ ଆରୁଷି ହତ୍ୟାକାଣ୍ଡ ଘଟଣା। ଯାହା ଥରାଇ ଦେଇଥିଲା ସାରା ଦୁନିଆର ଛାତିକୁ। ନିଜ ଝିଅ ଆରୁଷିର ହତ୍ୟାର ଆରୋପରେ ୪ବର୍ଷ ପରେ ଜେଲରୁ ବାହାରିବା ପରେ ତଲୱାର ଦଂପତି କହିଛନ୍ତି ନିଜ ହୃଦୟର କଥା। କେମିତି କଟିିଛି ଜେଲରେ ତାଙ୍କର ଦୈନିକ ଜୀବନ। କେମିତି ସେ ପ୍ରତି ମୁହୂର୍ତ୍ତକୁ…

ସହକର୍ମୀଙ୍କୁ ହତ୍ୟା କରି, ଖଣ୍ଡିତ ଶବକୁ ଫ୍ରିଜ୍‌ରେ ରଖିଥିବା ବ୍ୟକ୍ତି ଗିରଫ

ନୂଆଦିଲ୍ଲୀ: ଦକ୍ଷିଣ ଦିଲ୍ଲୀର ମେହରାଉଲି ଅଞ୍ଚଳର ସୈଦୁଲାଜବ୍‌ସ୍ଥିତ ଘରେ ନିଜର ସହକର୍ମୀଙ୍କୁ ହତ୍ୟା କରି, ତାଙ୍କ ଶବକୁ ଖଣ୍ଡ ଖଣ୍ଡ କରି ଏକ ଫ୍ରିଜ୍‌ରେ ରଖିଥିବା ଅଭିଯୋଗରେ ଗତକାଲି ଦିଲ୍ଲୀ ପୁଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି। ନିଜ ପତ୍ନୀଙ୍କ ସହ ଅନୈତିକ ସମ୍ପର୍କ ରଖିଥିବା…

ଗୁମୁଡ଼ୁମାହା ଗୁଳିକାଣ୍ଡ ସମୟରେ ଅଟୋ ଚଳାଉଥିବା ଡ୍ରାଇଭରଙ୍କ ବାପାଙ୍କୁ ଗୁଳିମାରି ହତ୍ୟା କଲେ ମାଓବାଦୀ

ଫୁଲବାଣୀ: ଆଜି ସକାଳେ ମାଓବାଦୀମାନେ କନ୍ଧମାଳ-କଳାହାଣ୍ଡି ସୀମାନ୍ତ ଲାହିଡ଼ି ଗାଁର ମୋହନ ମାଝି ନାମକ ଜଣେ ବ୍ୟକ୍ତିଙ୍କୁ ଗୁଳି କରି ହତ୍ୟା କରିଛନ୍ତି।  କନ୍ଧମାଳ ଓ କଳହାଣ୍ଡିରୁ ଦୁଇଟି ପୁଲିସ ଟିମ୍‌ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ମୃତ ମୋହନ ହେଉଛନ୍ତି ୨୦୧୬ ମସିହାରେ ଗୁମୁଡୁମାହା…

ପଥରରେ ଛେଚି ପତ୍ନୀକୁ ହତ୍ୟା, ସ୍ୱାମୀ ଗିରଫ

ଭୁବନେଶ୍ୱର : ପତ୍ନୀକୁ ପଥରରେ ଛେଚି ହତ୍ୟା ଅଭିଯୋଗରେ କ୍ୟାପିଟାଲ ଥାନା ପୁଲିସ ସ୍ୱାମୀ ଦିଲ୍ଲୀପ କୁମାର ବାଗ(୨୮)କୁ ଗିରଫ କରିଛି। ଦିଲ୍ଲୀପଙ୍କ ଘର ସମ୍ବଲପୁର କୁମ୍ଭାରପଡ଼ା ଅଞ୍ଚଳର। ତେବେ ଏଠାରେ ରାଜମହଲ ଓଭରବ୍ରିଜ ତଳେ ପତ୍ନୀ ଗୁରୁବାରୀ ଓ ୨ ପୁୁଅଙ୍କ ସହ ରହି ପ୍ଲାଷ୍ଟିକ୍‌ ବୋତଲ ଗୋଟେଇ…