Browsing Tag

Odisha

ନେତାଙ୍କ ତୁଣ୍ଡରେ ବାଡ଼ ବତା ନାହିଁ!

ଭୁବନେଶ୍ୱର : ସାଧାରଣ ଲୋକଙ୍କ ସ୍ୱାର୍ଥ ସଂପର୍କିତ ପ୍ରସଙ୍ଗକୁ ଏଡ଼ାଇ ଯାଇ ବିଭିନ୍ନ ରାଜନୈତିକ ଦଳର ନେତାମାନେ କିଭଳି ପରସ୍ପର ବିରୋଧରେ ବ୍ୟକ୍ତିଗତ କୁତ୍ସାରଟନାରେ ମାତିଛନ୍ତି ତାହା ଏବେ ସମଗ୍ର ଓଡ଼ିଶାରେ ଚର୍ଚ୍ଚା ଜୋର ଧରିଛି। ଗୋଟିଏ ପଟେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅତ୍ୟନ୍ତ ମପାଚୁପା…

ବଢ଼ିବନି ବିଦ୍ୟୁତ୍‌ ଦର

ଭୁବନେଶ୍ୱର : ବିଦ୍ୟୁତ ଦର ବୃଦ୍ଧି ନେଇ ଓଏଚ୍‌ପିସି, ଓପିଜିିସିର ଆବେଦନକୁ ଶେଷରେ ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗ ଖାରଜ କରିଦେଇଛନ୍ତି। ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଗ୍ରୀଡ୍‌କୋ ଓ ଓପିଟିସିଏଲ୍‌ର ଦର ବୃଦ୍ଧି ଆବେଦନ ଉପରେ ମଧ୍ୟ କମିସନ ପ୍ରତିକୂଳ ଆଭିମୁଖ୍ୟ ଗ୍ରହଣ…

୨୮ରେ ଜିଲ୍ଲାପାଳ ସମ୍ମିଳନୀ

ଭୁବନେଶ୍ୱର : ମାସର ପ୍ରଥମ ସପ୍ତାହରେ ସଚିବାଳୟରେ ବସି ନରହି ଅନ୍ତତଃ ୪ ଦିନ ଜିଲ୍ଲାଗସ୍ତ କରିବା ଲାଗି ବୁଧବାର ବିଭିନ୍ନ ବିଭାଗର ସଚିବଙ୍କୁ ତାଗିଦ୍‌ କରିଥିଲେ ମୁଖ୍ୟଶାସନ ସଚିବ। ନିଜ ବିଭାଗର ସମୀକ୍ଷା ସହିତ ୧୨ଟି ଯୋଜନା ଉପରେ ଫୋକସ୍‌ କରିବା ଲାଗି ସଚିବମାନଙ୍କୁ ପରାମର୍ଶ ଦିଆଯାଇଥିଲା।…

ମରୁଡ଼ି ପ୍ୟାକେଜ୍‌ ଘୋଷଣା

ଭୁବନେଶ୍ୱର : କାଳେ ନିର୍ବାଚନ ଆଚରଣ ବିଧି ଲାଗୁ ହୋଇଯିବ, ସେ ଭୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ତରବରିଆ ଭାବେ ଚଳିତ ବର୍ଷ ଦେଖାଦେଇଥିବା ଭୟଙ୍କର ମରୁଡି ଅଞ୍ଚଳ ପାଇଁ ପ୍ୟାକେଜ ଘୋଷଣା କରିଛନ୍ତି। ନିୟମ ଅନୁସାରେ ଜଳସେଚିତ ଓ ଅଣଜଳସେଚିତ ଅଞ୍ଚଳ ପାଇଁ ଇନ୍‌ପୁଟ୍‌ ସବ୍‌ସିଡି ଦେବେ…

ସଚିବମାନଙ୍କୁ ମୁଖ୍ୟସଚିବ ତାଗିଦ୍‌

ଭୁବନେଶ୍ୱର : ବିଭିନ୍ନ ବିଭାଗର ସଚିବ ଓ ବରିଷ୍ଠ ଅଧିକାରୀମାନେ ସେମାନଙ୍କୁ ଦିଆଯାଇଥିବା ଜିଲ୍ଲା ଗସ୍ତରେ ଯାଉନଥିିବା ନେଇ ମୁଖ୍ୟଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀ ଆଜି ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି। ସବୁ ବିଭାଗର ସଚିବଙ୍କୁ ଏକ କ଼଼ଡ଼ା ଚିଠି ଲେଖି ତାଗିଦ୍‌ କରିଛନ୍ତି ଯେ ମାସର ପ୍ରଥମ…

ଓଡ଼ିଶାକୁ ଷଷ୍ଠ ପୂର୍ବାଞ୍ଚଳ ଦୃଷ୍ଟିହୀନ କ୍ରିକେଟ୍‌ ଟ୍ରଫି

ଭୁବନେଶ୍ୱର: ଓଡ଼ିଶା ଲଗାତାର ଷଷ୍ଠ ଥର ପାଇଁ ପୂର୍ବାଞ୍ଚଳ ଦୃଷ୍ଟିହୀନ କ୍ରିକେଟ୍‌ ପ୍ରତିଯୋଗିତାରେ ବିଜେତା ଆଖ୍ୟା ଅର୍ଜନ କରିଛି। ତିନି ଦିନ ଧରି ଚାଲିଥିବା ଏହି ପ୍ରତିଯୋଗିତାରେ ଓଡ଼ିଶା ଝାଡ଼ଖଣ୍ଡକୁ ୨୭ ଏବଂ ତ୍ରିପୁରାକୁ ୭୨ ରନ୍‌ରେ ପରାସ୍ତ କରି ଫାଇନାଲ୍‌ ଖେଳିବାକୁ ଯୋଗ୍ୟତା ଅର୍ଜନ…

ପୁଣି ବଦଳିବ ମାଟ୍ରିକ ପରୀକ୍ଷା ଢାଞ୍ଚା! : ନିଜ ସ୍କୁଲ୍‌ରେ ହେବନି ପରୀକ୍ଷା କେନ୍ଦ୍ର

ଭୁବନେଶ୍ୱର : ପୁଣି ବଦଳିବ ମାଟ୍ରିକ୍‌ ପରୀକ୍ଷା ଢାଞ୍ଚା। ନିଜ ବିଦ୍ୟାଳୟରେ ଆଉ ମାଟ୍ରିକ୍‌ ପରୀକ୍ଷା ଦେବେନି ମାଧ୍ୟମିକ ଶିକ୍ଷା ପରିଷଦ ଅଧୀନରେ ପରୀକ୍ଷା ଦେଉଥିବା ଦଶମ ଶ୍ରେଣୀ ଛାତ୍ରଛାତ୍ରୀ। ଏଥିପାଇଁ ସେମାନଙ୍କୁ ଅନ୍ୟ ବିଦ୍ୟାଳୟକୁ ଯିବାକୁ ପଡ଼ିବ। ପୂର୍ବରୁ ପ୍ରଚଳିତ ଥିବା ଏହି…

୨୦୧୮ରେ କାର୍ଯ୍ୟକ୍ଷମ ହେବ ୧୧ଟି ଶୀତଳ ଭଣ୍ଡାର

ଭୁବନେଶ୍ୱର : ବର୍ତମାନ ରାଜ୍ୟରେ ୪୨ଟି ଶୀତଳ ଭଣ୍ଡାର କାର୍ଯ୍ୟକ୍ଷମ ହୋଇଛି। ଆହୁରି ୧୧ଟି ଶୀତଳ ଭଣ୍ଡାରର ନିର୍ମାଣ କାର୍ଯ୍ୟ ଆଗେଇ ଚାଲିଛି। ୨୦୧୮ ମାର୍ଚ ମାସ ସୁଦ୍ଧା ସେଗୁଡ଼ିକ କାର୍ଯ୍ୟକ୍ଷମ ହେବ ବୋଲି ଏକ ସମୀକ୍ଷା ବୈଠକରୁ ଜଣାପଡ଼ିଛି। ଆଜି ଏ ନେଇ ସଚିବାଳୟରେ ମୁଖ୍ୟ ଶାସନ ସଚିବ…

ଓଡ଼ିଶା ବାଳିକା ଫୁଟ୍‌ବଲ ଦଳର ମଣିପୁର ଯାତ୍ରା

କଟକ: ଇମ୍ଫାଲରେ ଆସନ୍ତା ୨୬ରୁ ନଭେମ୍ବର ୬ ତାରିଖ ପର୍ଯ୍ୟନ୍ତ ଜାତୀୟ ଉପକନିଷ୍ଠ ବାଳିକା ଫୁଟ୍‌ବଲ୍‌ ଅନୁଷ୍ଠିତ ହେବ। ୨୬ ତାରିଖ ପ୍ରଥମ ମ୍ୟାଚ୍‌ରେ ରାଜସ୍ଥାନ ଓ ୨୮ ତାରିଖରେ ଦ୍ୱିତୀୟ ମ୍ୟାଚ୍‌ରେ ଆନ୍ଧ୍ରପ୍ରଦେଶ ବିପକ୍ଷରେ ଓଡ଼ିଶା ଖେଳିବ। ଓଡ଼ିଶା ଦଳ: ସରିତା ସୋରେଙ୍ଗ (ଅଧିନାୟିକା),…

ତଥାଗତଙ୍କ ଟ୍ଵିଟ୍‌; ଚାଷୀ ସମସ୍ୟା ନେଇ ପରୋକ୍ଷରେ ସରକାରଙ୍କୁ କଲେ ଦାୟୀ

ଭୁବନେଶ୍ୱର: ଦୀର୍ଘ ଦିନର ନିରବତା ପରେ ପୁଣିଥରେ ଟ୍ଵିଟ୍‌ କରି ଚର୍ଚ୍ଚାକୁ ଆସିଛନ୍ତି ବିଜେଡ଼ି ନେତା ତଥା ଢେଙ୍କାନାଳ ଲୋକସଭା ନିର୍ବାଚନ ମଣ୍ଡିଳୀର ସାଂସଦ ତଥାଗତ ସତପଥୀ। ବିବାଦୀୟ ଟ୍ଵିଟ୍‌ ଜରିଆରେ ସାଂସଦ ଶ୍ରୀ ସତପଥୀ ରାଜ୍ୟ ସରକାରଙ୍କୁ ପରୋକ୍ଷରେ ସମାଲୋଚନା କରି କହିଛନ୍ତି କୃଷକଙ୍କୁ…