ତାଜା ଖବର
  • ଭୁବନେଶ୍ବର: ଆସନ୍ତା ୨୧ ତାରିଖରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଓଡ଼ିଶା ଗସ୍ତ। ସମ୍ବଲପୁର, କେନ୍ଦୁଝର, ପରଜଙ୍ଗ ଓ ନୟାଗଡ଼ରେ ନିର୍ବାଚନୀ ସଭାରେ ଯୋଗ ଦେବେ ଅମିତ ଶାହ।
  • ବାଲେଶ୍ବର: ବାଲେଶ୍ବରରେ ପହଞ୍ଚିଲେ ବିଜେପିର ୫ ତୁଙ୍ଗ ନେତା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟ ସଭାପତି ମନମୋହନ ସାମଲ, ଭୁ‌ବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ, ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା ଓ ବାଲେଶ୍ବର ସାଂସଦ ପ୍ରତାପ ଷଡ଼ଙ୍ଗୀ।
  • ଗଂଜାମ ଜିଲ୍ଲା ଜରଡ଼ା ଥାନା ସାମନ୍ତରାୟପୁର ପଂଚାୟତର ପାଞ୍ଚଆମ୍ବରେ ବିଷପିଇ ସ୍ୱାମୀ-ସ୍ତ୍ରୀଙ୍କ ଆତ୍ମହତ୍ୟା। ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ଶବ। ପୁଅ-ବୋହୁଙ୍କ ନିର୍ଯାତନାରେ ଅତିଷ୍ଠ ହୋଇ ଏପରି ପଦକ୍ଷେପ ନେଇଥିବା ସୂଚନା।
  • ସ୍ବର୍ଗତଃ ମନ୍ତ୍ରୀ ନବ ଦାସଙ୍କ ପୁଅ ବିଶାଳ ଦାସଙ୍କୁ ପଚରାଉଚରା ସୂଚନା। ଆୟକର ବିଭାଗର ପଚରାଉଚରା ସୂଚନା। ପ୍ରାୟ ୪ ଘଣ୍ଟା ଧରି ପଚରାଉଚରା କରାଯାଇଥିବା ପ୍ରାଥମିକ ସୂଚନା।
  • ବିଜେପିରୁ ବରିଷ୍ଠ ନେତା ବିଜୟ ମହାପାତ୍ର ବହିଷ୍କୃତ। ଦଳ ବିରୋଧୀ କାର୍ଯ୍ୟ ଓ ଅନୁଶାସନ ଭଙ୍ଗ ଅଭିଯୋଗରେ ବହିଷ୍କୃତ।

ଫଟୋ ଗ୍ୟାଲେରି

ବହୁ ଚର୍ଚ୍ଚିତ ଖବର

ଓଡ଼ିଶାର ସର୍ବାଧିକ ପ୍ରସାରିତ ଦୈନିକ ‘ସମ୍ବାଦ’ର ପ୍ରକାଶନ ଆରମ୍ଭ ହୋଇଥିଲା ୧୯୮୪ ମସିହାରେ । ‘ସମ୍ବାଦ’ର ନଅଟି ସଂସ୍କରଣ ଓଡ଼ିଶାର କୋଣଅନୁକୋଣର ଘଟଣା ପ୍ରବାହକୁ ନିଜ ପୃଷ୍ଠାରେ ସ୍ଥାନିତ କରି ପାଠକଙ୍କ ପ୍ରଥମ ପସନ୍ଦ ରୂପେ ପରିଗଣିତ ହେଉଛି । ଖବର ପରିବେଷଣ ଓ ମୁଦ୍ରଣ ପ୍ରଯୁକ୍ତିରେ ବୈପ୍ଲବିକ ପରିବର୍ତନ ଆଣିଥିବା ‘ସମ୍ବାଦ’ ପାଲଟିଛି ୭୦ ଲକ୍ଷ ପାଠକଙ୍କ ପ୍ରିୟ ଦୈନିକ। ପ୍ରଥମ ଥର ଲାଗି ପ୍ରାତଃ ସଂସ୍କରଣ, ରଙ୍ଗିନ ପତ୍ରିକା ଓ ଆଞ୍ଚଳିକ ସଂସ୍କରଣ ଭଳି ଆଧୁନିକ ତଥା ଯୁଗୋପଯୋଗୀ ଚିନ୍ତାଧାରାକୁ ଓଡ଼ିଶାରେ ପ୍ରବର୍ତନ କରିଥିବା ‘ସମ୍ବାଦ’ ଏବେ ଡିଜିଟାଲ୍‌ ମିଡିଆରେ ପ୍ରବେଶ କରିଛି। ମୋବାଇଲ୍‌, ଟାବ୍‌ଲେଟ୍‌ ଓ ବିବିଧ କମ୍ପ୍ୟୁଟର୍‌ରେ ଇଣ୍ଟରନେଟ୍‌ ବ୍ୟବହାରକାରୀ ତଥା ନୂଆପିଢ଼ିର ପାଠକଙ୍କୁ ଏବେ ତାଜା ଖବର ଯୋଗାଇଦେବ ‘ସମ୍ବାଦ’ର ଏହି ୱେବ୍‌ପୋର୍ଟାଲ୍‌।