Advertisment
Latest Posts
Advertisment
ରାଜ୍ୟ
ଅବୁଝମାଡ଼ ଜଙ୍ଗଲରେ ବଡ଼ ଧରଣର ଗୁଳିବିନିମୟ: ୨୬ ମାଓବାଦୀ ନିହତ, ଜଣେ ଯବାନ ସହିଦ
ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ନାରାୟଣପୁର ଜିଲ୍ଲାର ଅବୁଝମାଡ଼ ଜଙ୍ଗଲରେ ସୁରକ୍ଷାକର୍ମୀ ଏବଂ ମାଓବାଦୀଙ୍କ ମଧ୍ୟରେ ବଡ଼ ଧରଣର ଗୁଳିବିନିମୟ ହୋଇଥିବାର ଖବର ମିଳିଛି। ଏଥିରେ ଜଣ ୨୬ ମାଓବାଦୀ ମୃତ୍ୟୁବରଣ କରିଥିବା ବେଳେ ଜଣେ ଯବାନ ସହିଦ ହୋଇଛନ୍ତି।
ଜିଲ୍ଲା
ବିପଦକୁ ଆମନ୍ତ୍ରଣ କରୁଛି ଜାତୀୟ ରାଜପଥ
ବୌଦ୍ଧ ବଲାଙ୍ଗୀର ଜାତୀୟ ରାଜପଥ ନଂ ୫୭ର ନିର୍ମାଣ ବେଳେ କିଲୋମିଟର ପିଛା ଏକ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି। ଏହି ରାସ୍ତାର ନିର୍ମାଣ ଦୁଇ ବର୍ଷ ତଳେ ସରିଛି। ନିର୍ମାଣର ୨ ମାସ ନଯାଉଣୁ ବଲାସିଙ୍ଗା ଓ ମର୍ଯ୍ୟାଦାପୁର ଉଭୟପାର୍ଶ୍ଵର ପୋଲ ସଂଯୋଗୀକରଣ ରାସ୍ତା ପିଚୁ ଉଠି ଯାଇଥିଲା...
ଖେଳ
ରାଜସ୍ଥାନ ଅଭିଯାନ ବିଜୟରେ ଶେଷ, ଚେନ୍ନାଇ ପୁଣି ହାରିଲା
ପାଞ୍ଚଥର ବିଜେତା ଚେନ୍ନାଇ ସୁପରକିଙ୍ଗ୍ସର ଦୟନୀୟ ପ୍ରଦର୍ଶନ ଜାରି ରହିଛି। ପ୍ଲେ ଅଫ୍ରୁ ବାଦ୍ ପଡ଼ିବା ପରେ ସମ୍ମାନର ସହ ଅଭିଯାନ ଶେଷ କରିବା ଲକ୍ଷ୍ୟରେ ଥିବା ଚେନ୍ନାଇ ମଙ୍ଗଳବାର ରାଜସ୍ଥାନ ରୟାଲ୍ସଠାରୁ ୬ ୱିକେଟ୍ରେ ହାରି ଲଜ୍ଜାଜନକ ଭାବେ ତ୍ରୟୋଦଶ ମ୍ୟାଚ୍ରୁ ଦଶମ ପରାଜୟ ବରଣ କରିଛି।
ରାଜନୀତି
ପୋଲାଭରମ ପ୍ରକଳ୍ପକୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ୍ କଲା ବିଜେଡି
ପୋଲାଭରମ ପ୍ରକଳ୍ପକୁ ଆରମ୍ଭରୁ ବିଜୁ ଜନତା ଦଳ ବିରୋଧ କରିଆସୁଛି। ସରକାରରେ ଥିବାବେଳେ ଓ ଏବେ ବିରୋଧୀ ଦଳରେ ଥାଇ ମଧ୍ୟ ପୋଲାଭରମ ପ୍ରସଙ୍ଗରେ ଲଢେଇ କରିଆସୁଛି। ଏନେଇ ରାଜ୍ୟ ସରକାରଙ୍କୁ ବିଜେଡି ଟାର୍ଗେଟ କରିଛି।
ଅପରାଧ
ଗୁଇନ୍ଦା ଏଜେଣ୍ଟଙ୍କ ସହ ସମ୍ପର୍କ ରଖିବା କଥା ସ୍ୱୀକାର କଲେ ଜ୍ୟୋତି ମାଲହୋତ୍ରା
ପାକିସ୍ତାନ ସହ ଭିତିରି ସଂଯୋଗରେ ଥିବା ହରିୟାଣାର ୟୁଟ୍ୟୁବର ଜ୍ୟୋତି ମାଲହୋତ୍ରା ପାକିସ୍ତାନୀ ଗୁଇନ୍ଦା ଏଜେଣ୍ଟଙ୍କ ସହ ସମ୍ପର୍କ ରଖିବା କଥା ସ୍ୱୀକାର କରିଛନ୍ତି। ଜ୍ୟୋତି କହିଛନ୍ତି ଯେ ସେ ନୂଆଦିଲ୍ଲୀରେ ପାକିସ୍ତାନୀ ହାଇକମିସନର ଅଧିକାରୀ ଦାନିଶଙ୍କ ସହ ନିୟମିତ ଯୋଗାଯୋଗରେ ଥିଲେ।
ମନୋରଞ୍ଜନ
ଫେରିଲା କରୋନା: ପଜିଟିଭ୍ ଚିହ୍ନଟ ହେଲେ ଶିଳ୍ପା ସିରୋଦକର୍
୨୦୨୦ ମସିହାରେ ସାରା ବିଶ୍ୱରେ କରୋନା ତାଣ୍ଡବ ସୃଷ୍ଟି କରିଥିଲା। ଏସିଆରେ ଏବେ ପୁଣି ଥରେ କରୋନା ଫେରିବାରେ ଲାଗିଛି। ଦେଶରେ ଅନେକ ଲୋକ କରୋନାରେ ଆକ୍ରାନ୍ତ ହେବାର ଖବର ହସ୍ତଗତ ହେବାରେ ଲାଗିଲାଣି।