Advertisment
Latest Posts
Advertisment
ରାଜ୍ୟ
ବାପା-ମା’ଙ୍କ ସେବା ସବୁବେଳେ କରୁଥିବେ: ମୁଖ୍ୟମନ୍ତ୍ରୀ
ଆପଣମାନେ ସରକାରଙ୍କ ଅଙ୍ଗଭାବେ ଓଡ଼ିଶାର ଜନସାଧାରଣଙ୍କ ସେବା କରିବାର ସୁଯୋଗ ପାଇବେ। ଆପଣମାନେ ଉତ୍ସର୍ଗୀକୃତ ଓ ସମର୍ପଣ ଭାବ ସହିତ ଲୋକଙ୍କ ସୁବିଧା, ଅସୁବିଧାକୁ ହୃଦୟଙ୍ଗମ କରି ସେବା ଯୋଗାଇଦେବେ ବୋଲି ମୋର ବିଶ୍ୱାସ।
ଜିଲ୍ଲା
ଜମିବାଡ଼ି ବିବାଦ: ଶାଳୀଙ୍କୁ ବିଚ୍ ରାସ୍ତାରେ ହାଣି ହତ୍ୟା କଲା ଭିଣୋଇ
ଗଞ୍ଜାମ ଜିଲା ଜଗନ୍ନାଥପ୍ରସାଦ ଥାନା ଅଧିନ ଚଢ଼େୟାପଲ୍ଲୀ ଗ୍ରାମରେ ଗୁରୁବାର ଏକ ହତ୍ୟାକାଣ୍ଡ ଘଟିଛି। ଗ୍ରାମର ଆଶାକର୍ମୀ ବିଜୟାଲକ୍ଷ୍ମୀ ତ୍ରିପାଠୀଙ୍କୁ ହତ୍ୟା କରା ଯାଇଥିବା ଅଭିଯୋଗ ହୋଇଛି। ଜମିଜମା ବିବାଦକୁ କେନ୍ଦ୍ର କରି ତାଙ୍କ ଭିଣୋଇ ହିଁ ହତ୍ୟା କରିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ...
ଖେଳ
୬୫୦ କୋଟି ଟଙ୍କା ଆୟ କଲା ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର
ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ୨୦୨୪ ଆର୍ଥିକ ବର୍ଷରେ ବି ଆରସିବି ବମ୍ପର ଆୟ କରିଛି। ଏହା ସହିତ, ଆମେ ଆପଣଙ୍କୁ ଆରସିବିର ମୋଟ ସମ୍ପତ୍ତି ବାବଦରେ ମଧ୍ୟ କହିବୁ। ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ୨୦୨୪ ଆର୍ଥିକ ବର୍ଷରେ ମୋଟ ପ୍ରାୟ ୬୫୩ କୋଟି ଟଙ୍କା ରୋଜଗାର କରିଛି।
ରାଜନୀତି
ଭାରତ ଛାଡିବା ପୂର୍ବରୁ ଅରୁଣ ଜେଟଲୀଙ୍କ ପରାମର୍ଶ ନେଇଥିଲେ ବୋଲି କହିଲେ ମାଲ୍ୟା
ଦେଶରୁ ହଜାର ହଜାର କୋଟି ଟଙ୍କା ନେଇ ପଳାଇ ଯାଇଥିବା ବ୍ୟବସାୟୀ ବିଜୟ ମାଲ୍ୟ ଗୋଟିଏ ସପ୍ତାହ ହେବ ବେଶ୍ ଚର୍ଚ୍ଚାରେ ଅଛନ୍ତି । ଏକ ପୋଡକାଷ୍ଟରେ ବିଜୟ ମାଲ୍ୟ ଯେଉଁ ବୟାନ ଦେଇଛନ୍ତି ତାହା ଏବେ ଭାରତୀୟ ରାଜନୀତି ଉପରେ ଗଭୀର ପ୍ରଭାବ ପକାଇପାରେ ।
ଅପରାଧ
ନିଶାର ବିକଳ ଚିତ୍ର: ଉତ୍ତମ-ମଧ୍ୟମ ପାଇଲା ପରେ ସ୍ବୀକାର କଲେ ଦୁଇ ଚୋର
ବାଲେଶ୍ବର ଜିଲ୍ଲା ବସ୍ତା ଥାନା ଅମର୍ଦ୍ଦାରୋଡ ବଜାର ସହିତ ଏହାର ଆଖପାଖ ଅଞ୍ଚଳରେ ଦୈନଦିନ ସାଇକେଲ, ମଟର ସାଇକେଲ ସହିତ ଆସବାବ ପତ୍ର ଚୋରି ଏକ ସାଧାରଣ ଘଟଣା ହୋଇଛି। ଆଜି ସ୍ଥାନୀୟ ଲୋକେ ୨ ଜଣ ଚୋରକୁ ଧରି ଉତ୍ତମ-ମଧ୍ୟମ ଦେଇଛନ୍ତି।
ମନୋରଞ୍ଜନ
ମିଠି ନଦୀ ସଫେଇ ଦୁର୍ନୀତି ମାମଲାରେ ଡିନୋ ମୋରିଆଙ୍କ ଘରେ ଇଡି ଚଢ଼ଉ
୬୫ କୋଟି ଟଙ୍କାର ମିଠି ନଦୀ ସଫେଇ ଦୁର୍ନୀତି ମାମଲାରେ ଶୁକ୍ରବାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଶୁକ୍ରବାର ମୁମ୍ବାଇ ଏବଂ କେରଳର ୧୫ ରୁ ଅଧିକ ସ୍ଥାନରେ ଚଢାଉ କରିଛି। ତଲାସ କରାଯାଇଥିବା ସ୍ଥାନ ମଧ୍ୟରେ ବଲିଉଡ ଅଭିନେତା ଡିନୋ ମୋରିଆଙ୍କ ଘର ବି ରହିଛି।