Advertisment
Latest Posts
Advertisment
ରାଜ୍ୟ
ଦୁର୍ଗମ ଅଞ୍ଚଳରେ ବିକାଶ: ଯାତାୟତ ପାଇଁ ବିଦ୍ୟୁତ୍ ଖୁଣ୍ଟରେ ନିର୍ମିତ ପୋଲ ଭରସା
୨୦୩୬ ମସିହାରେ ଓଡ଼ିଶା ସ୍ବତନ୍ତ୍ର ପ୍ରଦେଶ ଗଠନକୁ ୧୦୦ ବର୍ଷ ପୂରିବ। ରାଜ୍ୟ ସରକାର ଶତବାର୍ଷିକୀ ପାଇଁ ପ୍ରସ୍ତୁତି ଜାରି ରଖିଥିବା ବେଳେ ଦୁର୍ଗମ ଓ ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲାରେ ଗମନାଗମନର ବ୍ୟାପକ ଅସୁବିଧା ରହିଛି।
ଜିଲ୍ଲା
ନିମ୍ନମାନର ଖାଦ୍ୟ ପରସା ଯାଉଥିବା ଅଭିଯୋଗ: ଆରଏମସି ସ୍ୱାସ୍ଥ୍ୟବିଭାଗ ଟିମ୍ ପକ୍ଷରୁ ଚଢ଼ଉ
ଗ୍ରାହକମାନଙ୍କୁ ନିମ୍ନମାନର ଖାଦ୍ୟ ପରସା ଯାଉଥିବା ଅଭିଯୋଗ ପରେ ଗୁରୁବାର ରାଉରକେଲା ମହାନଗର ନିଗମ (ଆରଏମସି) ସ୍ୱାସ୍ଥ୍ୟବିଭାଗ ଟିମ୍ ସେକ୍ଟର-୪ ସ୍ଥିତ ମଧୁବନ ରେସ୍ତୋରାଁରେ ଚଢ଼ଉ କରିଛି...
ଖେଳ
ପର୍ଥ ଟେଷ୍ଟ: ସୁଦୃଢ଼ ସ୍ଥିତିରେ ଟିମ୍ ଇଣ୍ଡିଆ
ପର୍ଥ ଟେଷ୍ଟର ତୃତୀୟ ଅଧିବେସନ ଆରମ୍ଭ ହୋଇଛି। ଦ୍ୱିତୀୟ ଇନିଂସରେ ବ୍ୟାଟିଂ ପାଇଁ ପଡ଼ିଆକୁ ଆସିଥିବା ଟିମ୍ ଇଣ୍ଡିଆର ଓପନର୍ ଯଶସ୍ୱୀ ଜୟସ୍ବାଲ ଏବଂ କେ.ଏଲ୍ ରାହୁଲ ଭାରତକୁ ସୁଦୃଢ଼ ସ୍ଥିତିରେ ପହଞ୍ଚାଇଛନ୍ତି। ୫୭ ଓଭର ତଥା ଦିନର ଖେଳ ଶେଷ ସୁଦ୍ଧା କୌଣସି ୱିକେଟ ନ ହରାଇ ଭାରତର ସ୍କୋର ୧୭୨ ରନ୍ ରହିଛି...
ରାଜନୀତି
ଶୋଚନୀୟ ପରାଜୟ ପାଇଁ ଇଭିଏମକୁ ଦୋଷ ଦେଲେ ଉଦ୍ଧବ
ମହାରାଷ୍ଟ୍ର ନିର୍ବାଚନରେ ଶୋଚନୀୟ ପରାଜୟ ପାଇଁ ଶିବସେନା (ୟୁବିଟି) ନେତା ଉଦ୍ଧବ ଠାକରେ ଇଭିଏମକୁ ଦୋଷ ଦେଇଛନ୍ତି । ଏହି ଫଳାଫଳ ଅସ୍ବାଭାବିକ ଲାଗୁଛି ବୋଲି ସେ କହିଛନ୍ତି ।
ଅପରାଧ
ଡିସିପି ଅଫିସ୍ ସାମନାରେ ସିନେ କଳି: ବବିଙ୍କ ଆଡ଼କୁ ଝପଟିଗଲେ ମନୋଜ
ଓଲିଉଡ୍ କଳାକାର ମନୋଜ ମିଶ୍ର ଓ ସିନେମା ଶିଳ୍ପର ତାଙ୍କ ପ୍ରତିପକ୍ଷଙ୍କୁ ନେଇ ପ୍ରଥମେ ଗଣମାଧ୍ୟମ ଜରିଆରେ ଚର୍ଚ୍ଚାକୁ ଆସିଥିଲା ସିନେ କଳି। ପରେ ବିଭିନ୍ନ ଥାନାରେ ମାମଲା ପହଞ୍ଚିଥିଲା। ପୂର୍ବରୁ ସବୁ କଥାକଥାରେ ଚାଲିଥିଲା।
ମନୋରଞ୍ଜନ
ସ୍ୱାମୀ ହରିବାରୁ ଇଭିଏମ ମେସିନ ସହ ବିଜେପି ଉପରେ ପ୍ରଶ୍ନ ଉଠାଇଲେ ସ୍ଵରା
ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ସ୍ୱରା ଭାସ୍କରଙ୍କ ସ୍ୱାମୀ ଫହାଦ ଅହମ୍ମଦଙ୍କ ପରାଜୟ ପରେ ଅଭିନେତ୍ରୀ ଗୋଟିଏ ପରେ ଗୋଟିଏ ଅନେକ ପ୍ରଶ୍ନ ନିର୍ବାଚନ ଆୟୋଗଙ୍କୁ ପଚାରିଛନ୍ତି।