Advertisment
Latest Posts
Advertisment
ରାଜ୍ୟ
ଜୁନ ୪ରୁ ରାଜସ୍ବ ବିଭାଗର ସମ୍ମିଳନୀ: ଯୋଗଦେବେ ବିଭାଗୀୟ ଅଧିକାରୀ
ରାଜସ୍ୱ ବିଭାଗ ନିଜ ବିଭାଗର କର୍ମଚାରୀ ଓ ଅଧିକାରୀଙ୍କ ବାର୍ଷିକ କାର୍ଯ୍ୟର ସମୀକ୍ଷା କରିବାକୁ ଯାଉଛି। ରାଜସ୍ବ ସେବା ପ୍ରଦାନରେ ସଫଳତା ହାସଲ କରିଥିବା ଜିଲ୍ଲା ଓ ତହସିଲ ପୁରସ୍କୃତ ହେବେ।
ଜିଲ୍ଲା
ବାରିପଦା ବଜାରରେ ଅଗ୍ନିକାଣ୍ଡ: ୨ ଦୋକାନ ଜଳିଗଲା
ବାରିପଦା ବଜାରରେ ଘଟିଥିବା ଅଗ୍ନିକାଣ୍ଡରେ ଦୁଇଟି ଦୋକାନ ଜଳିଯାଇଛି। ସେଥିମଧ୍ୟରୁ ଗୋଟିଏ ବୈଦ୍ୟୁତିକ ସାମଗ୍ରୀ ଦୋକାନ ଏବଂ ଅନ୍ୟଟି କପଡ଼ା ଦୋକାନ ରହିଛି। ବିଳମ୍ବିତ ରାତିରେ ଦୋକାନଗୁଡ଼ିକ ବନ୍ଦ ଥିବା ସମୟରେ ନିଆଁ ଲାଗିଥିବା କୁହାଯାଉଛି....
ଖେଳ
ରାଜନୀତି
ନୂଆ ମୋଡ଼ ନେଉଛି ଏନ୍ସିପି ନେତାଙ୍କ ବୋହୂ ମୃତ୍ୟୁ ମାମଲା: ଚକିତ କଲା ବ୍ୟବଚ୍ଛେଦ ରିପୋର୍ଟ
ନ୍ୟାସନାଲିଷ୍ଟ କଂଗ୍ରେସ ପାର୍ଟି (ଏନସିପି) ନେତା ରାଜେନ୍ଦ୍ର ତୁକାରାମ ହାଗାୱାନେଙ୍କ ୨୪ ବର୍ଷୀୟା ବୋହୂ ତାଙ୍କ ଘରୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହୋଇଛନ୍ତି। ତେବେ ଏହା ଏକ ଆତ୍ମହତ୍ୟା ମାମଲା କି ହତ୍ୟା; ତାହାକୁ ନେଇ କଳ୍ପନାଜଳ୍ପନା ଆରମ୍ଭ ହୋଇଛି।
ଅପରାଧ
ଜମିଜମା ବିବାଦରୁ ହତ୍ୟାକାଣ୍ଡ: ହତ୍ୟା ପରେ ନିର୍ଭୟରେ ବୁଲୁଥିଲା ଅଭିଯୁକ୍ତ
ଘର ଭିତରେ ଶୋଇଥିବା ଜଣେ ଲୋକଙ୍କୁ ଟାଙ୍ଗିଆରେ ଆଣି ହତ୍ୟା କରାଯାଇଛି। ଜମିଜମା ବିବଦାରୁ ଏହି ହତ୍ୟାକାଣ୍ଡ ଘଟିଛି ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଥାନା ବୁର୍ଡା ପଞ୍ଚାୟତର ବଡ଼ମାଳ ଗାଁରେ।
ମନୋରଞ୍ଜନ
କେବଳ ବଲିଉଡ୍ରେ ନୁହେଁ ତାମିଲରେ ମଧ୍ୟ ଅଭିନୟ ଦକ୍ଷତା ଦେଖାଇଥିଲେ ଅଭିନେତା ମୁକୁଲ ଦେବ
ପ୍ରସିଦ୍ଧ ଚଳଚ୍ଚିତ୍ର ତଥା ଟିଭି ଅଭିନେତା ମୁକୁଲ ଦେବଙ୍କର ଦେହାନ୍ତ ହୋଇଛି। କିଛି ଦିନ ହେବ ଅସୁସ୍ଥ ଥିଲେ ମୁକୁଲ। ତେବେ ଗତକାଲି ବିଳମ୍ବିତ ରାତିରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ତାଙ୍କୁ ମୃତ୍ୟୁ ବେଳକୁ ୫୪ ବର୍ଷ ବୟସ ହୋଇଥିଲା।