Advertisment
Advertisment
ଜିଲ୍ଲା
Gallery
ବାଣିଜ୍ୟ
ମୋବାଇଲରେ ମାସକୁ ୨୦ ଘଣ୍ଟା: ୧୨୧୧ ମିନିଟ୍ କଥା ହେଉଛନ୍ତି ଓଡ଼ିଶାବାସୀ, ସବୁଠୁ ଉପରେ ବିହାର, ସବୁଠୁ ତଳେ କେରଳ
ମୋବାଇଲ ଫୋନରେ କଥାହେବା କ୍ଷେତ୍ରରେ ଓଡ଼ିଶାର ଗ୍ରାହକମାନେ ଆଗରେ ରହିଛନ୍ତି। ମାସକୁ ହାରାହାରି ୧୨୧୧ ମିନିଟ୍ ଅର୍ଥାତ ୨୦ ଘଣ୍ଟା ୧୧ ମିନିଟ୍ ସେମାନେ କଥା ହେଉଛନ୍ତି।
ଅପରାଧ
ନାବାଳିକାଙ୍କୁ ଜାଳିଦେଲେ: କିରାସିନି ଢାଳି ନିଆଁ ଲଗାଇ ଫେରାର, ଏମ୍ସରେ ଭର୍ତ୍ତି, ପୋଡ଼ିଯାଇଛି ୭୫%
ବାଲେଶ୍ବର ଫକୀର ମୋହନ କଲେଜରେ ଛାତ୍ରୀ ଆତ୍ମଦାହ ମାମଲା ସାରା ଓଡ଼ିଶାକୁ ଦୋହଲାଇ ଦେଇଛି। ଏହି ଘଟଣାକୁ ୭ ଦିନ ନପୂରୁଣୁ ପୁରୀ ଜିଲ୍ଲା ନିମାପଡ଼ା ବ୍ଲକ୍ ଅନ୍ତର୍ଗତ ବଳଙ୍ଗା ଅଞ୍ଚଳରୁ ଆଉ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି।
ମନୋରଞ୍ଜନ
ନ୍ୟୁଜ୍ ରିଲ୍: ଚର୍ଚ୍ଚାରେ ଗାୟିକା ନାୟିକା ଅନୀତ୍
ୱେବ୍ ସିରିଜ୍ ପରେ ମିଳିଲା ବଡ଼ ଅଫର୍। ଫିଲ୍ମ ରିଲିଜ୍ ହେଉ ହେଉ ପ୍ରଶଂସା ସାଉଁଟିଲେ ସୈୟାରା ଗର୍ଲ ଅନୀତ୍ ପଡ୍ଡା। ମୋହିତ୍ ସୁରୀଙ୍କ ନିର୍ଦ୍ଦେଶନାରେ ନିର୍ମିତ ‘ସୈୟାରା’ ଜୁଲାଇ ୧୮ରେ ପ୍ରେକ୍ଷାଳୟକୁ ଆସି ଦର୍ଶକଙ୍କ ଠାରୁ ମିଶ୍ର ପ୍ରତିକ୍ରିୟା ପାଇଛି।
ପୁନଶ୍ଚ ପୃଥିବୀ
‘ପରିବେଶ ସୁରକ୍ଷା ସହ ଜଳବାୟୁ ପରିବର୍ତ୍ତନର ପାଠ ପଢିବେ ଛାତ୍ରଛାତ୍ରୀ’
ସ୍କୁଲ ପାଠ୍ୟକ୍ରମରେ ମିସନ ଲାଇଫକୁ ଯୋଡାଗଲେ ସାରା ଭାରତବର୍ଷରେ ୧୪.୭ ଲକ୍ଷରୁ ଅଧିକ ସ୍କୁଲ ଏବଂ ୩୦ କୋଟିରୁ ଅଧିକ ଛାତ୍ରଛାତ୍ରୀମାନେ ଏହି ଜନଆନ୍ଦୋଳନରେ ଯୋଡ଼ିହେବେ, ଯାହା ପରିବେଶ ପାଇଁ ସୁସ୍ଥ ଜୀବନଶୈଳୀକୁ ବ୍ୟାପକ କରିବାରେ ସାହାଯ୍ୟ କରିବ।