Latest Posts
ରାଜ୍ୟ
ନର୍ସିଂ କର୍ମଚାରୀଙ୍କ ସିରିଞ୍ଜ ଛାଡ଼ ଆନ୍ଦୋଳନ: ବିଗିଡ଼ିଲା ସ୍ବାସ୍ଥ୍ୟସେବା
ଆଜିଠାରୁ ରାଜ୍ୟବ୍ୟାପୀ ନର୍ସିଂ କର୍ମଚାରୀ ସିରିଞ୍ଜ ଛାଡ଼ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ଏସ୍ମାକୁ ଖାତିର ନ କରି ଆନ୍ଦୋଳନ ଜାରି ରଖିଛନ୍ତି। ନର୍ସିଂ କର୍ମଚାରୀଙ୍କ ବିଭିନ୍ନ ଦାବି ଉପରେ ଆଲୋଚନା କରିବା ପାଇଁ ରାଜ୍ୟ ସରକାର ଏକ ଅନ୍ତଃବିଭାଗୀୟ କମିଟି ଗଠନ କରିବା ପାଇଁ ଗତକାଲି ନିଷ୍ପତ୍ତି ନେଇଥିଲେ।
ଜିଲ୍ଲା
ଗୁହାରିଆ ପଡି ଶେଷରେ ଜୀବନ ଦେଲେ ଅବସର ପ୍ରାପ୍ତ ଶିକ୍ଷକ
ମନ୍ଦିରରେ ଗୁହାରିଆ ପଡି ଶେଷରେ ଅବସର ପ୍ରାପ୍ତ ଶିକ୍ଷକ ଜୀବନ ଦେଇଛନ୍ତି। ଗଞ୍ଜାମ ଜିଲ୍ଲା ବଡ଼ଗଡ଼ ଥାନା ବେଠୁଆର ଗାଁ ଘୋଡାଦେବୀ ମନ୍ଦିର ସେଡ ଘର ପାର୍ଶ୍ୱରେ ଏଭଳି ଅଭାବନୀୟ ଘଟଣା ଘଟିଛି...
ଖେଳ
କୋହଲିଙ୍କୁ ଦେଖିବାକୁ ୫୮ କିଲୋମିଟର ସାଇକେଲ ଚଳାଇ ଆସିଲେ କୁନି ଫ୍ୟାନ
ବିରାଟ କୋହଲିଙ୍କ ଜଣେ କୁନି ପ୍ରଶଂସକଙ୍କୁ ନେଇ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛନ୍ତି, ଯିଏ କୋହଲିଙ୍କୁ ଦେଖିବା ପାଇଁ ୫୮ କିଲୋମିଟର ସାଇକେଲ ଚଳାଇବା ପରେ ଗ୍ରୀନ୍ ପାର୍କ କ୍ରିକେଟ୍ ଷ୍ଟାଡିୟମରେ ପହଞ୍ଚିଛନ୍ତି।
ରାଜନୀତି
ନିଶା ଓ ଅପରାଧ ନେଇ ଏସ୍ପିଙ୍କୁ ଦାବିପତ୍ର ଦେଲା ଜିଲ୍ଲା କଂଗ୍ରେସ
ଏବେ ରାଉରକେଲା ଅବରାଧଙ୍କ ଚରାଭୂଇଁ ପାଲଟିଛି। ନିଶାଦ୍ରବ ଖୁଲମ୍ଖୁଲା ବିକ୍ରି ହେଉଛି। ବିନାଲାଇସେନ୍ସରେ ଶହ ଶହ ମିନି ବାର୍ ଚାଲିଛି। ଯେଉଁଠି ନାବାଳକ ଓ ନାବାଳିକା ବସି ନିଶାସେବନ କରୁଛନ୍ତି। ପପ୍ଡ୍ୟାନ୍ସରେ ସାମିଲ ହେଉଛନ୍ତି। ନିଶାସେବନ କରିବା ପରେ ଅପରାଧିକ କାର୍ଯ୍ୟକଳାପ କରିବାକୁ ପଛାଉନାହାନ୍ତି।
ଅପରାଧ
ବିଦ୍ୟାଳୟରେ ବାର ଯୁବତୀଙ୍କୁ ଡକାଇ ଅଶ୍ଳୀଳ ନୃତ୍ୟର କରାଯାଇଥିଲା ଆୟୋଜନ
ବିଶ୍ରାମ ପାଇଁ ବିଦ୍ୟାଳୟ ପରିସରରେ ରହିଥିବା ବରଯାତ୍ରୀ ମଦ ପିଇ ୪ଜଣ ବାର ଯୁବତୀଙ୍କୁ ଡାକିଥିଲେ। ଏହି ଯୁବତୀମାନେ ସ୍କୁଲରେ ଭୋଜପୁରୀ ଗୀତରେ କରିଥିଲେ ଅଶ୍ଳୀଳ ନୃତ୍ୟ। ଭିଡିଓ ଭାଇରାଲ।
ମନୋରଞ୍ଜନ
ଟେଲିଭିଜନ ଧାରାବାହିକରେ ଲିପଲକ ଚୁମ୍ବନ ଦୃଶ୍ୟ ଦେଖି ଦର୍ଶକ ଅସନ୍ତୋଷ
ଟେଲିଭିଜନ ସୋ’ ‘କାବ୍ୟା-ଏକ ଜଜବା, ଏକ ଜୁନୁନ’ ରେ ଅଭିନେତା ମିସକତ ବର୍ମା ଓ ଅଭିନେତ୍ରୀ ପଙ୍ଖୁଡ଼ି ଗିଡ଼ବାନିଙ୍କ ଲିପଲକ ଚୁମ୍ବନ ଦୃଶ୍ୟ ଦେଖି ଅସନ୍ତୋଷ ଥିବା ଦର୍ଶକ ପ୍ରତିକ୍ରିୟା ଦେଇ କହିଥିଲେ, ‘ଏହା ଗ୍ରହଣୀୟ ନୁହେଁ।’