Latest Posts
ରାଜ୍ୟ
ଗାଈ ଗୁହାଳ ପାଇଁ ୫ ହଜାର ଲାଞ୍ଚ ନେଉଥିଲେ ଯନ୍ତ୍ରୀ, ମାଡ଼ିବସିଲା ଭିଜିଲାନ୍ସ
ରାଜ୍ୟ ସରକାର ଗୋପାଳନକୁ ପ୍ରୋତ୍ସାହନ ଦେଉଛନ୍ତି। ଗାଈ ପାଳନ କରି ଗୋପାଳକମାନଙ୍କୁ ଆତ୍ମନିର୍ଭରଶୀଳ କରିବାକୁ ଚାହୁଁଛନ୍ତି। ତେବେ ଏହି କାମ ପାଇଁ ନିୟୋଜିତ କର୍ମଚାରୀମାନେ ଅସାଧୁ ଉପାୟରେ ଅର୍ଥ ରୋଜଗାର କରୁଛନ୍ତି। ମୋଟା ଅଙ୍କର ଦରମା ପାଉଥିଲେ ମଧ୍ୟ ଗରିବ, ଖଟିଖିଆ, ମୁଲିଆଙ୍କ ଠାରୁ ଲାଞ୍ଚ ନେଉଛନ୍ତି।
ଜିଲ୍ଲା
ଗୁହାରିଆ ପଡି ଶେଷରେ ଜୀବନ ଦେଲେ ଅବସର ପ୍ରାପ୍ତ ଶିକ୍ଷକ
ମନ୍ଦିରରେ ଗୁହାରିଆ ପଡି ଶେଷରେ ଅବସର ପ୍ରାପ୍ତ ଶିକ୍ଷକ ଜୀବନ ଦେଇଛନ୍ତି। ଗଞ୍ଜାମ ଜିଲ୍ଲା ବଡ଼ଗଡ଼ ଥାନା ବେଠୁଆର ଗାଁ ଘୋଡାଦେବୀ ମନ୍ଦିର ସେଡ ଘର ପାର୍ଶ୍ୱରେ ଏଭଳି ଅଭାବନୀୟ ଘଟଣା ଘଟିଛି...
ଖେଳ
ମନୁଙ୍କୁ ଟ୍ରୋଲ କରୁଥିବା ଲୋକଙ୍କୁ କଡ଼ା ଜବାବ ଦେଲେ କୋଚ
ସମସ୍ତ କାର୍ଯ୍ୟକ୍ରମରେ ମନୁ ପଦକ ନେଇ ପହଞ୍ଚୁଥିବାରୁ ଟ୍ରୋଲ କରୁଥିବା ଲୋକଙ୍କୁ କଡ଼ା ଜବାବ ଦେଇ କୋଚ କହିଲେ, ‘ଏହା ତାଙ୍କ ଅଧିକାରୀ। ଯାହାକୁୂ କେହି ଏଡାଇ ପାରିବେ ନାହିଁ।’
ରାଜନୀତି
ବିଜେପିରେ ନେତାଙ୍କ ପୁଅ ନେତା ହୁଏନା: ନଡ୍ଡା
ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଗୁରୁବାର ଦିନିକିଆ ଓଡ଼ିଶା ଗସ୍ତରେ ଆସି ଭୁବନେଶ୍ୱରରେ ପହଞ୍ଚିଛନ୍ତି। ନଡ୍ଡା ଦଳର ସଦସ୍ୟତା ଅଭିଯାନରେ ସାମିଲ ହୋଇ କହିଛନ୍ତି ବିଜେପିରେ ଜଣେ ନେତାଙ୍କ ପୁଅ ନେତା ହୁଅନ୍ତିନି। ଜଣେ ସାଧାରଣ ଲୋକ ନେତା ହୁଅନ୍ତି...
ଅପରାଧ
ଏକାଧିକ ପୁରୁଷଙ୍କ ସହ ସମ୍ପର୍କ ରଖିବା ସହ ମୁକ୍ତିଙ୍କୁ ହତ୍ୟା ଧମକ ଦେଉଥିଲେ ମହାଲକ୍ଷ୍ମୀ
ପ୍ରେମ ହେଲା କାର। ଏକାଧିକ ପୁରୁଷଙ୍କ ସହ ସମ୍ପର୍କ ରଖିଥିବା ଜାଣି ମୁକ୍ତି ବିବାହ ପାଇଁ ମନା କରିବାକୁ ହତ୍ୟା ଧମକ ହେଉଥିଲେ ମହାଲକ୍ଷ୍ମୀ। ଏହି ରାଗରେ ମୁକ୍ତି ତାଙ୍କୁ ହତ୍ୟା କରିଥିଲେ।
ମନୋରଞ୍ଜନ
ଫ୍ରାଇଡେ ରିଲିଜ୍: ଗୋଟିଏ ଦିନରେ ‘ଦେବରା’ର ୬୪ ସୋ’ କଟକ-ଭୁବନେଶ୍ବରରେ ‘ଅତିଥି’
‘ଡର୍ କୋ ପାର୍ କର୍ନା ହୈ ତୋ ଦେବୋଁ କା କହାନୀ ଶୁନୋ, ଡର୍ କୋ ସମଝନା ହୈ ତୋ ଦେବରା କି କହାନୀ ଶୁନୋ’। ଟ୍ରେଲରରେ ଜୁନିୟର୍ ଏନ୍ଟିଆର୍ଙ୍କ ଦମ୍ଦାର ଡାଏଲଗ୍ ଉଚ୍ଚକୋଟିର ସ୍ରିନ୍ ପ୍ଲେ, ଆକ୍ସନ, ଇମୋସନ ସହ ରୋମାନ୍ସ ସାରାଦେଶରେ ଦର୍ଶକଙ୍କ ମନରେ ଉତ୍ସାହ ଭରି ଦେଇଛି।