Advertisment
Latest Posts
Advertisment
ଜିଲ୍ଲା
ସବୁଜ ହାଇଡ୍ରୋଜେନ୍ ହବ୍ ବିକାଶ ପାଇଁ ପଦକ୍ଷେପ:ପାରାଦୀପ ବନ୍ଦର ଚିହ୍ନଟ
କେନ୍ଦ୍ର ସରକାର ଜାତୀୟ ସବୁଜ ହାଇଡ୍ରୋଜେନ୍ ମିଶନ (ଏନଜିଏଚଏମ) ଅଧୀନରେ ପାରାଦୀପ ସମେତ ତିନୋଟି ପ୍ରମୁଖ ବନ୍ଦରକୁ ସବୁଜ ହାଇଡ୍ରୋଜେନ୍ ହବ୍ (ଜିଏଚଏଚ) ଭାବରେ ଚିହ୍ନଟ କରିଛନ୍ତି। ଅନ୍ୟ ଦୁଇଟି ବନ୍ଦର ଗୁଜରାଟ ଏବଂ ତାମିଲନାଡୁରେ ଅଛି....
Gallery
ବାଣିଜ୍ୟ
ଭାରତରେ ଏଆଇ ହବ୍ ସ୍ଥାପନ କରିବ ଗୁଗୁଲ୍
ଭାରତରେ ଏକ କୃକ୍ରିମ ବୁଦ୍ଧିମତ୍ତା ବା ଏଆଇ ହବ୍ ସ୍ଥାପନ କରିବ ଗୁଗୁଲ । ଏ ନେଇ କମ୍ପାନିର ସିଇଓ ସୁନ୍ଦର ପିଚାଇ ଏକ ବଡ଼ ଘୋଷଣା କରିଛନ୍ତି । କମ୍ପାନି ଏହି ପ୍ରକଳ୍ପ ପାଇଁ ୧୫ ବିଲିୟନ ଡଲାର ନିବେଶ କରିବ ।
ଅପରାଧ
ଅଶ୍ଳୀଳ ସିନେମା ଦେଖିବା ପରେ ଶିଶୁକୁ ଦୁଷ୍କର୍ମ କଲା ନାବାଳକ: ଅଭିଭାବକମାନଙ୍କୁ ଚେତାବନୀ ଦେଲା ପୁଲିସ
ଅଶ୍ଳୀଳ ସିନେମା ଦେଖିବା ପରେ ପାଞ୍ଚ ବର୍ଷର ଶିଶୁକୁ ଦୁଷ୍କର୍ମ କଲା ନାବାଳକ। ଏହି ଘଟଣାରେ ପୀଡ଼ିତାଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ମନୋରଞ୍ଜନ
ବନ୍ଦ ହେବାକୁ ଯାଉଛି ଏମ୍ ଟିଭିର ପ୍ରତିଷ୍ଠିତ ପାଞ୍ଚଟି ମ୍ୟୁଜିକ୍ ଚ୍ୟାନେଲ୍, ଜାଣନ୍ତୁ କାରଣ
ମନୋରଞ୍ଜନ ଚ୍ୟାନେଲ୍ ବଜାରରେ ରାଜ କରୁଥିବା ଏମ୍ ଟିଭି ବନ୍ଦ ହେବାକୁ ଯାଉଥିବା ନେଇ ଖବର ସାମ୍ନାକୁ ଆସିଛି। ଏମ୍ ଟିଭିର ପାଞ୍ଚଟି ପ୍ରତିଷ୍ଠିତ ମ୍ୟୁଜିକ୍ ଚ୍ୟାନେଲ୍ ବନ୍ଦ ହୋଇଯିବ ବୋଲି ୧୨ ଅକ୍ଟୋବର ୨୦୨୫ରେ ପାରାମାଉଣ୍ଟ ଗ୍ଲୋବାଲ୍ ଘୋଷଣା କରିଥିଲା।
ପୁନଶ୍ଚ ପୃଥିବୀ
କୋଇଲାକୁ ପଛରେ ପକାଇଛି ନବୀକରଣଯୋଗ୍ୟ ଶକ୍ତି
ପ୍ରଥମ ଥର ପାଇଁ ବିଶ୍ୱ ସ୍ତରରେ ବିଦ୍ୟୁତ୍ ଶକ୍ତି ଉତ୍ପାଦନରେ ସୌରଶକ୍ତି ଓ ପବନଶକ୍ତି, କୋଇଲାକୁ ପଛରେ ପକାଇ ଦେଇଛି। ଏହି ମାଇଲଖୁଣ୍ଟ ଜଳବାୟୁ ପରିବର୍ତ୍ତନ ବିରୋଧୀ ଲଢ଼େଇକୁ ତ୍ବରାନ୍ବିତ କରିଛି।