ଏବେ ବି ସମାଜର ମୁଖ୍ୟସ୍ରୋତରେ ସାମିଲ ହୋଇପାରିନାହାନ୍ତି ମାଙ୍କେଡ଼ିଆ ଜନଜାତି!
କାଳିଆପାଣି : ଏବେ ବି ସମାଜର ମୁଖ୍ୟସ୍ରୋତରେ ସାମିଲ ହୋଇପାରିନାହାନ୍ତି ମାଙ୍କେଡ଼ିଆ ଜନଜାତି। ଯାଜପୁର ଜିଲ୍ଲାର ରତ୍ନଗର୍ଭା ସୁକିନ୍ଦା କ୍ରୋମ୍ ଉପତ୍ୟକାର କେନ୍ଦ୍ରସ୍ଥଳରେ ଅବସ୍ଥାନ କରୁଥିଲେ ମଧ୍ୟ ସେମାନଙ୍କ ଦୈନନ୍ଦିନ ଚଳଣିରେ ଉଲ୍ଲେଖନୀୟ ପରିବର୍ତନ ଆସିନି କି ସେମାନଙ୍କୁ ଆଧୁନିକତା…