ନାହିଁ ନାହିଁରେ ଚାଲିଛି ଚନ୍ଦ୍ରଭାଗା ସାମୁଦ୍ରିକ ଥାନା : ଥାନାରେ ନାହାନ୍ତି ଆବଶ୍ୟକ କର୍ମଚାରୀ, ସମୁଦ୍ର ଯିବାକୁ…

କୋଣାର୍କ :ଜମ୍ମୁ-କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେବା ପରେ ପାକିସ୍ତାନ ପଟୁ ଜଳପଥରେ ଆତଙ୍କବାଦୀମାନେ ପ୍ରବେଶ କରିବାର ଆଶଙ୍କା ସୃଷ୍ଟି ହୋଇଛି। ଏଥିପାଇଁ ଗୁଇନ୍ଦା ବିଭାଗ ପକ୍ଷରୁ ସର୍ତକ ସୂଚନା ଜାରି କରାଯାଇଥିବା ବେଳେ ଐତିହ୍ୟସ୍ଥଳୀଗୁଡ଼ିକୁ ସୁରକ୍ଷା ବଳୟରେ ରଖିବା ପାଇଁ ହାଇଆଲର୍ଟ ଜାରି…

ସ୍ୱାଧୀନତାର ଦୀର୍ଘ ବର୍ଷ ପରେ ମଧ୍ୟ ଗାମିଗୁଡାକୁ ନାହିଁ ପକ୍କା ରାସ୍ତା, ଜମି ହୁଡ଼ା ହିଁ ପାଲଟିଛି ନିତିଦିନିଆ ରାସ୍ତା

କଲ୍ୟାଣସି˚ହପୁର : ବସତି ସ୍ଥାପନ ହୋଇ ଦୀର୍ଘ ବର୍ଷ ବିତିଲାଣି। କିନ୍ତୁ ବର୍ତମାନ ସୁଦ୍ଧା ଗାଁକୁ ପକ୍କା ରାସ୍ତା ନିର୍ମାଣ ହୋଇପାରିନି। ଜମି ହୁଡ଼ା ହିଁ ପାଲଟିଛି ନିତିଦିନିଆ ରାସ୍ତା। ଗାଁକୁ ପକ୍କା ରାସ୍ତା ନଥିବାରୁ ଗର୍ଭବତୀ ମହିଳା ଓ ରୋଗୀଙ୍କୁ ଖଟିଆ କିମ୍ବା ଭାରରେ ବୁହାଯାଉଛି।…

ବର୍ଷା ଆସିଲେ ବଢ଼ୁଛି ଦୁଃଖ, ଆଣ୍ଠୁଏ ପାଣିରେ ସ୍କୁଲ୍‌ ଯାଉଛନ୍ତି ଛାତ୍ରଛାତ୍ରୀ

ନିରାକାରପୁର : ୭୨ ବର୍ଷର ପୁରୁଣା ଉଚ୍ଚ ବିଦ୍ୟାଳୟ। କିନ୍ତୁ ଛାତ୍ରଛାତ୍ରୀଙ୍କ ଯିବାକୁ ଭଲ ରାସ୍ତାଟିଏ ନାହିଁ। ଫଳରେ ବର୍ଷା ଦିନ ଆସିଲେ ଚିନ୍ତାରେ ପଡ଼ନ୍ତି ଛାତ୍ରଛାତ୍ରୀ ଓ ଅଭିଭାବକ। ଆଣ୍ଠୁଏ ପାଣିରେ ଏହି ବିଦ୍ୟାଳୟକୁ ଛାତ୍ରଛାତ୍ରୀଙ୍କୁ ବର୍ଷାବେଳେ ପ୍ରତିଦିନ ଯିବାକୁ ପଡ଼ିଥାଏ। ଖୋର୍ଧା…

ଲକ୍ଷ୍ୟଚ୍ୟୁତ ହେଲାଣି ମନରେଗା, ୧୪ ବ୍ଲକରେ ଏକ ଲକ୍ଷ ହିତାଧିକାରୀଙ୍କୁ ମିଳିନି ୩୨୩୯ କୋଟି ଟଙ୍କା

ଜୟପୁର : ଉପା ସରକାରଙ୍କର ମହତ୍ବାକାଂକ୍ଷୀ ଯୋଜନା ହେଉଛି ମହାତ୍ମା ଗାନ୍ଧୀ ଜାତୀୟ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ବା ମନରେଗା। ଅଣକୁଶଳ କାର୍ଯ୍ୟ ପାଇଁ ପ୍ରତି ପରିବାରର ଶ୍ରମିକଙ୍କୁ ୧୦୦ଦିନର କାର୍ଯ୍ୟ ଦେବାକୁ ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଥିଲା ଏହି ଯୋଜନା। କିନ୍ତୁ ଏହି ଯୋଜନା…

ବିପଦସଙ୍କୁଳ ଅବସ୍ଥାରେ ବିଦ୍ୟୁତ୍‌ ଯୋଗାଣ

ବ୍ରହ୍ମଗିରି : ପ୍ରଳୟଙ୍କରୀ ବାତ୍ୟା ‘ଫନି’ରେ ବ୍ରହ୍ମଗିରି ଓ କୃଷ୍ଣପ୍ରସାଦ ବ୍ଲକ୍‌ରେ ବିଦ୍ୟୁତ୍ ଭିତ୍ତିଭୂମି ବିପର୍ଯ୍ୟସ୍ତ ହୋଇପଡ଼ିଥିବା ବେଳେ ଅଦ୍ୟାବଧି ଅନେକ ସ୍ଥାନରେ ବିଦ୍ୟୁତ୍ ସେବା ସ୍ବାଭାବିକ ହୋଇପାରି ନାହିଁ। ଉଠା ଜଳସେଚନ ଓ ସୌଭାଗ୍ୟ ଯୋଜନାରେ ବସିଥିବା ଟ୍ରାନ୍‌ସ୍‌ଫର୍ମରର…

ପ୍ରଶାସନର ଦୃଷ୍ଟି ଆଢ଼ୁଆଳରେ ସାକେରୀ ଦିଅଁକୁଣ୍ତ

ଓଡ଼ଗାଁ : ଓଡ଼ଗାଁ ବ୍ଲକ୍‌ ସାକେରୀ ପଞ୍ଚାୟତ ଶୁଳିଆ ପାହାଡ଼ ପାଦ ଦେଶରେ ଥିବା ଦିଅଁକୁଣ୍ତ ଜଳପ୍ରପାତ ଓ ପୀଠ ପ୍ରଶାସନର ଦୃଷ୍ଟି ଆଢ଼ୁଆଳରେ ରହିଯାଇଛି। ଓଡ଼ଗାଁ ବ୍ଲକ୍‌ କାର୍ଯ୍ୟାଳୟଠାରୁ ୧୦ କିମି ଓ ସାକେରୀ ଗ୍ରାମଠାରୁ ୨ କିମି ଦୂରରେ ଥିବା ଶୁଳିଆ ପାହାଡ଼ରୁ ଏହି ଜଳ ପ୍ରପାତର ମନୋରମ ଦୃଶ୍ୟ…

ଝଝାଙ୍ଗ ପୋଲ ନିର୍ମାଣ ନୋହିଲା, ପାଣି ସୁଅରେ ସ୍କୁଲ୍‌ ଯାଉଛନ୍ତି ଛାତ୍ରଛାତ୍ରୀ

କୁତ୍ରା : କୁତ୍ରା ବ୍ଲକ ଅନ୍ତର୍ଗତ କିରିଙ୍ଗସେରା ପଞ୍ଚାୟତ ଅନ୍ତର୍ଗତ ଝିରପାଣି ମଝାପଡା ଲଗାଣ ବର୍ଷାରେ ଜଳ ବନ୍ଦୀ ଅବସ୍ଥାରେ ରହିଛି। ଗ୍ରାମକୁ ଯିବା ପାଇଁ ଝଝାଙ୍ଗ ପୋଲ ନିର୍ମାଣ ହୋଇନଥିବାରୁ ଗ୍ରାମବାସୀଙ୍କ ଠାରୁ ଆରମ୍ଭ କରି ଛାତ୍ରଛାତ୍ରୀ ପର୍ଯ୍ୟନ୍ତ ଅଣ୍ଟାଏ ପାଣି ଭିତରେ କିରିଙ୍ଗସେରା…

ଆବାସ ଯୋଜନା ଦିଗହରା : ହିତାଧିକାରୀଙ୍କୁ ମିଳୁନି ବାସଗୃହ, ଦଦରା କୁଡ଼ିଆରେ ବିତୁଛି ଜୀବନ

ବୈପାରିଗୁଡା : ସରକାରଙ୍କ ଅନେକ ଯୋଜନା ରହିଛି। ସେଥିମଧ୍ୟରେ ମଣିଷର ମୌଳିକ ଆବଶ୍ୟକତା ବାସଗୃହ ଯୋଜନା ମଧ୍ୟ ରହିଛି। କିନ୍ତୁ ପରିଚାଳନାଗତ ତ୍ରୁଟି ଏବଂ କ୍ଷେତ୍ରକର୍ମଚାରୀଙ୍କ ଅବହେଳା ଯୋଗୁଁ ଯୋଜନା ଦିଗହରା ହେବାକୁ ବସିଲାଣି। ରହିବାକୁ ଗୃହ ନଥିବାରୁ ଅତି ଦୟନୀୟ ଅବସ୍ଥାରେ ବାସି କରୁଛନ୍ତି…

ସ୍ୱାଧୀନତାର ୭୩ ବର୍ଷ ପରେ ବି ମୌଳିକ ସୁବିଧା ସୁଯୋଗରୁ ବଞ୍ଚିତ ସୁନ୍ଦରଗଡ଼ ଜିଲ୍ଲାର ‘ଫୁଟାକନା ଗାଁ’

ସୁନ୍ଦରଗଡ଼ : ତେସ୍ତରି ବର୍ଷ ବିତିଗଲା। ଦେଶ ସେ ଦିନର ସ୍ମୃତିକୁ ତାଜା କରିବା ପାଇଁ ପାଳୁଛି ସ୍ୱାଧୀନତା ଦିବସ। ମୁକ୍ତିର ଗୀତ ଗାଇ ଗାଇ ଫରଫର ଉଡ଼ିଛି ତ୍ରିରଙ୍ଗା। କିନ୍ତୁ ଏକ ହର୍ଷ ଉଲ୍ଲାସ ମଧ୍ୟରେ ଏକ ବିଷାଦଯୁକ୍ତ ବିଡ଼ମ୍ବନା ହେଲା, ଏବେ ବି ସ୍ୱାଧୀନ ଭାରତର ଅନେକ ଗାଁ ପରାଧୀନ ଜୀବନ…

ନବରଙ୍ଗପୁର ଜିଲ୍ଲାର ସାନଡାଇଭଟାରେ ସୋଲାର ଟାଙ୍କି ପାଣିରୁ ବାହାରୁଛି ପୋକ, ପାଣି ପାଇଁ ଲୋକେ ହଇରାଣ

ନବରଙ୍ଗପୁର : ନବରଙ୍ଗପୁର ସହର ଠାରୁ ମାତ୍ର ଗୋଟିଏ କିଲୋମିଟର ଦୂର ସାନଡାଇଭଟା ଗ୍ରାମରେ ଅଦ୍ୟାବଧି ପାନୀୟ ଜଳ ପ୍ରକଳ୍ପ ନିର୍ମାଣ କରାଯାଇନି। ଗ୍ରାମର ୫୦ଟି ପରିବାର ପାଇଁ ଥିବା ସୋଲାର ଟାଙ୍କିର ପାଣିରେ ପୋକ ବାହାରୁଥିବାରୁ ପାଣି ପିଇବା ଯୋଗ୍ୟ ନୁହେଁ ବ‌ୋଲି ଗ୍ରାମବାସୀ ଅଭିଯୋଗ…