ଦିନ ୨ଟା ୩୦ରେ ଭୁବନେଶ୍ବର ରାଜ୍ୟର ସର୍ବୋଚ୍ଚ ଉତ୍ତପ୍ତ ସହର: ତାପମାତ୍ରା ୪୧.୮ ଡିଗ୍ରି ରେକର୍ଡ

ଭୁବନେଶ୍ବର: ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଆଜି ବି ରାଜ୍ୟ ସାରା ପ୍ରବଳ ଖରା ସହିତ ଗୁଳୁଗୁଳି ଅନୁଭୂତ ହୋଇଛି। ସକାଳ ୮ଟା ପରଠାରୁ ଅପରାହ୍‌ଣ ସାଢ଼େ ୩ଟା ପର୍ଯ୍ୟନ୍ତ ଜନଜୀବନ ଅସ୍ତବ୍ୟସ୍ତ ହୋଇଛି। ଟାଣ ଖରାଯୋଗୁଁ ରାସ୍ତାଘାଟ ଖାଲିଖାଲି ଅନୁଭୂତ ହୋଇଛି। ଆଞ୍ଚଳିକ ପାଣିପାଗ…

ନିର୍ବାଚନ ଜିତିବାର ମାସେ ଭିତରେ ବିସ୍ଥାପନ ସମସ୍ୟାର ସମାଧାନ ହେବ: ଯୋଗେଶ

ସୁନ୍ଦରଗଡ଼: ଏମସିଏଲର ୧୪ଟି ବିସ୍ଥାପିତ ଗାଁ ଭୋଟ ବର୍ଜନ ଘୋଷଣା କରିଛନ୍ତି। ଯାହା ଚିନ୍ତାଜନକ, କହିଛନ୍ତି ପୂର୍ବତନ ବିଧାୟକ ତଥା ବିଜେଡିର ସୁନ୍ଦରଗଡ଼ର ବିଧାନସଭା ପ୍ରାର୍ଥୀ ଯୋଗେଶ ସିଂ। ୩୦ ବର୍ଷ ପରେ ବି ଏମସିଏଲ କର୍ତ୍ତୃପକ୍ଷ କ୍ଷତିପୂରଣ, ପୁନର୍ବାସ, ନିଯୁକ୍ତି ନଦେଇ ଭଣ୍ଡି…

ରାଇରଙ୍ଗପୁର ନିର୍ବାଚନ ମଣ୍ଡଳୀର କଂଗ୍ରେସ ପ୍ରାର୍ଥୀଙ୍କ ବଦଳି ଦାବି

ରାଇରଙ୍ଗପୁର: ମୟୂରଭଂଜ ଜିଲ୍ଲା ରାଇରଙ୍ଗପୁର ନିର୍ବାଚନ ମଣ୍ଡଳୀର ଜାତୀୟ କଂଗ୍ରେସ ଦଳ ପକ୍ଷରୁ ରାଇରଙ୍ଗପୁରସ୍ଥିତ ରଙ୍ଗଲାଲ୍ ଧର୍ମଶାଳାର ସମ୍ମିଳନୀ କକ୍ଷରେ ରବିବାର ସନ୍ଧ୍ୟାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। କଂଗ୍ରେସର ପୂର୍ବତନ ବିଧାୟକ ଶ୍ୟାମଚରଣ ହାଂସଦାଃଙ୍କ…

କଂଗ୍ରେସ ଗଡ଼ରେ ସବୁ ଗଡ଼ବଡ଼: ପ୍ରାର୍ଥୀ ବଦଳାଇବାକୁ ନେଇ ଚାଲିଥିବା ଅସନ୍ତୋଷର ନିଆଁ ଚରମ ସୀମାରେ

ଘୁ.ଉଦୟଗିରି: ମୁଣ୍ଡ ଉପରେ ସାଧାରଣ ନିର୍ବାଚନ। ଏଥି ପାଇଁ ରଣକ୍ଷେତ୍ରକୁ ଯିବାକୁ ସମସ୍ତ ରାଜନୈତିକ ଦଳ ପ୍ରସ୍ତୁତ ହୋଇସାରିଥିବା ବେଳେ କଂଗ୍ରେସ ଦଳ ଭିତରେ ଗୋଷ୍ଠୀ କନ୍ଦଳ ଚରମ ସୀମାରେ ପାଞ୍ଚିଗଲାଣି, ଯେଉଁ କାରଣରୁ ଦଳୀୟ ପ୍ରାର୍ଥୀ ନିର୍ବାଚନ ମଇଦାନକୁ ଖୋଲାଖୋଲି ଆସିପାରିନାହାନ୍ତି। ଆଜି…

ପଂଚାୟତ କାର୍ଯ୍ୟାଳୟରେ ହିତାଧିକାରୀଙ୍କୁ ତାଲା ବନ୍ଦ ରଖିବା ଘଟଣା: ଅଭିଯୁକ୍ତଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ…

ରାଇରଙ୍ଗପୁର/ବିଜାତଳା: ମୟୂରଭଂଜ ଜିଲ୍ଲା ବାମନଘାଟୀ ଉପଖଣ୍ଡ ବିଜାତଳା ବ୍ଲକ୍ ନୁଷାଡିହି ଗ୍ରା.ପର ଗୋପୀନାଥପୁର ଗ୍ରାମବାସୀ ରାଇରଙ୍ଗପୁର ଗ୍ରାମାଂଚଳ ଥାନାର ଦ୍ୱାରସ୍ଥ ହେଲେ। ଗୋପୀନାଥପୁର ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ ଗତ ୧୮ ଅପ୍ରେଲରେ ଗୋପିନାଥପୁର ଗ୍ରାମର ଗ୍ରାମବାସୀମାନେ ନୁଷାଡିହି…

ଜଳୁଛି କଳିଙ୍ଗା ଘାଟି ଜଙ୍ଗଲ: ବିପଦରେ ବନ୍ୟପ୍ରାଣୀ

ଘୁ.ଉଦୟଗିରି: ଗଞ୍ଜାମ-କନ୍ଧମାଳ ସୀମାନ୍ତ କଳିଙ୍ଗାଘାଟି ଜଙ୍ଗଲ ବିପଦରେ। ଜଙ୍ଗଲ ସଂପଦ ନିଆଁର ଆଁ ଭିତରେ। କିମିକିମି ବ୍ୟାପି ଜଳୁଛି ଜଙ୍ଗଲ। କଳିଙ୍ଗା ଘାଟିର ଲମ୍ବ ୧୦କିମି ରହିଥିବା ବେଳେ ୬କିମି ପର୍ଯ୍ୟନ୍ତ ଗଞ୍ଜାମ ଜିଲ୍ଲାର ଘୁମୁସର ବନଖଣ୍ଡ ଅଧୀନରେ ରହିଛି ବଳକା ଜଙ୍ଗଲ କନ୍ଧମାଳ ଜିଲ୍ଲାର…

ସୁନ୍ଦରଗଡ଼ରେ ବିଜେଡିର ମହାମିଶ୍ରଣ ପର୍ବ: ଅନ୍ୟ ଦଳର ୨ ହଜାର ନେତା, କର୍ମୀ, ଯୁବ ଭୋଟର ସାମିଲ

ସୁନ୍ଦରଗଡ଼: ସୁନ୍ଦରଗଡ଼ ବିଧାନସଭା ଓ ଲୋକସଭାକ୍ଷେତ୍ରରେ ବିଜେଡି ପ୍ରଥମଥର ପାଇଁ ଖାତା ଖୋଲିବ। ଏହି ଆଶାରେ ବିଜେଡି ଓ ଦଳୀୟ ପ୍ରାର୍ଥୀ ପୂରା ଦମ୍ ଲଗାଇ ଦେଇଛନ୍ତି। ସାଂସଦ ପ୍ରାର୍ଥୀ ପଦ୍ମଶ୍ରୀ ଦିଲୀପ ତିର୍କି ଓ ବିଧାନସଭା ପ୍ରାର୍ଥୀ ଯୋଗେଶ କୁମାର ସିଂ ସେମାନଙ୍କ ପ୍ରଚାର ଅଭିଯାନକୁ…

ଏପ୍ରିଲ ୨୪ରେ ପ୍ରଚାର ମୈଦାନକୁ ଓହ୍ଲାଇବେ ବିଜେଡି ସୁପ୍ରିମୋ, ହିଞ୍ଜିଳିରେ କରିବେ ଶକ୍ତି ପ୍ରଦର୍ଶନ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତା ୨୪ରୁ ପ୍ରଚାର ମୈଦାନକୁ ଓହ୍ଲାଇବେ। ସେ ଗଂଜାମ ଜିଲ୍ଲା ହିଂଜିଳି ବିଧାନସଭା ନିର୍ବାଚନ ମଣ୍ଡଳୀରୁ ପ୍ରଚାର ଆରମ୍ଭ କରିବେ। ୨୪ ତାରିଖରେ ହିଂଜିଳି ବିଧାନସଭା ନିର୍ବାଚନ ମଣ୍ଡଳୀରେ ପ୍ରଚାର କରିବାକୁ ଥିବା ବେଳେ ୨୫ ତାରିଖରେ ରାୟଗଡ଼ାରେ…

ସୀମାନ୍ତ ତେଲେଙ୍ଗାନା ପୁଲିସ ନିକଟରେ ୬ ନକ୍ସଲ ଆତ୍ମସମର୍ପଣ

ମାଲକାନଗିରି: ସୀମାନ୍ତ ତେଲେଙ୍ଗାନା ପୁଲିସ ନିକଟରେ ୬ ଜଣ ନକ୍ସଲ ଆତ୍ମସମର୍ପଣ କରିଛନ୍ତି। ନିଷିଦ୍ଧ ମାଓବାଦୀଙ୍କ ଆତ୍ମସମର୍ପଣ କାର୍ଯ୍ୟକ୍ରମ ଯାହା ସଫଳ ଫଳାଫଳ ପ୍ରଦାନ କରୁଛି “ଅପରେସନ୍ ଚାୟୁଥା”। ଆଜି ଛତିଶଗଡର କିଷ୍ଟରାମ ଥାନା ଅଧୀନରେ ଥିବା ତେଲେଙ୍ଗାନା-ଛତିଶଗଡ଼ ସୀମାବର୍ତ୍ତୀ ଗ୍ରାମ…

ରାଜନୈତିକ ରାଲିରେ ଯୋଗଦେଇ ବଳି ପଡ଼ିଲେ କିରାଣି, ଜିଲ୍ଲାପାଳ କଲେ ନିଲମ୍ବନ

କଣ୍ଟାମାଳ: ବୌଦ୍ଧ ଜିଲ୍ଲାପାଳଙ୍କ ବାରମ୍ବାର ତାଗିଦ ସତ୍ୱେ ଜିଲ୍ଲାରେ ଜଣେ ପରେ ଜଣେ ସରକାରୀ କର୍ମଚାରୀ ରାଜନୈତିକ କାର୍ଯ୍ୟକଳାପରେ ସାମିଲ ହୋଇ ନିର୍ବାଚନ ଆଚରଣବିଧି ଉଲ୍ଲଘଂନ ହେଉଥିବା ଦେଖାଯାଉଛି। ଏହାରି ମଧ୍ୟରେ କେବଳ ଶିକ୍ଷା ବିଭାଗର ୩ ଜଣ ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ରାଜନୈତିକ କାର୍ଯ୍ୟ…