ସାଙ୍ଗ ସହ ବୁଲିବାକୁ ଯାଇଥିବା ବେଳେ ଯୁବତୀଙ୍କୁ ଅସଦାଚରଣ, ପୋଷାକ ଫାଡି ଦେବା ସହ ଉତ୍ତୋଳନ କଲେ ଭିଡିଓ

ଜହାନାବାଦ୍‌ : ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି, ଯେଉଁଥିରେ ୩-୪ଯୁବକ ଜଣେ ଯୁବତୀଙ୍କ ସହ ଅସଦାଚରଣ କରୁଥିବାର ଦେଖା ଯାଇଛି । ଭିଡିଓଟି ଭାଇରାଲ ହେବା ପରେ ଏହା ବିହାରରେ ଥିବା ଜହାନାବାଦ୍‌ ଜିଲ୍ଲାର ବୋଲି ଚର୍ଚ୍ଚା ଆରମ୍ଭ ହୋଇଛି । ଭିଡିଓରେ ଅଭିଯୁକ୍ତମାନେ ଯୁବତୀଙ୍କ ସହ…
ଅଧିକ ଖବର ଦେଖନ୍ତୁ...

ବିବାହ ସମୟରେ ସାଥିରେ ବସିଥିଲେ ବର-କନ୍ୟା,ଫଟୋ ଉଠାଇବା ପାଇଁ ମୁଣ୍ଡ ଉପରୁ ଓଢ଼ଣା ହଟାଇବାକୁ କହିଲେ ଫଟୋଗ୍ରାଫର,ତା’…

ନୂଆଦିଲ୍ଲୀ : ସାଉଦି ଆରବରେ ବିବାହ ସମୟରେ ଘଟିଥିବା ଘଟଣାକୁ ନେଇ ଏବେ ସମସ୍ତେ ଚର୍ଚ୍ଚା କରିବା ଆରମ୍ଭ କରିଛନ୍ତି । ବିବାହ ସମୟରେ ବର-କନ୍ୟା ସାଥିରେ ବସିଥିବା ସମୟରେ ଫଟୋଗ୍ରାଫର ଫଟୋ ଉଠାଇବା ପାଇଁ କନ୍ୟାକୁ ଓଢ଼ଣା ହଟାଇବା ପାଇଁ କହିଥିଲେ । ଯାହା ପରେ ବର କନ୍ୟାର ମୁହଁ ଦେଖି ତୁରନ୍ତ…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆଜିର ରାଶିଫଳ

ମେଷ: ବିଶେଷ କାର୍ଯ୍ୟ ପୂରା କରିବାରେ ଟିକେ ବିଳମ୍ବ ହୋଇପାରେ। ଘର କାମରେ ମିତ୍ରଙ୍କ ସାହାଯ୍ୟ ପାଇବେ। ବ୍ୟାବସାୟିକ କାମରେ ଦୂରସ୍ଥାନକୁ ଯାତ୍ରାରେ ଯିବେ। ମହିଳାମାନେ ନିଜର ଅଳଙ୍କାର ପ୍ରତି ବିଶେଷ ଧୢାନ ଦିଅନ୍ତୁ। ଶୁଭରଙ୍ଗ: ଗୋଲାପୀ। ଆରାଧନା: ମାଆ ମଝିଘରିଆଣୀ। ବୃଷ: ଆଜି…
ଅଧିକ ଖବର ଦେଖନ୍ତୁ...

କର୍କଟ ରୋଗରେ ପୀଡ଼ିତ ଥିବା ସମୟରେ ରଣବୀର ସିଂହଙ୍କ ଏହି ଗୀତ ସୋନାଲିଙ୍କୁ ବହୁତ ସାହାଯ୍ୟ କରିଥିଲା

ମୁମ୍ବାଇ: ମୁମ୍ବାଇ ଫେରିବା ପରେ କୌଣସି ନା କୌଣସି କାରଣରୁ ସୋନାଲି ବେନ୍ଦ୍ରେ ଚର୍ଚ୍ଚାରେ ରହିଛନ୍ତି । କିଛି ଦିନ ହେବ ସେ ନ୍ୟୁୟର୍କରେ କର୍କଟ ରୋଗର ଚିକିତ୍ସା କରାଉଥିଲେ । ଯାହାର ସୂଚନା ସେ ନିଜ ସୋସିଆଲ ମିଡିଆ ଆକାଉଣ୍ଟ ଜରିଆରେ ସମସ୍ତଙ୍କୁ ଦେଉଥିଲେ । ଜୀବନର ଏତେ କଠିନ ସମୟ ଦେଇ ଗତି…
ଅଧିକ ଖବର ଦେଖନ୍ତୁ...

ଶୌଚାଳୟର ପ୍ୟାନ୍‌ଠାରୁ ଅଧିକ ଅପରିଷ୍କାର ହୋଇଥାଏ ଏହି ସବୁ ନିତ୍ୟବ୍ୟବହାର୍ଯ୍ୟ ଜିନିଷ

ଶୌଚାଳୟରେ ବ୍ୟବହାର କରାଯାଉଥିବା ପ୍ୟାନ୍‌କୁ ଲୋକମାନେ ସାଧାରଣତଃ ସବୁଠାରୁ ଅପରିଷ୍କାର ବୋଲି ଭାବନ୍ତି । ସେଥିରେ ଅଧିକ ବ୍ୟାକ୍ଟେରିଆ ଥାଏ ବୋଲି ଲୋକମାନଙ୍କ ଧାରଣା ରହିଛି । ଯାହାପାଇଁ ଲୋକମାନେ ପ୍ରତିଦିନ ଶୌଚାଳୟ ପ୍ୟାନ୍‌କୁ ଭଲ ଭାବରେ ସଫା କରିଥାନ୍ତି । କିନ୍ତୁ ଆପଣମାନେ ଜାଣିଛନ୍ତି…
ଅଧିକ ଖବର ଦେଖନ୍ତୁ...

ମୋଦି କ୍ୟାବିନେଟ୍‌ର ବଡ଼ ନିଷ୍ପତ୍ତି: ସିନେମା ହଲ୍‌ରେ ବସି ଏହି କାମ କଲେ ଦେବାକୁ ପଡ଼ିବ ୧୦ଲକ୍ଷ ଟଙ୍କାର ଜରିମାନା

ମୁମ୍ବାଇ: ଫିଲ୍ମର ପାଇରେସିକୁ ରୋକିବା ପାଇଁ ମୋଦି ସରକାର ଯେଉଁ ନିଷ୍ପତ୍ତି ନେଇଛନ୍ତି, ତାହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ରିଲିଜ୍‌ ହେଉ ହେଉ ଫିଲ୍ମ ଲିକ୍‌ ହୋଇଯିବାର ସମସ୍ୟାକୁ ରୋକିବା ପାଇଁ ମୋଦି ସରକାର ସିନେମାଟୋଗ୍ରାଫି ଅଧିନିୟମ ୧୯୫୨ରେ ପରିବର୍ତ୍ତନ ଆଣିବା ପାଇଁ ମଞ୍ଜୁରି…
ଅଧିକ ଖବର ଦେଖନ୍ତୁ...

ଫୋନ ପାଇଁ ଚାଲିଗଲା ଯୁବକଙ୍କ ଜୀବନ, ତଦନ୍ତ ପରେ ସାମ୍ନାକୁ ଆସିଲା କାରଣ

ନୂଆଦିଲ୍ଲୀ: ଥାଇଲାଣ୍ଡରେ ଜଣେ ଯୁବକଙ୍କ ଜୀବନ ତାଙ୍କ ଫୋନ ପାଇ ଚାଲି ଯାଇଥିବା ଜଣା ପଡ଼ିଛି । ଯୁବକଜଣଙ୍କ କାନରେ ଇୟରଫୋନ ଦେଇ ଗୀତ ଶୁଣିବା ସହ ଫୋନକୁ ଚାର୍ଜ କରୁଥିଲେ । କିନ୍ତୁ ନିଦ ଲାଗିଯିବାରୁ ସେ ଫୋନରୁ ଚାର୍ଜର କାଢ଼ି ପାରି ନଥିଲେ । ଯାହାଦ୍ୱାରା କାନରେ କରେଣ୍ଟ ବାଜିବାରୁ ସେ…
ଅଧିକ ଖବର ଦେଖନ୍ତୁ...

ଆଖି ମାରା ପରେ ଏବେ ପ୍ରିୟା ପ୍ରକାଶଙ୍କ ଚୁମ୍ବନ ପ୍ରଦାନ ଭିଡିଓ ହେଲା ଭାଇରାଲ

ମୁମ୍ବାଇ: ମାତ୍ର ୨୬ସେକେଣ୍ଡର ଭିଡିଓ ପାଇଁ ସାରା ଦେଶରେ ରାତା ରାତି ଷ୍ଟାର ପାଲଟି ଯାଇଥିଲେ ମଲୟାଲମ ଅଭିନେତ୍ରୀ ପ୍ରିୟ ପ୍ରକାଶ । ତାଙ୍କର ଆଖି ମରା ଭିଡିଓ ସମସ୍ତଙ୍କୁ ପାଗଳ କରିଥିବା ବେଳେ ତାଙ୍କୁ ‘ନ୍ୟାସ୍‌ନାଲ କ୍ରସ୍‌’ର ନାଁ ଦିଆ ଯାଇଥିଲା । ଗତ ବର୍ଷ ଭାଲେଣ୍ଟାଇନ୍‌ ସପ୍ତାହରେ…
ଅଧିକ ଖବର ଦେଖନ୍ତୁ...

ପ୍ରେମିକାର ବିବାହ ହେବା ପରେ ଦେଖା କରିବା ପାଇଁ ପହଞ୍ଚିଥିଲା ପ୍ରେମିକ, ଦୁଇ ଜଣଙ୍କୁ ହାଣିଲେ ପରିବାର ଲୋକେ

ଆଗ୍ରା: ଉତ୍ତରପ୍ରଦେଶର ଆଗ୍ରାରେ ଜଣେ ବିବାହିତ ମହିଳା ଏବଂ ତାଙ୍କ ପ୍ରେମିକଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଛି । ମହିଳାଙ୍କ ଶାଶୁଘର ଲୋକେ ଏଭଳି ହତ୍ୟାକାଣ୍ଡ ଘଟାଇଥିବା ଜଣା ପଡ଼ିଛି । ପ୍ରେମିକ ପ୍ରେମିକାର ବିବାହ ହେବା ପରେ ମଧ୍ୟ ଶାଶୁ ଘରକୁ ଦେଖା କରିବା ପାଇଁ ଯାଇଥିଲା । ସତ ସାମ୍ନାକୁ…
ଅଧିକ ଖବର ଦେଖନ୍ତୁ...

ପ୍ରଥମେ ଗୁଗଲ୍‌ରୁ ଠିକଣା ଖୋଜି ମଧ୍ୟରାତ୍ରରେ ବଲିଉଡ୍‌ ଅଭିନେତା ଅକ୍ଷୟ କୁମାରଙ୍କ ଘରେ ପଶିଲା ଚୋର, ତା’ ପରେ…

ମୁମ୍ବାଇ: ବଲିଉଡ୍‌ ଅଭିନେତା ଅକ୍ଷୟ କୁମାରଙ୍କ ଘରେ ଚୋର ପଶିଥିବା ଖବରକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ଘଟଣାଟି ସୋମବାର ଘଟିଥିବା ବେଳେ ତାହା ଏବେ ସାମ୍ନାକୁ ଆସିଛି । ଅଭିଯୁକ୍ତ ଗୁଗଲ୍‌ରେ ଅକ୍ଷୟ କୁମାରଙ୍କ ଘରର ଠିକଣା ଖୋଜି ଏଭଳି ଅପରାଧ କରିବାକୁ ବାହାରିଥିଲା ବୋଲି ଜଣା ପଡ଼ିଛି ।…
ଅଧିକ ଖବର ଦେଖନ୍ତୁ...