କପିଲଙ୍କ ସହ ମୋର ଝଗଡ଼ା ‘ପବ୍ଲିସିଟି ଷ୍ଟଣ୍ଟ’ ଥିଲା ! ସାମ୍ବାଦିକ ସମ୍ମିଳନୀରେ କହିଲେ ସୁନୀଲ

ମୁମ୍ବାଇ: ଆଜକୁ ପ୍ରାୟ ୭ବର୍ଷ ତଳେ ଏକ ଏଭଳି ବନ୍ଧୁତା ଭାଙ୍ଗିଥିଲା, ଯାହାର ଖବର ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା। ଭାରତର ଲୋକପ୍ରିୟ ହାସ୍ୟ ଅଭିନେତା କପିଲ ଶର୍ମା ଓ ସୁନୀଲ ଗ୍ରୋଭର ଏକ ସୋ’ କରିବା ପାଇଁ ବିମାନରେ ଯାଉଥିବା ବେଳେ ଦୁହିଁଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଏହା ପରଠାରୁ…
ଅଧିକ ଖବର ଦେଖନ୍ତୁ...

ନବାଗତମାନଙ୍କୁ ୧୫ମିନିଟ ଦେଖା କରିବାକୁ ୧ଲକ୍ଷ ଟଙ୍କା ନେବି, ମାଗଣାରେ କାମ କରିହେବ ନାହିଁ: ଅନୁରାଗ କଶ୍ୟପ

ମୁମ୍ବାଇ: ସବୁ‌ବେଳେ ଭିନ୍ନ ଧରଣର ଚଳଚ୍ଚିତ୍ର ନିର୍ମାଣ କରିବାକୁ ପସନ୍ଦ କରୁଥିବା ଅନୁରାଗ କଶ୍ୟପ ବଲିଉଡର ଲୋକପ୍ରିୟ ଚଳଚ୍ଚିତ୍ର ନିର୍ମାତାମାନଙ୍କ ମଧ୍ୟରୁ ଜଣେ। ସୋସିଆଲ ମିଡିଆରେ ଖୋଲାଖୋଲି ଭାବେ ନିଜର ମତ ରଖୁଥିବା ଅନୁରାଗ କଶ୍ୟପ ପୁଣି ଥରେ ଏବେ ଚର୍ଚ୍ଚାକୁ ଆସିଛନ୍ତି। ବଲିଉଡକୁ…
ଅଧିକ ଖବର ଦେଖନ୍ତୁ...

ରାଜନୀତିରେ ପାଦ ଦେବେ ବଲିଉଡ ଅଭିନେତ୍ରୀ ନେହା ଶର୍ମା, ଲଢ଼ିବେ ଲୋକସଭା ନିର୍ବାଚନ !

ନୂଆଦିଲ୍ଲୀ: ରାଜନୀତିରେ ପାଦ ଦେବେ ବଲିଉଡ ଅଭିନେତ୍ରୀ ତଥା ମଡେଲ ନେହା ଶର୍ମା | ଲଢ଼ିବେ ଆଗାମୀ ଲୋକସଭା ନିର୍ବାଚନ | ତାଙ୍କ ବାପା ଏହା ପ୍ରକାଶ କରିଥିବା ଜଣାପଡିଛି। ବିହାରର ଭାଗଲପୁର ବିଧାୟକ ତଥା ନେହାଙ୍କ ବାପା ଅଜିତ ଶର୍ମା କହିଛନ୍ତି ଯେ, ମହାଗଠବନ୍ଧନ ସିଟ୍ ବାଣ୍ଟିବା ପରେ ଯଦି…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଏ ସପ୍ତାହର ରାଶିଫଳ

ମେଷ: ଏ ସପ୍ତାହ ଆପଣ ଲକ୍ଷ୍ୟସ୍ଥଳରେ ପହଞ୍ଚିବାର କୌଣସି ଅସୁବିଧା ହେବନାହିଁ। ଆର୍ଥିକ ସ୍ଥିତିରେ ଉନ୍ନତି। ବ୍ୟବସାୟ ପାଇଁ ନୂଆ ରାସ୍ତା ଉନ୍ମୁକ୍ତ ହେବ। କୌଣସି ବଡ଼ ଡିଲ୍ କରିପାରନ୍ତି। ସରକାରୀ ଚାକିରିଆ ଟିକେ ଅଶାନ୍ତିରେ ରହିପାରନ୍ତି। ରାଜନୀତିରେ ମହତ୍ତ୍ବାକାଂକ୍ଷା ପୂରା ହେବ।…
ଅଧିକ ଖବର ଦେଖନ୍ତୁ...

ଉର୍ବଶୀଙ୍କ ସ୍ବପ୍ନ ଭାଙ୍ଗିଦେଇଥିଲେ ସୁସ୍ମିତା, ୨୦୧୨ରେ ହୋଇପାରିନଥିଲେ ‘ମିସ ୟୁନିଭର୍ସ’

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଉର୍ବଶୀ ରାଉତେଲାଙ୍କ ସ୍ବପ୍ନ ଭାଙ୍ଗିଦେଇଥିଲେ ଅଭିନେତ୍ରୀ ତଥା ପୂର୍ବତନ 'ମିସ ୟୁନିଭର୍ସ' ସୁସ୍ମିତା ସେନ | ୨୦୧୨ରେ ଉର୍ବଶୀଙ୍କ ପାଖରେ 'ମିସ ୟୁନିଭର୍ସ' ହେବାର ସୁଯୋଗ ଥିବା ବେଳେ ସୁସ୍ମିତାଙ୍କ ପାଇଁ ସେ ଏହାକୁ ଜିତି ପାରିନଥିବା କହିଛନ୍ତି | ଏକ…
ଅଧିକ ଖବର ଦେଖନ୍ତୁ...

ପ୍ରତିବର୍ଷ ଆଇପିଏଲରୁ ଏତେ କୋଟି ଟଙ୍କା ଆୟ କରନ୍ତି କେକେଆର ମାଲିକ ଶାହରୁଖ ଖାନ

ମୁମ୍ବାଇ : ଶାହରୁଖ ଖାନଙ୍କୁ ବଲିଉଡର କିଙ୍ଗ ଖାନ ବୋଲି କୁହାଯାଏ ଏବଂ ସେ ବାସ୍ତବ ଜୀବନରେ ମଧ୍ୟ ଏକ ରାଜା ଭାବରେ ଜୀବନ ବଞ୍ଚନ୍ତି | ଫିଲ୍ମ ବ୍ୟତୀତ ବିଜ୍ଞାପନ ଓ ନିବେଶରୁ ଟଙ୍କା ଆୟ କରୁଥିବା ଶାହରୁଖ ଆଇପିଏଲରୁ ମଧ୍ୟ ଟଙ୍କା ଆୟ କରିଥାନ୍ତି | ବାଦଶାହ ଆଇପିଏଲରେ 'କୋଲକାତା ନାଇଟ୍…
ଅଧିକ ଖବର ଦେଖନ୍ତୁ...

ୟୁଟ୍ୟୁବର ଏଲଭିସ ଯାଦବଙ୍କ ସମ୍ପତ୍ତି ମୂଲ୍ୟ କରିବ ଆଶ୍ଚର୍ଯ୍ୟ

ମୁମ୍ବାଇ : ପାର୍ଟୀକୁ ସାପ ଏବଂ ସାପର ବିଷ ଯୋଗାଉଥିବା ଅଭିଯୋଗରେ ଗତ ରବିବାର ୟୁଟ୍ୟୁବର ତଥା ବିଗ୍ ବସ୍ ଓଟିଟି ୨ ବିଜେତା ଏଲଭିଶ ଯାଦବଙ୍କୁ ଗିରଫ କରିଥିଲା ନୋଏଡା ପୁଲିସ। ପୂର୍ବରୁ ଏଭଳି ଆରୋପକୁ ଅସ୍ବୀକାର କରୁଥିବା ଏଲଭିସ୍ ଗିରଫ ପରେ ସମସ୍ତ ଆରୋପକୁ ଗ୍ରହଣ କରିଥିଲେ | ତେବେ କିଛି…
ଅଧିକ ଖବର ଦେଖନ୍ତୁ...

ଆଣ୍ଠେଇ ଆଣ୍ଠେଇ ତିରୁପତି ମନ୍ଦିରର ପାହାଚ ଚଢିଲେ ଜାହ୍ନବୀ

ମୁମ୍ବାଇ : ଆଣ୍ଠେଇ ଆଣ୍ଠେଇ ତିରୁପତି ମନ୍ଦିରର ପାହାଚ ଚଢିଲେ ବଲିଉଡ ଅଭିନେତ୍ରୀ ଜାହ୍ନବୀ କପୁର | ଭାଇରାଲ ହେଲା ଭିଡିଓ | ଅନେକ ସମୟରେ ନିଜ ପରିବାର ଓ ପ୍ରେମିକ ଶିଖର ପହରିୟାଙ୍କ ସହ ତିରୁପତି ମନ୍ଦିର ଦର୍ଶନ ପାଇଁ ଯାଆନ୍ତି ଜାହ୍ନବୀ କପୁର | ଏଥର ନିଜ ଜନ୍ମଦିନ ଅବସରରେ ସେ ତିରୁପତି…
ଅଧିକ ଖବର ଦେଖନ୍ତୁ...

ଏହି କାରଣରୁ ବିବାହର ୫ବର୍ଷ ପରେ ଭିଡିଓ ସେୟାର କଲେ ଦୀପବୀର

ମୁମ୍ବାଇ: ନଭେମ୍ବର ୨୦୧୮ରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ ବଲିଉଡ ଅଭିନେତା ରଣବୀର ସିଂହ ଓ ଅଭିନେତ୍ରୀ ଦୀପିକା ପାଦୁକୋନ | ଇଟାଲିର ଲେକ୍‌ କୋମୋଠାରେ ଦୁହିଁଙ୍କ ବିବାହ ହୋଇଥିଲା | ଏବେ ବିବାହକୁ ୫ବର୍ଷ ପୂରି ସାରିଥିବା ବେଳେ ଦୁହେଁ କିଛି ଦିନ ତଳେ ବିବାହର ଭିଡିଓ ସେୟାର କରିଥିବା…
ଅଧିକ ଖବର ଦେଖନ୍ତୁ...

ପ୍ରତିଶ୍ରୁତି ପୂରଣ କଲେ ଆନନ୍ଦ ମହିନ୍ଦ୍ରା, ସରଫରାଜଙ୍କ ବାପାଙ୍କୁ ଉପହାର ଦେଲେ ଥାର

ନୂଆଦିଲ୍ଲୀ: ପ୍ରତିଶ୍ରୁତି ପୂରଣ କଲେ ଶିଳ୍ପପତି ଆନନ୍ଦ ମହିନ୍ଦ୍ରା | କିଛି ଦିନ ତଳେ ସେ ଭାରତୀୟ କ୍ରିକେଟର ସରଫରାଜ ଖାନଙ୍କ ବାପାଙ୍କୁ ଏକ ଥାର ଗାଡି ଉପହାର ଦେବେ ବୋଲି କହିଥିଲେ | ଏବେ ସେ ନିଜ କଥା ରଖିଥିବା ଜଣାପଡିଛି | ସେ ଉପହାର ଦେଇଥିବା କଳା ରଙ୍ଗର ଥାର ଗାଡିର ଭିଡିଓ ଏବେ ଭାଇରାଲ…
ଅଧିକ ଖବର ଦେଖନ୍ତୁ...