ଆକ୍ରମଣ ପ୍ରସଙ୍ଗରେ ‘ଇଣ୍ଡିଆ’ ମେଣ୍ଟକୁ ଭେଟିବେ ମାଲିୱାଲ

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ପୂର୍ବତନ ସହଯୋଗୀ ବିଭବ କୁମାରଙ୍କ ଆକ୍ରମଣ ଘଟଣାକୁ ନେଇ ରାଜ୍ୟସଭା ସାଂସଦ ସ୍ୱାତୀ ମାଲିଓ୍ଵାଲ ମଙ୍ଗଳବାର ‘ଇଣ୍ଡିଆ’ ମେଣ୍ଟ ନେତାମାନଙ୍କୁ ଚିଠି ଲେଖି ସେମାନଙ୍କୁ ଭେଟିବା ପାଇଁ ସମୟ ମାଗିଛନ୍ତି। ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ…
ଅଧିକ ଖବର ଦେଖନ୍ତୁ...

୧୭,୪୭୧ ପଦବୀ ପାଇଁ ମହାରାଷ୍ଟ୍ର ପୁଲିସକୁ ମିଳିଲା ୧୭.୭୬ ଲକ୍ଷ ଆବେଦନ

ମୁମ୍ବାଇ: ମହାରାଷ୍ଟ୍ର ପୁଲିସରେ ଜୁନ୍‌ ୧୯ରୁ ଆରମ୍ଭ ହେବାକୁ ଥିବା ୧୭,୪୭୧ କନଷ୍ଟେବୁଲାରି ପଦବୀ ପୂରଣ ପାଇଁ ନିଯୁକ୍ତି ଅଭିଯାନରେ ୧୭.୭୬ ଲକ୍ଷ ଆବେଦନ ଆସିଛି। କନଷ୍ଟେବଳ, ଡ୍ରାଇଭର, ବ୍ୟାଣ୍ଡମ୍ୟାନ, ଏସଆରପିଏଫ କର୍ମଚାରୀ ଏବଂ ଜେଲ କର୍ମଚାରୀ ପଦବୀ ପାଇଁ ଏହି ନିଯୁକ୍ତି ଅଭିଯାନ ଚାଲିଛି।…
ଅଧିକ ଖବର ଦେଖନ୍ତୁ...

ଜୁନ୍‌ ସୁଦ୍ଧା ଜାତୀୟ ମହିଳା କମିଶନକୁ ଆସିଛି ୧୨,୬୦୦ ଅଭିଯୋଗ; ସର୍ବାଧିକ ୟୁପିରୁ

ନୂଆଦିଲ୍ଲୀ: ଜାତୀୟ ମହିଳା କମିଶନ (ଏନସିଡବ୍ଲ୍ୟୁ) ନିକଟରେ ଚଳିତ ବର୍ଷ ଏପର୍ଯ୍ୟନ୍ତ ୧୨,୬୦୦ ଅଭିଯୋଗ ଆସିଛି ଏବଂ ଉତ୍ତରପ୍ରଦେଶ ସର୍ବାଧିକ ଅଭିଯୋଗ ପଞ୍ଜୀକରଣ କରିବାର ସନ୍ଦେହଜନକ ଗୌରବ ହାସଲ କରିଛି ବୋଲି ସରକାରୀ ତଥ୍ୟରୁ ଜଣା ପଡ଼ିଛି। ଘରୋଇ ହିଂସା ବ୍ୟତୀତ ଅନ୍ୟ ନାରୀ ନିର୍ଯାତନା ସହ…
ଅଧିକ ଖବର ଦେଖନ୍ତୁ...

ଟିଏମସି ସାଂସଦମାନେ କାହିଁକି ଭେଟିଲେ ଶରଦ ପାୱାରଙ୍କୁ?…

ନୂଆଦିଲ୍ଲୀ: ଏକ୍‌ଜିଟ୍‌ ପୋଲ୍‌ ପରେ ଷ୍ଟକ ବଜାରରେ ହୋଇଥିବା ହେରଫେରର ତଦନ୍ତ ଦାବିକୁ ସମର୍ଥନ କରିଥିବା ଏନସିପି (ଏସପି) ଅଧ୍ୟକ୍ଷ ଶରଦ ପାୱାରଙ୍କୁ ମଙ୍ଗଳବାର ତୃଣମୂଳ କଂଗ୍ରେସ (ଟିଏମସି) ସାଂସଦଙ୍କ ଏକ ପ୍ରତିନିଧି ଦଳ ଭେଟିଛନ୍ତି। କଂଗ୍ରେସ ସାଂସଦ ରାହୁଲ ଗାନ୍ଧି ଅଭିଯୋଗ କରିଥିଲେ ଯେ…
ଅଧିକ ଖବର ଦେଖନ୍ତୁ...

ନିଟ୍‌ ପରୀକ୍ଷାରେ ୦.୦୦୧% ଅବହେଳାକୁ ବି ବରଦାସ୍ତ କରାଯିବନି: ସୁପ୍ରିମ୍‌କୋର୍ଟ

ନୂଆଦିଲ୍ଲୀ: ନିଟ୍‌-ୟୁଜି, ୨୦୨୪ ପରୀକ୍ଷାରେ ହୋଇଥିବା ପ୍ରଶ୍ନପତ୍ର ଲିକ୍‌ ଏବଂ ଦୁର୍ନୀତି ସମ୍ପର୍କିତ ଆଗତ ଆବେଦନ ଉପରେ ଦେଶର ଶୀର୍ଷ ଅଦାଲତ ସୁପ୍ରିମକୋର୍ଟ ଆଜି ନୋଟିସ୍‌ ଜାରି କରିବା ସହ ନ୍ୟାସନାଲ ଟେଷ୍ଟିଂ ଏଜେନ୍‌ସି (ଏନଟିଏ) ଏବଂ କେନ୍ଦ୍ର ସରକାରଙ୍କୁ ଏ ପ୍ରସଙ୍ଗରେ ଜବାବ ମାଗିଛନ୍ତି।…
ଅଧିକ ଖବର ଦେଖନ୍ତୁ...

କିଏ ହେବେ ବାଚସ୍ପତି? ଆଜି ରାଜନାଥ କରିବେ ବୈଠକ

ନୂଆଦିଲ୍ଲୀ: ସଂସଦ ଅଧିବେଶନ ପୂର୍ବରୁ ଲୋକସଭା ବାଚସ୍ପତି ପଦକୁ ନେଇ ସସପେନ୍‌ସ ଜାରି ରହିଥିବା ବେଳେ ଆଜି (ମଙ୍ଗଳବାର) ସନ୍ଧ୍ୟାରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ବାସଭବନରେ ମନ୍ତ୍ରୀମାନଙ୍କର ଏକ ବୈଠକ ଅନୁଷ୍ଠିତ ହେବାକୁ ଯାଉଛି। ମିଳିଥିବା ସୂଚନା ଅନୁଯାୟୀ, ଜୁନ୍‌ ୨୪ରେ…
ଅଧିକ ଖବର ଦେଖନ୍ତୁ...

ତୈଳ ଦର ବୃଦ୍ଧି ପ୍ରତିବାଦରେ ବିକ୍ଷୋଭ କରୁଥିବା ବେଳେ ବିଜେପି ନେତାଙ୍କ ହେଲା ମୃତ୍ୟୁ

ବେଙ୍ଗାଲୁରୁ: କର୍ଣ୍ଣାଟକରେ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧିକୁ ବିରୋଧ କରି ଭାରତୀୟ ଜନତା ପାର୍ଟି (ବିଜେପି) ନେତା ତଥା ପୂର୍ବତନ ଏମଏଲସି ଏମବି ଭାନୁପ୍ରକାଶ ବିକ୍ଷୋଭ ପ୍ରଦର୍ଶନ କରୁଥିବା ବେଳେ ସୋମବାର ହୃଦ୍‌ଘାତରେ ତାଙ୍କର ପରଲୋକ ଘଟିଛି। ପୂର୍ବରୁ ଦଳର ରାଜ୍ୟ ଉପସଭାପତି ତଥା ଜିଲ୍ଲା…
ଅଧିକ ଖବର ଦେଖନ୍ତୁ...

ପଶ୍ଚିମବଙ୍ଗ ରେଳ ଦୁର୍ଘଟଣା ରୁଟ୍‌ରେ ‘ଆଣ୍ଟି-କଲିସନ୍‌’ ସିଷ୍ଟମ ନିଖୋଜ

ନୂଆଦିଲ୍ଲୀ: ଗୁଆହାଟୀ-ଦିଲ୍ଲୀ ରୁଟ୍‌ରେ ରେଳବାଇର ’କବଚ’ ବା ଟ୍ରେନ୍‌ ଧକ୍କା ବିରୋଧୀ ବ୍ୟବସ୍ଥା ନଥିବା ବେଳେ ସୋମବାର ସିଆଲଦା କାଞ୍ଚନଜଙ୍ଗା ଏକ୍ସପ୍ରେସ୍‌ ସହ ମାଲବାହୀ ଟ୍ରେନ୍‌ର ଧକ୍କା ହୋଇଥିଲା। ରେଳବାଇ ବୋର୍ଡର ଅଧ୍ୟକ୍ଷା ଜୟା ବର୍ମା ସିହ୍ନା କହିଛନ୍ତି ଯେ ଏହି ରୁଟ୍‌ ପାଇଁ…
ଅଧିକ ଖବର ଦେଖନ୍ତୁ...

ୟୁପିଏସସି ପ୍ରିଲିମ୍‌ସ-୨୦୨୪ରେ ଏଆଇ ଆପ୍‌ ୨୦୦ରୁ ୧୭୦ ସ୍କୋର କଲା

ନୂଆଦିଲ୍ଲୀ: ଆର୍ଟିଫିସିଆଲ ଇଣ୍ଟେଲିଜେନ୍‌ସ ଭିତ୍ତିକ ଆପ୍‌ ପଢଏଆଇ ୟୁପିଏସସି ପ୍ରିଲିମିନାରି ପରୀକ୍ଷା ୨୦୨୪ରେ ୨୦୦ରୁ ୧୭୦ରୁ ଅଧିକ ମାର୍କ ହାସଲ କରି ୭ ମିନିଟ୍‌ ମଧ୍ୟରେ ପୁରା ପେପରକୁ ସମାଧାନ କରି ସାଧାରଣ ସ୍କୋର ଠାରୁ ଅଧିକ ଯୋଗ୍ୟତା ଅର୍ଜନ କରିଛି ଯାହା ସାଧାରଣତଃ ୧୦୦ରୁ କମ୍‌ ରହିଥାଏ।…
ଅଧିକ ଖବର ଦେଖନ୍ତୁ...

ଅମିତ ଶାହାଙ୍କୁ ଭେଟିଲେ ଗମ୍ଭୀର

ନୂଆଦିଲ୍ଲୀ: ପୂର୍ବତନ ଭାରତୀୟ ଓପନର ତଥା ଆଇପିଏଲ୍‌ ଚାମ୍ପିୟନ କୋଲକାତା ନାଇଟ୍‌ ରାଇଡର୍ସର ପରାମର୍ଶଦାତା ଗୌତମ ଗମ୍ଭୀର ସୋମବାର ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ସାକ୍ଷାତ କରିଛନ୍ତି। ଉଲ୍ଲେଖଯୋଗ୍ୟ, ପୂର୍ବ ଦିଲ୍ଲୀରୁ ଶାସକ ଦଳର ସାଂସଦ ଥିବା ଗମ୍ଭୀର ସଂପ୍ରତି ସକ୍ରିୟ ରାଜନୀତିରୁ ବିରତି ନେଇ…
ଅଧିକ ଖବର ଦେଖନ୍ତୁ...