ଟେଲିଭିଜନର ରାମ କେତେ ସମ୍ପତ୍ତିର ମାଲିକ ଜାଣନ୍ତୁ

ନୂଆଦିଲ୍ଲୀ: ୨୦୨୪ ଲୋକସଭା ନିର୍ବାଚନ ପାଇଁ ବିଜେପି ୧୧୧ ଜଣ ପ୍ରାର୍ଥୀଙ୍କ ପଞ୍ଚମ ତାଲିକା ପ୍ରକାଶ କରିଛି। ଏହି ତାଲିକାରେ ଉତ୍ତରପ୍ରଦେଶର ମେରଟରୁ ପ୍ରାର୍ଥୀ ଭାବେ ରାମାୟଣ ଧାରାବାହିକରେ ପ୍ରଭୁ ରାମଙ୍କ ଭୂମିକାରେ ଅଭିନୟ କରିଥିବା ଅରୁଣ ଗୋବିଲଙ୍କୁ ଟିକେଟ ମିଳିଥିବା ଉଲ୍ଳେଖ ରହିଛି।…

ହୋଲି ଖେଳୁଥିବା ବେଳେ ଅଘଟଣ: ତିନିଜଣ ଶିଶୁଙ୍କ ସମେତ ଜଳିଗଲେ ୭ଜଣ

ନୂଆଦିଲ୍ଲୀ: ପୂର୍ବଦିଲ୍ଲୀର ପାଣ୍ଡବ ନଗର ଅଞ୍ଚଳରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ହୋଲି ଖେଳୁଥିବା ବେଳେ ତିନିଜଣ ଶିଶୁଙ୍କ ସମେତ ୭ଜଣ ଜଳିଯାଇଥିବା ଜଣାପଡ଼ିଛି। ସମସ୍ତଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସୂଚନାଯୋଗ୍ୟ, ଆଜି ରଙ୍ଗର ପର୍ବ ହୋଲି ହେତୁ…

ମସ୍ତିଷ୍କ ଅସ୍ତ୍ରୋପଚାର ପରେ ନିଜ ସ୍ବାସ୍ଥ୍ୟ ସମ୍ପର୍କରେ ସୂଚନା ଦେଲେ ସଦଗୁରୁ ଜଗ୍‌ଗୀ ବାସୁଦେବ

ନୂଆଦିଲ୍ଲୀ:  ଆଧ୍ୟାତ୍ମକ ଜଗତର ଜଣାଶୁଣା ବ୍ୟକ୍ତିତ୍ୱ ସଦଗୁରୁ ଜଗ୍ଗି ବାସୁଦେବଙ୍କ ମାର୍ଚ୍ଚ ୧୭ରେ ମସ୍ତିଷ୍କ ଅସ୍ତ୍ରୋପଚାର କରାଯାଇଥିଲା। ଏହି ଅସ୍ତ୍ରୋପଚାର ପ‌ରେ ସଦଗୁରୁ ନି‌ଜେ ନିଜର ସ୍ବାସ୍ଥ୍ୟ ସମ୍ପର୍କରେ ଲୋକଙ୍କୁ ଏକ ଭିଡିଓ ସେୟାର କରି ସୂଚନା ଦେଇଛନ୍ତି। ୧୯ ସେକେଣ୍ଡର ଏହି…

ଦୁଇମାସ ମୁଁ ସାଧାରଣଲୋକଙ୍କ ଭଳି ଜୀବନଯାପନ କରିଛି ଯେଉଁଠାରେ ମୋତେ କେହି ଚିହ୍ନି ପାରୁ ନଥିଲେ: ବିରାଟ କୋହଲି

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଦଳର ଷ୍ଟାର ଖେଳାଳି ବିରାଟ କୋହଲି ଦୁଇମାସ ପାଇଁ ଖେଳରୁ ବିଶ୍ରାମ ନେଇଥିଲେ। ସେ ଆଇପିଏଲ ୨୦୨୪ ଜରିଆରେ ପୁଣି ଖେଳ ପଡ଼ିଆକୁ ଫେରିଛନ୍ତି। ବିରାଟ ତାଙ୍କ ଦ୍ବିତୀୟ ସନ୍ତାନ ଜନ୍ମ ସମୟରେ ସ୍ତ୍ରୀ ଅନୁଷ୍କା ଶର୍ମାଙ୍କ ସହିତ ଥିଲେ। ଦୁଇମାସ ଛୁଟିରେ ରହିବା…

ହିମାଚଳପ୍ରଦେଶରୁ ନିର୍ବାଚନ ଲଢ଼ିବା ପାଇଁ ଚାହୁଁ ନଥିଲେ କଙ୍ଗନା

ନୂଆଦିଲ୍ଲୀ: ବଲିଉଡର ଲୋକପ୍ରିୟ ଅଭିନେତ୍ରୀ କଙ୍ଗନା ରାଣାୱତ ଅଭିନୟରେ ନିଜର ଜଲୱା ଦେଖାଇବା ପରେ ରାଜନୀତି ମଇଦ‌ାନକୁ ଓହ୍ଲାଇବା ଖବର ଚର୍ଚ୍ଚାରରେ ରହିଛି। ଗତ ରବିବାର କଙ୍ଗନା ନିଜର ଜନ୍ମସ୍ଥାନ ହିମାଚଳପ୍ରଦେଶର ମଣ୍ଡି ନିର୍ବାଚନମଣ୍ଡଳୀରୁ ୨୦୨୪ ଲୋକସଭା ନିର୍ବାଚନ ଲଢ଼ିବେ ବୋଲି ସ୍ପଷ୍ଟ…

ଇଡି ହେପାଜତରେ ଥାଇ ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ ନୂଆ ଆଦେଶ ଦେଲେ ଅରବିନ୍ଦ କେଜ୍ରିୱାଲ

ନୂଆଦିଲ୍ଲୀ: ଦିଲ୍ଲୀ ମଦ ଦୁର୍ନୀତି ସହ ଜଡ଼ିତ ମନି ଲଣ୍ଡରିଂ ମାମଲାରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ହେପାଜତରେ ଥାଇ ନୂଆ ଆଦେଶ ଜାରି କରିଛନ୍ତି। ଅରବିନ୍ଦ କେଜ୍ରିୱାଲ ମଙ୍ଗଳବାର ଦିଲ୍ଲୀ ସ୍ବାସ୍ଥ୍ୟମନ୍ତ୍ରୀ ସୌରଭ ଭରଦ୍ବାଜଙ୍କୁ ଏହା ସୁନିଶ୍ଚିତ…

ନିର୍ବାଚନ ଲଢ଼ିବା ପାଇଁ ଟିକେଟ ପାଇବା ପରେ ମନର କଥା କହିଲେ କଙ୍ଗନା

ନୂଆଦିଲ୍ଲୀ: ୨୦୨୪ ଲୋକସଭା ନିର୍ବାଚନ ପାଇଁ ବିଜେପି ୧୧୧ ଜଣ ପ୍ରାର୍ଥୀଙ୍କ ପଞ୍ଚମ ତାଲିକା ପ୍ରକାଶ କରିଛି। ଏହି ତାଲିକାରେ ବଲିଉଡ ଅଭିନେତ୍ରୀ କଙ୍ଗନା ରାନାୱତଙ୍କୁ ନିର୍ବାଚନ ଲଢ଼ିବା ପାଇଁ ମଧ୍ୟ ଟିକେଟ ଦିଆଯାଇଥିବା ଉଲ୍ଲେଖ ରହିଛି। ଅଭିନେତ୍ରୀ ହିମାଚଳପ୍ରଦେଶର ମାଣ୍ଡିରୁ ନିର୍ବାଚନ…

ଡିୟୁଟିରେ ଯାଉଥିବା ବେଳେ ରାସ୍ତାରେ ଅଟକି ଟ୍ରାଫିକ ଲାଇଟ ସଜାଡ଼ିଲେ ଖାଦ୍ୟ ଡେଲିଭରି ବଏ

ନୂଆଦିଲ୍ଲୀ: ସାଧାରଣତଃ ରାସ୍ତାରେ ଯଦି କୌଣସି ସାମଗ୍ରୀ ପଡ଼ିଥାଏ ଅନେକଲୋକ ତାହାକୁ ଅଣଦେଖା କରି ଚାଲି ଯାଇଥାଆନ୍ତି। ଏମିତି କି ରାସ୍ତାରେ ଯଦି ଟ୍ରାଫିକ ଲାଇଟ ଖରାପ ହୋଇଛି କି ଟ୍ରାଫିକର କିଛି ସାମଗ୍ରୀ ତଳେ ପଡ଼ି ଯାଇଛି ଲୋକେ ଖୁସି ହୋଇଯାଇଥାଆନ୍ତି କି ଯାହା ହେଉ ଆଉ ଟ୍ରାଫିକରେ…

ନିର୍ବାଚନ ପୂର୍ବରୁ ଟଙ୍କା ବିଡ଼ା ଭର୍ତ୍ତି ଥିବା ବାକ୍ସ ଜବତ

ନୂଆଦିଲ୍ଲୀ: ଦେଶରେ ଲୋକସଭା ନିର୍ବାଚନ ତାରିଖ ଘୋଷଣା ହେବା ପରେ ଆଚରଣ ସଂହିତା ଲାଗୁ କରାଯାଇଛି। ତେଣୁ ନିର୍ବାଚନକୁ ସ୍ୱଚ୍ଛ, ନିରପେକ୍ଷ ଏବଂ ଅର୍ଥ ବ୍ୟବହାରରୁ ଦୂରେଇ ରଖିବା ପାଇଁ ନିର୍ବାଚନ ଆୟୋଗର ନିର୍ଦ୍ଦେଶ ଉପରେ ପ୍ରଶାସନ ସମ୍ପୂର୍ଣ୍ଣ ସତର୍କ ରହିଛି। ଇନ୍ଦୋର ପୁଲିସ ପକ୍ଷରୁ…

ସର୍ଭିସିଂ ସେଣ୍ଟରରୁ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ପତ୍ନୀଙ୍କ କାର ହେଲା ଚୋରି ମିଳୁନି କୌଣସି ସୂଚନା

ନୂଆଦିଲ୍ଲୀ: ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ପତ୍ନୀଙ୍କ କାର୍‌ ଚୋରି ହୋଇଯାଇଥିବା ନେଇ  ଦିଲ୍ଲୀର ଏକ ଥାନାରେ ଚାଳକ ମାମଲା ରୁଜୁ କରିଛନ୍ତି। ଏହି ଅଭିଯୋଗକୁ ଆଧାର କରି ପୁଲିସ୍‌ ତଦନ୍ତ ଆରମ୍ଭ କରିଛି। ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ପତ୍ନୀଙ୍କ ଚାଳକ ଥାନାରେ…