ରୋଚକ ମୋଡ଼ରେ ପାରାଦୀପ ରାଜନୀତି: ଦୁଇ ନବାଗତଙ୍କ ସହ ସମ୍ପଦଙ୍କ ଲଢ଼େଇ

ଜଗତସିଂହପୁର: ଜଗତସିଂହପୁର ଜିଲ୍ଲାର ଅନ୍ୟତମ ଚର୍ଚ୍ଚିତ ବିଧାନସଭା ଆସନ ହେଉଛି ପାରାଦୀପ ନିର୍ବାଚନମଣ୍ଡଳୀ। ଏଠାରେ ପ୍ରତିଦ୍ବନ୍ଦ୍ବିତା ଏକପ୍ରକାର ସ୍ପଷ୍ଟ ହୋଇଯାଇଛି। ୩ ପ୍ରମୁଖ ଦଳ ବିଜେଡି, ବିଜେପି, କଂଗ୍ରେସ ନିଜନିଜର ପ୍ରାର୍ଥୀ ଘୋଷଣା କରିସାରିଛନ୍ତି। ବିଜେପି ପୁଣି ଦ୍ବିତୀୟଥର…

ସ୍କୁଲ ମିଶ୍ରଣ ସପକ୍ଷରେ ସରକାରଙ୍କ ଯୁକ୍ତି: ଜନହିତ, ଶିକ୍ଷା ବ୍ୟବସ୍ଥାର ଉନ୍ନତି ପାଇଁ ‌ଉଦ୍ଦିଷ୍ଟ

କଟକ: ସ୍କୁଲ ମିଶ୍ରଣ ସମ୍ପର୍କିତ ମାମଲାର ଆଜି ହାଇକୋର୍ଟରେ ଚୂଡାନ୍ତ ପର୍ଯ୍ୟାୟ ଶୁଣାଣି ଆରମ୍ଭ ହୋଇଛି। ସ୍କୁଲ୍‌ ମିଶ୍ରଣ ସମ୍ପର୍କିତ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ନିଷ୍ପତ୍ତିକୁ ରଦ୍ଦ କରି ଜଣିକିଆ ବିଚାରପତି ୨୦୨୧ ମେ’ ୪ରେ ପ୍ରଦାନ କରିଥିବା ରାୟ ବିରୋଧରେ ରାଜ୍ୟ ସରକାର ଦାୟର…

ପୁଅ ପାଇଁ ନବୀନ ନିବାସରେ ଅନନ୍ତ: ବିଜେଡି ସୁପ୍ରିମୋଙ୍କୁ ଭେଟିଲେ, ଟିକେଟ ପାଇଁ ଅନୁରୋଧ କଲେ

ବାଲେଶ୍ବର/ଭୋଗରାଇ: ବାଲେଶ୍ବର ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା ସରିଥିଲେ ସୁଦ୍ଧା ଭୋଗରାଇ, ନୀଳଗିରି, ରେମୁଣା ଓ ସିମୁଳିଆ ବିଧାନସଭା ଆସନରେ ଶାସକ ଦଳର ଅଙ୍କ ଛିଣ୍ଡୁନି। ଏହି ୪ ନିର୍ବାଚନମଣ୍ଡଳୀରୁ କାହାକୁ ପ୍ରାର୍ଥୀ କରାଯିବ ଏବଂ କାହାକୁ ବାଦ୍‌ ଦିଆଯିବ; ତାକୁ ନେଇ ଶୀର୍ଷ…

କ୍ରିପ୍ଟୋ କରେନ୍ସି ନାଁରେ ଚିଟ୍‌ଫଣ୍ଡ ଠକେଇ: ୬ ଜିଲ୍ଲାରୁ ୧୫ କୋଟି ହଡ଼ପ

ଭୁବନେଶ୍ବର: ରାଜ୍ୟରେ ଏବେବି ଚାଲିଛି ଚିଟ୍‌ଫଣ୍ଡ କାରବାର। ଚିଟ୍‌ଫଣ୍ଡ ସଂସ୍ଥା ନାଁ ବଦଳାଇ ସେଇ ପୁରୁଣା ତରିକାରେ ଜମାକାରୀଙ୍କୁ ଠକୁଛନ୍ତି। ଏଭଳି ଏକ ମହାଠକେଇ ମାମଲାରେ କ୍ରାଇମବ୍ରାଞ୍ଚ ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲୁ)କୁ ସଫଳତା ମିଳିଛି। କ୍ରିପ୍ଟୋ କରେନ୍ସି ନାଁରେ ଓଡ଼ିଶାର ୬ଟି…

ଗୋଟିଏ ଗାଁରୁ ଦୁଇ ବିଧାୟକ ପ୍ରାର୍ଥୀ

ଆନନ୍ଦପୁର: କେନ୍ଦୁଝର ଜିଲ୍ଲା ଘସିପୁରା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଘସିପୁରା ବ୍ଲକ୍‌ ଗଡ଼ବାନ୍ଧଗୋଡ଼ା ଗ୍ରାମରୁ ଦୁଇଜଣ ବିଧାୟକ ପ୍ରାର୍ଥୀ ହୋଇଛନ୍ତି। ବିଜେଡିରୁ ବିଧାୟକ ବଦ୍ରିନାରାୟଣ ପାତ୍ର ପ୍ରାର୍ଥୀ ହୋଇଥିବା ବେଳେ କଂଗ୍ରେସରୁ ସୁବ୍ରତ ଚକ୍ର ପ୍ରାର୍ଥୀ ହୋଇଛନ୍ତି। ଉଭୟ ଗୋଟିଏ…

ବିଜେଡି ଛାଡ଼ିଲେ ଆଉ ୨ ପୂର୍ବତନ ବିଧାୟକ

ବ୍ରହ୍ମପୁର: ଦଳରେ ଅଲୋଡ଼ା ହୋଇ ରହିଥିବା ଅଭିଯୋଗ କରି ବିଜେଡିର ଦୁଇ ପୂର୍ବତନ ବିଧାୟକ ଦଳ ଛାଡ଼ିଛନ୍ତି। ବ୍ରହ୍ମପୁରର ପୂର୍ବତନ ବିଧାୟକ ଶିବ ଶଙ୍କର ସାହାଣୀ, ହିଞ୍ଜିଳିର ପୂର୍ବତନ ବିଧାୟକ ହରିହର ସାହୁ, ବ୍ରହ୍ମପୁର ପୌରପାଳିକା ସମୟର ପୂର୍ବତନ ଉପନଗରପାଳ ଜାମୁଲା ଶଙ୍କର ନାରାୟଣ ଓ ତାଙ୍କ…

ଢେଙ୍କାନାଳ ବିଧାନସଭା: ପ୍ରବୀଣ-ନବୀନ ଲଢ଼େଇ

ଢେଙ୍କାନାଳ: ଢେଙ୍କାନାଳ ବିଧାନସଭା ଆସନ ପାଇଁ ୩ ପ୍ରମୁଖ ଦଳ ବିଜେଡି, ବିଜେପି, କଂଗ୍ରେସ ପ୍ରାର୍ଥୀ ଘୋଷଣା କରିସାରିଛନ୍ତି। ବିଧାୟକ ସୁଧୀର କୁମାର ସାମଲଙ୍କ ଉପରେ ଆସ୍ଥା ରଖି ବିଜେଡି ପୁଣି ତାଙ୍କୁ ପ୍ରାର୍ଥୀ କରିଥିବା ବେଳେ ବିଜେପି ମଧ୍ୟ ଲଗାତାର ୪ଟି ନିର୍ବାଚନ ପାଇଁ ପ୍ରାର୍ଥୀ ହୋଇଥିବା…

ଜାଣନ୍ତୁ ଆଜିର ରାଶିଫଳ

ମେଷ: ବଡ଼ଙ୍କର ସ୍ନେହ ଓ ଆଶୀର୍ବାଦ ପାଇବେ। ଲାଗି ରହିଥିବା ସମସ୍ୟା କମ୍ ହେବ। ବ୍ୟବସାୟୀଙ୍କୁ ବଡ଼ ଅର୍ଡର ମିଳିପାରେ। ଜୀବନସାଥୀ ପାଇଁ କିଛି ବିଶେଷ କରିବେ। ଛାତ୍ରଙ୍କ ଲାଗି ଦିନଟି ଭଲ ରହିବ। ବୃଷ: ଆପଣ ସବୁ ଚିନ୍ତାରୁ ମୁକ୍ତ ରହିବେ। କାମରେ ବାପା ମାଆଙ୍କ ସାହାଯ୍ୟ ପାଇବେ। ଅଫିସ୍‌ରେ…

କ୍ରୋଧିତ ଈଶ୍ବର!

ହିଗ୍‌ସ ୧୯୬୪ରେ କାଗଜ, ପେନ୍‌ସିଲ୍ ବ୍ୟବହାର କରି ଯେଉଁ ସମ୍ଭାବନା ଆବିଷ୍କାର କରିଥିଲେ, ତାହା ୨୦୧୨ରେ ବିଶାଳକାୟ ତଥା ବିପୁଳ ବ୍ୟୟରେ ନିର୍ମିତ ଇଉରୋପୀୟ ପାର୍ଟିକ୍ଲ ଫିଜିକ୍‌ସ ଲାବରେଟାରି (‘ସର୍ନ’)ରେ ସତ୍ୟ ସାବ୍ୟସ୍ତ ହୋଇ ‘ଈଶ୍ବର କଣିକା’କୁ ଏକ ବିଶ୍ବବ୍ୟାପୀ ସୁପରିଚିତ ଅଭିବ୍ୟକ୍ତିରେ…

ଚିନ୍ମୟ ଚେତନା: ଦଳ ଡିଆଁଳିଙ୍କ ପ୍ରକାରଭେଦ

ଡେଇଁବା ପ୍ରତ୍ୟେକ ପ୍ରାଣୀର ସହଜାତ ପ୍ରବୃତ୍ତି, ଆଉ ଗୋଟିଏ ପ୍ରାଣୀ ହିସାବରେ ମଣିଷ ବା ଏହି ଡେଇଁବା ଗୁଣରୁ ବାଦ ଯାଆନ୍ତା କିପରି? ଅବଶ୍ୟ ଅନ୍ୟ ପଶୁପକ୍ଷୀ ଭଳି ମଣିଷ ଜନ୍ମିବା ପର ଠାରୁ ଡେଇଁବା ଆରମ୍ଭ କରିଦିଏ ନାହିଁ। ତାକୁ ଏହି କଳା ସମ୍ପୂର୍ଣ୍ଣ ଅକ୍ତିଆର କରିବାକୁ କିଛି ବର୍ଷ ଲାଗିଯାଏ।…