ଅଙ୍ଗଦାନ କରିଥିବା ସଂଯୁକ୍ତାଙ୍କ ରାଷ୍ଟ୍ରୀୟ ମର୍ଯ୍ୟାଦାରେ ଶେଷକୃତ୍ୟ ସମ୍ପନ୍ନ

ହାଟଡିହି: ମୃତ୍ୟୁପରେ ଅଙ୍ଗଦାନ କରି ତିନିଜଣଙ୍କ ଜୀବନ ବଞ୍ଚାଇଥିବା କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ୍ ସଢ଼ା ଗ୍ରାମର ସଂଯୁକ୍ତା ପାତ୍ରଙ୍କ ଶେଷକୃତ୍ୟ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଆଜି ସମ୍ପନ୍ନ ହୋଇଛି। ରବୀନ୍ଦ୍ର ଜେନାଙ୍କ ପତ୍ନୀ ସଂଯୁକ୍ତା (୫୦) ଗୋଡ଼ ଖସିଯିବାରୁ ଗାଧୁଆଘରେ ପଡ଼ିଯାଇ…

୨୪ ଘଣ୍ଟାରେ ଦୁଇଗୁଣ ହେଲା ନିଆଁ: ୮୫୩ ସ୍ଥାନରେ ଜଙ୍ଗଲ ଜଳୁଛି

ଭୁବନେଶ୍ବର: ହୁତୁହୁତୁ ହୋଇ ଜଳୁଛି ଜଙ୍ଗଲ। ମାଲକାନଗିରିରୁ ମୟୂରଭଞ୍ଜ ପର୍ଯ୍ୟନ୍ତ, ସବୁଠି ହେକ୍ଟର ହେକ୍ଟର ଜଙ୍ଗଲ ଜଳିପୋଡ଼ି ପାଉଁଶ ହେଉଛି। ମାଲକାନଗିରି, କୋରାପୁଟ, କଳାହାଣ୍ଡି, ରାୟଗଡ଼ା, କନ୍ଧମାଳ, ଗଞ୍ଜାମ ଓ ଗଜପତି ଜିଲ୍ଲାର ନିଆଁ ଭୟଙ୍କର ରୂପ ଧରିଲାଣି। ମାଲକାନଗିରି ଜିଲ୍ଲାର…

ମାଉସୀ ମା’ ମନ୍ଦିରକୁ ବିଜେ କଲେ ଦିଅଁ: ଦିନକ ପରେ ହେଲା ଭେଟ ଆଳତି ଦର୍ଶନ କଲେ ଶହ ଶହ ଶ୍ରଦ୍ଧାଳୁ

ଭୁବନେଶ୍ବର: ‌ଅଶୋକାଷ୍ଟମୀରେ ଶ୍ରୀଲିଙ୍ଗରାଜ ମନ୍ଦିରରୁ ବାହାରିଥିବା ଅଣଲେଉଟା ରୁକୁଣା ରଥ ଆଜି ରାମେଶ୍ବର (ମାଉସୀ ମା’) ମନ୍ଦିର ନିକଟରେ ପହଞ୍ଚିଛି। ସନ୍ଧ୍ୟାରେ ରଥରୁ ପହଣ୍ଡି ହୋଇ ଶ୍ରୀଲିଙ୍ଗରାଜ, ମା’ ରୁକୁଣା ଓ ଶ୍ରୀଦୋଳଗୋବିନ୍ଦ ମାଉସୀ ମା’ ଘରକୁ ବିଜେ କରିଛନ୍ତି। ଗତକାଲି…

୭ ବିଧାନସଭା ଆସନ ଲଢ଼ିବ ସିପିଆଇ (ଏମ୍‌): ସୁରେଶ ପାଣିଗ୍ରାହୀ ଭୁବନେଶ୍ବର ସାଂସଦ ପ୍ରାର୍ଥୀ

ଭୁବନେଶ୍ବର: ଚଳିତ ସାଧାରଣ ନିର୍ବାଚନରେ ଭୁବନେଶ୍ବର ଲୋକସଭା ସହିତ ୭ ବିଧାନସଭା ନିର୍ବାଚନ ଲଢିବ ସିପିଆଇ(ଏମ୍‌)। ଭୁବନେଶ୍ବର ଲୋକସଭାରେ ବରିଷ୍ଠ ନେତା ସୁରେଶ ଚନ୍ଦ୍ର ପାଣିଗ୍ରାହୀ, ସୁନ୍ଦରଗଡ଼ ଜିଲ୍ଲା ବଣାଇରେ ବିଧାୟକ ଲକ୍ଷ୍ମଣ ମୁଣ୍ଡା, ବାଲେଶ୍ବର ଜିଲ୍ଲା ନୀଳଗିରିରେ ଯୋଗାନନ୍ଦ ଦାସ,…

ରୋଡ୍‌ ରୋମିଓଙ୍କୁ ସାବାଡ଼ କରିବ ‘ହର୍‌’: ଏସିପିଙ୍କ ନେତୃତ୍ବରେ ସ୍ବତନ୍ତ୍ର ଟିମ୍‌

ଭୁବନେଶ୍ବର: ରାଜଧାନୀରେ ରୋଡ୍‌ ରୋମିଓଙ୍କୁ ସାବାଡ଼ କରିବାକୁ କମିସନରେଟ୍‌ ପୁଲିସ ଗଠନ କରିଛି ହାଇ ଏଫିସିଏନ୍‌ସି ରେସ୍‌ପନ୍‌ସ(ହର୍‌) ଟିମ୍‌। ଜଣେ ଏସିପି ଓ ୧୪ ଜଣ ମହିଳା ପୁଲିସ ଅଧିକାରୀଙ୍କୁ ନେଇ ଏହି ଟିମ୍‌ ‘ହର୍‌’ ଗଠନ କରାଯାଇଛି। ରାଜଧାନୀ ରାଜରାସ୍ତାରେ କୌଣସି ପ୍ରକାର…

ସାଇବର ଲୁଟେରା ଗ୍ୟାଙ୍ଗ୍‌ ଠାବ: ଦମ୍ପତିଙ୍କ ସମତେ ୪ ଗିରଫ

ଭୁବନେଶ୍ବର: ସୋସିଆଲ୍‌ ମିଡିଆରେ ଟ୍ରେଡିଂ କରାଇ ବିପୁଳ ଫାଇଦା ଦିଆଇବା ବାହାନାରେ ଲକ୍ଷ ଲକ୍ଷ ଟଙ୍କା ଚଳୁ କରୁଥିବା ଏକ ସାଇବର ଲୁଟେରା ଗ୍ୟାଙ୍ଗ୍‌କୁ ଠାବ କରିଛି ସାଇବର ଥାନା ପୁଲିସ। ଗିରଫ ହୋଇଥିବା ଅଭିଯୁକ୍ତମାନଙ୍କ ଭିତରେ ଏକ ଦମ୍ପତି ଓ ସେମାନଙ୍କ ୨ ସହଯୋଗୀ ଅଛନ୍ତି। ଏୟାର୍‌ଫିଲ୍‌ଡ…

ଅନୁଗୁଳରେ ପ୍ରଚାର କଲେ ସାଂସଦ ପ୍ରାର୍ଥୀ ପ୍ରଣବ: ବିଜେଡି ସରକାର ହିଁ ଗରିବଙ୍କ କଥା ବୁଝିଥାଏ

ଅନୁଗୁଳ/ପାଇକସାହି: ସମ୍ବଲପୁରର ସାଂସଦ ପ୍ରାର୍ଥୀ ତଥା ବିଜେଡି ସାଙ୍ଗଠାନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଆଜି ଅନୁଗୁଳ ଜିଲ୍ଲର ଦୁଇଟି ସ୍ଥାନରେ ପ୍ରଚାର କରିଛନ୍ତି। ରାଜ୍ୟର ବିକାଶକୁ ତ୍ବରାନ୍ବିତ କରିଥିବାରୁ ବିଜେଡିକୁ ଭୋଟ୍ ଦେବାପାଇଁ ସେ ଆହ୍ବାନ ଜଣାଇଛନ୍ତି। ଶ୍ରୀ ଦାସ ଆଠମଲ୍ଲିକ…

ମୋଦୀଙ୍କ ପାଇଁ ପ୍ରଚାର କରି ଅଡ଼ୁଆରେ ବିଏମ୍‌ସି କର୍ମଚାରୀ

ଭୁବନେଶ୍ବର: ନିର୍ବାଚନ ଆଦର୍ଶ ଆଚରଣ ବିଧି ବଳବତ୍ତର ଥିବା ବେଳେ ବିଡିଏ ନିଯୁକ୍ତି ଦେଇ ବିବାଦ ଘେରକୁ ଆସିଛି। ଆଉ ଏତିକିବେଳେ ବିଏମ୍‌ସିର ଜଣେ କର୍ମଚାରୀ ବିଜେପି ପାଇଁ ପ୍ରଚାର କରି ଚର୍ଚ୍ଚାକୁ ଆସିଛନ୍ତି। ସେ ହେଉଛନ୍ତି ବଏମ୍‌ସି ଲିଗାଲ୍‌ ସେଲ୍‌ରେ କାମ କରୁଥିବା ଯୁଧିଷ୍ଠୀର ସିଂହ। ସେ…

କଂଗ୍ରେସରେ ସାମିଲ ହେଲେ ସିପ୍ରା ମଲ୍ଲିକ: କେନ୍ଦ୍ରାପଡ଼ାରୁ ନିର୍ବାଚନ ଲଢ଼ିପାରନ୍ତି

ଭୁବନେଶ୍ବର: ବିଜେଡିର ପୂର୍ବତନ ବିଧାୟିକ ସିପ୍ରା ମଲ୍ଲିକ ଆଜି କଂଗ୍ରେସରେ ସାମିଲ ହୋଇଛନ୍ତି। ବିଜେଡିର ପୂର୍ବତନ ସାଧାରଣ ସଂପାଦକ ମନୋରମା ଆଚାର୍ଯ୍ୟ ମଧ୍ୟ ‘ହାତ’ ଧରିଛନ୍ତି। ଏହି ଉପଲକ୍ଷେ କଂଗ୍ରେସ ଭବନରେ ଆଜି ଏକ ମିଶ୍ରଣ ପର୍ବ ଆୟୋଜିତ ହୋଇଥିଲା। ପୂର୍ବତନ ପିସିସି ସଭାପତି ପ୍ରସାଦ…

ଶିଶୁ ଖାଦ୍ୟରେ ମିଶୁଛି ଚିନି: ବିକଶିତ ଦେଶରେ ବିନା ଚିନିରେ ପ୍ରସ୍ତୁତ ହେଉଛି

ନୂଆଦିଲ୍ଲୀ: ନେସ୍‌ଲେ କମ୍ପାନି ପକ୍ଷରୁ ଭାରତରେ ବିକ୍ରି କରାଯାଉଥିବା ଶିଶୁଖାଦ୍ୟରେ ଚିନି ମିଶାଯାଇଛି। କିନ୍ତୁ ବ୍ରିଟେନ, ଜର୍ମାନୀ, ସ୍ବିଜରଲ୍ୟାଣ୍ଡ ଏବଂ ଅନ୍ୟ ବିକଶିତ ଦେଶରେ କମ୍ପାନି ବିନା ଚିନିରେ ପ୍ରସ୍ତୁତ ଶିଶୁ ଖାଦ୍ୟ ବିକ୍ରି କରୁଛି। ପବ୍ଲିକ୍ ଆଇ ନାମକ ସ୍ବିଜରଲ୍ୟାଣ୍ଡର ଏକ…