ଗୋଠଖଣ୍ଡିଆ ଦୁଷ୍ଟ ଦନ୍ତାହାତୀ ପାଇଁ ପ୍ରଥମ ଥର ରାତିରେ ଅଦାଲତ ଚଳାଇଲେ କେରଳ ହାଇକୋର୍ଟ
ତିରୁଅନନ୍ତପୁରମ୍: ବନ୍ୟପ୍ରାଣୀ ଅଧିକାର ସୁରକ୍ଷିତ କରିବା ଏବଂ ଗୋଠଖଣ୍ଡିଆ ଦୁଷ୍ଟ ଦନ୍ତାହାତୀ ‘ଅରିକୋମ୍ବନ୍’କୁ ଧରିବା ଅଭିଯାନ ମାର୍ଚ ୨୦ ତାରିଖ ପର୍ଯ୍ୟନ୍ତ ବାତିଲ କରିବା ନିମନ୍ତେ ଆଗତ ପିଟିସନ୍ଗୁଡ଼ିକର ଶୁଣାଣି କରିବା ଲାଗି ପ୍ରଥମ ଥର ପାଇଁ କେରଳ ହାଇକୋର୍ଟ ରାତିରେ ଏକ ବିଶେଷ…