ଭାରତୀୟ ଜନସଂଖ୍ୟାର ୧୦,୦୦୦ ଜିନୋମ୍‌ର ଅନୁକ୍ରମ କରାଯାଇଛି: କେନ୍ଦ୍ର ସରକାର

ନୂଆଦିଲ୍ଲୀ: ଡାଟାବେସ୍‌ ପ୍ରସ୍ତୁତି ନିମନ୍ତେ ୧୦,୦୦୦ ଭିନ୍ନ ଭିନ୍ନ ଭାରତୀୟ ଜନସମ୍ପ୍ରଦାୟର ଜିନୋମ୍‌ ବା ‘ଡିଏନ୍‌ଏ’ର ଅନୁକ୍ରମ କରାଯାଇଥିବା କଥା ମଙ୍ଗଳବାର ଦିନ ବୈଜ୍ଞାନିକମାନ‌େ ଘୋଷଣା କରିଛନ୍ତି। ଏହା ସାହାଯ୍ୟରେ ଗୁଣୁସୂତ୍ର ବା ଜିନ୍‌ଭିତ୍ତିକ ରୋଗ ଚିକିତ୍ସା କରାଯାଇ ପାରିବ।…

ଡ୍ରମ୍‌ ଭିତରୁ ମହିଳାଙ୍କ କଟା ଶବ ଉଦ୍ଧାର

ବେଙ୍ଗାଲୁରୁ: ରବିବାର ଦିନ ବେଙ୍ଗାଲୁରୁର ଆର୍‌କେ ପୁରମ୍‌ ଅଞ୍ଚଳରୁ ଜଣେ ୭୦ ବ‌ର୍ଷୀୟା ମହିଳାଙ୍କ କଟା ଶବ ଉଦ୍ଧାର କରାଯାଇଥିବା କଥା ପୁଲିସ କହିଛି। ସୁଶୀଳାମ୍ମା ନାମ୍ନୀ ସେ ବୟସ୍କା ମହିଳା ଆର୍‌କେ ପୁରମ ନିକଟ ନିସର୍ଗ ଲେଆଉଟ୍‌ରେ ଗୋଟାଏ ଫ୍ଲାଟ୍‌ ଭଡ଼ା ନେଇ ତାଙ୍କ ଝିଅ ସହିତ…

ଟ୍ରାକ୍ଟର୍‌ ସହିତ ଧକ୍କା ଖାଇଲା ବସ୍‌; ୬ ମୃତ, ୬ ଆହତ

ଜୌନପୁର: ରବିବାର ରାତିରେ ଉତ୍ତର ପ୍ରଦେଶର ଜୌନପୁର ଜିଲ୍ଲାରେ ଗୋଟାଏ ଟ୍ରାକ୍ଟର୍‌ ସହିତ ଏକ ଯାତ୍ରୀବାହୀ ବସ୍‌ ଧକ୍କା ଖାଇବାରୁ ଅନ୍ୟୂନ ୬ଜଣ ଶ୍ରମିକଙ୍କର ମୃତ୍ୟୁ ଘଟିଛି ଓ ଆଉ ୬ଜଣ ଶ୍ରମିକ ଆହତ ହୋଇଥିବା କଥା ପୁଲିସ କହିଛି। ପ୍ରାପ୍ତ ସୂଚନା ଅନୁସାରେ, ଉତ୍ତର ପ୍ରଦେଶ ସଡ଼କ…

ନିକି ହେଲିଙ୍କୁ ପରାସ୍ତ କରି ଦକ୍ଷିଣ କାରୋଲିନା ରିପବ୍ଲିକାନ୍‌ ପ୍ରାଇମେରିରେ ବିଜୟୀ ହେଲେ ଟ୍ରମ୍ପ୍‌

କଲମ୍ବିଆ: ଶନିବାର ଦିନ ପ୍ରତିଦ୍ବନ୍ଦ୍ବୀ ନିକି ହେଲିଙ୍କୁ ପରାସ୍ତ କରି ଆମେରିକାର ରାଷ୍ଟ୍ରପତି ପ୍ରାର୍ଥୀ ଡୋନାଲଡ୍‌ ଟ୍ରମ୍ପ୍‌ ଦକ୍ଷିଣ କାରୋଲିନା ରିପବ୍ଲିକ୍‌ ପ୍ରାଇମେରିରେ ବିଜୟୀ ହୋଇଛନ୍ତି। ‘ଏଡିସନ୍‌ ରିସର୍ଚ ପ୍ରୋଜେକ୍‌ସନ୍‌’ କହିଛି, ନିଜ ଜନ୍ମିତ ସହରରେ ପରାସ୍ତ ହୋଇଥିବା…

ଇ-ବାଇକ୍‌ ବ୍ୟାଟେରି ଯୋଗୁଁ ନ୍ୟୁୟର୍କ ଅଟ୍ଟାଳିକାରେ ଅଗ୍ନିକାଣ୍ଡ; ୨୭ ବର୍ଷିୟ ଭାରତୀୟ ଯୁବକ ମୃତ

ନ୍ୟୁୟର୍କ: ଶୁକ୍ରବାର ଦିନ ଆମେରିକାର ନ୍ୟୁୟର୍କ ଅନ୍ତର୍ଗତ ହାର୍ଲେନ୍‌ରେ ଥିବା ଗ‌ୋଟାଏ ଆପାର୍ଟମେଣ୍ଟ୍‌ ଅଟ୍ଟାଳିକାରେ ଭୟବହ ଅଗ୍ନିକାଣ୍ଡ ଘଟିବାରୁ ଜଣେ ୨୭ ବର୍ଷିୟ ଭାରତୀୟ ଯୁବକଙ୍କର ମୃତ୍ୟୁ ଘଟିଥିବା କଥା ‘ସିବିଏସ୍‌ ନିଉଜ୍‌’ ରିପୋର୍ଟ କରିଛି। ମୃତ ଯୁବକଙ୍କ ନାଁ ଫଜିଲ୍‌ ଖାଁ…

ମହିଳାଙ୍କୁ ମୁହଁରୁ ବୁର୍ଖା ଖୋଲିବାକୁ କହି କନେଷ୍ଟବଳ ନିଲମ୍ବିତ

ଚେନ୍ନାଇ: ଜଣେ ମହିଳାଙ୍କୁ ହଇରାଣ କରିବା ସହିତ ବୁର୍ଖା ତାଙ୍କ ସୁନ୍ଦର ମୁହଁକୁ ଢାଙ୍କି ଦେଉଥିବାରୁ ତାହାକୁ ଖୋଲି ଦିଅନ୍ତୁ ବୋଲି କହିଥିବା ଜଣେ ହେଡ୍‌ କନେଷ୍ଟବଳଙ୍କୁ ଗୁରୁବାର ଦିନ ନିଲମ୍ବନ କରାଯାଇଥିବା କଥା ‘ଦି ଟାଇମ୍‌ସ୍‌ ଅଫ୍‌ ଇଣ୍ଡିଆ’ ରିପୋର୍ଟ କରିଛି। ଗୋଟାଏ ଗାଡ଼ି ଚୋରି…

ଜଳାଶୟରେ ଖସିପଡ଼ିଲା ଟ୍ରାକ୍ଟର୍‌-ଟ୍ରଲି; ମହିଳା ଓ ପିଲାଙ୍କ ସମେତ ୧୫ ମୃତ

କାସଗଞ୍ଜ: ଉତ୍ତର ପ୍ରଦେଶର କାସଗଞ୍ଜ ଜିଲ୍ଲାରେ ଗଙ୍ଗାସ୍ନାନ ପାଇଁ ଗ୍ରାମବାସୀଙ୍କୁ ନେଇ ଯାଉଥିବା ଗୋଟାଏ ଟ୍ରାକ୍ଟର୍‌-ଟ୍ରଲି ଆଜି ସଡ଼କ ଦୁର୍ଘଟଣା ଯୋଗୁଁ ଗୋଳିଆ ପାଣି ଭରା ଜଳାଶୟରେ ଖସିପଡ଼ିବାରୁ ଅୂନ୍ୟନ ୧୫ଜଣଙ୍କର ମୃତ୍ୟୁ ଘଟିଛି। ପୂର୍ଣ୍ଣିମା ଅବସରରେ ଗଙ୍ଗାନଦୀରେ ପବିତ୍ର ବୁଡ଼…

ଆଜି ରୁଷ୍‌ ଆକ୍ରମଣର ଦ୍ବିତୀୟ ବାର୍ଷିକୀ ପାଳନ କରୁଛି ୟୁକ୍ରେନ୍‌: ହ୍ରାସ ପାଉଛି ଆନ୍ତର୍ଜାତିକ ସହାୟତା

କିବ୍‌: ଆଜି ୟୁକ୍ରେନ୍‌ ରୁଷ୍‌ କରିଥିବା ଆକ୍ରମଣର ଦ୍ବିତୀୟ ବାର୍ଷିକୀ ପାଳନ କରୁଛି। ଆଜି ୨ ବର୍ଷ ପୂରି ୩ ବର୍ଷ ଆରମ୍ଭ ହୋଇଥିବା ରୁଷ୍‌-ୟୁକ୍ରେନ୍‌ ଯୁଦ୍ଧକୁ ଦ୍ବିତୀୟ ବିଶ୍ବଯୁଦ୍ଧ ପରବର୍ତ୍ତୀ ସମୟରେ ୟୁରୋପରେ ସଙ୍ଗଠିତ ଭୟାବହ ଯୁଦ୍ଧ ଭାବେ ପରିଗଣିତ ହେଉଛି। ଏହି ଯୁଦ୍ଧର…

୩୫ ଟଙ୍କା ହଜିଯିବାରୁ ନିୟମ କରିବା ପାଇଁ ଶିକ୍ଷାର୍ଥୀଙ୍କୁ ମନ୍ଦିରକୁ ନେଲେ ଶିକ୍ଷୟିତ୍ରୀ

ପାଟନା: ତାଙ୍କ ପର୍ସରୁ ୩୫ ଟଙ୍କା ଚୋରି କରି ନାହାନ୍ତି ବୋଲି ଠାକୁରଙ୍କ ନାଁ’ରେ ନିୟମ କରି କହିବାକୁ ସ୍କୁଲ୍‌ ପିଲାଙ୍କୁ ମନ୍ଦିରକୁ ନେଇଯାଇଥିବା ବିହାର ରାଜ୍ୟର ବାଙ୍କା ଜିଲ୍ଲାର ଜଣେ ଶିକ୍ଷୟିତ୍ରୀଙ୍କୁ ଶୁକ୍ରବାର ଦିନ ଶିକ୍ଷା ବିଭାଗ ବଦଳି କରିଛି। ଶିକ୍ଷୟିତ୍ରୀଙ୍କ ଏତାଦୃଶ ଆଚରଣ…

ମୃତ୍ୟୁ ସହିତ ଲଢୁଛନ୍ତି ଡକାୟତଙ୍କ ସହିତ ଲଢ଼ିବା ବେଳେ ଗୁଳିଚୋଟ ଖାଇଥିବା ବ୍ୟାଙ୍କ୍‌ କ୍ୟାସିୟର୍‌

ଜୟପୁର: ଶୁକ୍ରବାର ସକାଳେ ୨ଜଣ ସଶସ୍ତ୍ର ଡକାୟତଙ୍କ ସହିତ ଲଢ଼ିବା ବ‌େଳେ ଗୁଳିଚୋଟ ଖାଇଥିବା ପଞ୍ଜାବ ନ୍ୟାସ୍‌ନାଲ୍‌ ବ୍ୟାଙ୍କ୍‌ର ଜଣେ କ୍ୟାସିୟର୍‌ ସମ୍ପ୍ରତି ମୃତ୍ୟୁ ସହିତ ଲଢୁଛନ୍ତି ବୋଲି ‘ଦି ଟାଇମସ୍‌ ଅଫ୍‌ ଇଣ୍ଡିଆ’ ରିପୋର୍ଟ କରିଛି। ପ୍ରାପ୍ତ ସୂଚନା ଅନୁସାରେ, ଗାର୍ଡ ନ ଥିବା…