ମାଲକାନଗିରି: ଛତିଶଗଡ଼ରେ ପୁଲିସ- ମାଓବାଦୀ ଗୁଳି ବିନିମୟ, ୧୦ ମାଓବାଦୀ ମୃତ

ମାଲକାନଗିରି: ମାଲକାନଗିରି ସୀମାନ୍ତ ଛତିଶଗଡ଼ର ବିଜାପୁର ଜିଲ୍ଲା ଧରମଗଡ଼ ଜଙ୍ଗଲରେ ଚାଲିଥିବା ଏକ ମାଓ କ୍ୟାମ୍ପ ଉପରେ ସୁରକ୍ଷା କର୍ମୀ ଚଢ଼ାଉ କରିଛନ୍ତି। ଏହି ଚଢ଼ାଉ ସମୟରେ ମାଓବାଦୀ- ପୁଲିସ ଗୁଳିବିନିମୟରେ ୧୦ ଜଣ ମାଓବାଦୀଙ୍କର ମୃତ୍ୟୁ ଘଟିଥିବା ଜଣାଯାଇଛି। ଘଟଣାସ୍ଥଳରୁ ପୁଲିସ ୧୧ଟି ବନ୍ଧୁକ…

ଡିଜିପିଙ୍କ ସହ ଆଲୋଚନା ପରେ ହାବିଲଦାର, କନେଷ୍ଟବଳ ଓ ସିପାହୀ ମହାସଂଘର ଆନ୍ଦୋଳନ ପ୍ରତ୍ୟାହୃତ

ଭୁବନେଶ୍ୱର: ଛଅ ଦଫା ଦାବି ନେଇ ଆଜି ଓଡ଼ିଶା ପୁଲିସ ସମନ୍ଵୟ ସମିତି ଡାକରାରେ ରାଜ୍ୟର ପ୍ରାୟ୭୨ ହଜାର କର୍ମଚାରୀ କଳାବ୍ୟାଚ୍‌ ପିନ୍ଧି ଆନ୍ଦୋଳନ ଆରମ୍ଭ କରିଛନ୍ତି। ଆସନ୍ତାକାଲି ଠାରୁ ଓଡ଼ିଶା ପୁଲିସ ସମନ୍ଵୟ ସମିତି ଅସ୍ତ୍ରଶସ୍ତ୍ର ଓ ଗାଡ଼ି ଚାବି ହସ୍ତାନ୍ତର କରିବା ସହିତ ସମୂହ ଛୁଟିରେ ଯିବାକୁ…

ବୌଦ୍ଧ: ଓଲଟିପଡ଼ିଲା କାର, ଯୁବକ ମୃତ

ବୌଦ୍ଧ: ଗତକାଲି ବିଳମ୍ବିତ ରାତିରେ ବୌଦ୍ଧ ଜିଲ୍ଲା ମନମୁଣ୍ଡା- କଣ୍ଟାମାଳ ରାସ୍ତାର ବଡ଼କୁଶଙ୍ଗ ଛକ ନିକଟରେ ଏକ କାର ଦୁର୍ଘଟଣାରେ କଣ୍ଟାମାଳ ବଣିକ ସଂଘ ଉପସଭାପତି ରାଜଗକିଶୋର ପ୍ରଧାନଙ୍କର ମୃତ୍ୟୁ ଘଟିଛି। ଜଣେ ପ୍ରତିଷ୍ଠିତ ଏଲଆଇସି ଏଜେଣ୍ଟ ଭାବେ ଜଣାଶୁଣା ଶ୍ରୀ ପ୍ରଧାନ ଗତକାଲି ରାତିରେ ନିଜ…

ବ୍ରହ୍ମପୁର: ପୁଅ ମାଡ଼ରେ ବାପାର ମୃତ୍ୟୁ

ବ୍ରହ୍ମପୁର: ବ୍ରହ୍ମପୁର ସଦର ଥାନା ଅନ୍ତର୍ଗତ ଲାଠି ଗ୍ରାମରେ ଗତକାଲି ବିଳମ୍ବିତ ରାତିରେ ଘଟିଛି ଏକ ଅଭାବନୀୟ ଘଟଣା। ପୁଅ ମାଡ଼ରେ ବୃଦ୍ଧ ବାପାର ମୃତ୍ୟୁ ଘଟିବା ପରି ଏକ ଲଜ୍ୟାକର ଘଟଣା ଦେଖିବାକୁ ମିଳିଛି। ଏ ନେଇ ଜଣାପଡ଼ିବା ପରେ ଗ୍ରାମବାସୀମାନେ ଅଭିଯୁକ୍ତ ପୁଅକୁ ଅଟକ ରଖି ପୁଲିସକୁ ସୂଚନା…

୧୦ରେ ଆସୁଛି ଏହି ଓଡ଼ିଆ ସିନେମା

ଭୁବନେଶ୍ୱର: ଓଲିଉଡର ଓଣ୍ଡର ବୟ ଭାବେ ପରିଚିତ ନିର୍ଦ୍ଦେଶକ ସଂଜୟ ନାୟକ ସଂଜୟ ନାୟକ ଯେ କେବଳ ଜଣେ ନିର୍ଦ୍ଦେଶକ,ତା’ ନୁହେଁ,ବରଂ ସେ ଜଣେ ନିର୍ମାତା ,କାହାଣୀକାର,ସଂଳାପ ଲେଖକ ମଧ୍ୟ। ତାଙ୍କର ଏକ ଓଡ଼ିଆ ସିନେମା ରିଲିଜ୍‌ ଅପେକ୍ଷାରେ ରହିଛି। ନିର୍ଦ୍ଦେଶକ ସଂଜୟ ନାୟକଙ୍କର ଅନ୍ୟ ଏକ ସିନେମା…

ନୂଆପଡ଼ା: ଏସଓଜି ଜବାନଙ୍କ ଦ୍ୱାରା ମାଓ କ୍ୟାମ୍ପ ଠାବ, ବହୁ ସାମଗ୍ରୀ ଜବତ

ନୂଆପଡ଼ା: ନୂଆପଡ଼ାର ପତ୍ରଧରା ସଂରକ୍ଷିତ ଜଙ୍ଗଲରେ ଚାଲିଥିବା ଏକ ମାଓକ୍ୟାମ୍ପକୁ ସୁରକ୍ଷା ବାହିନୀ ଧ୍ୱସ୍ତବିଧ୍ୱସ୍ତ କରି ଦେଇଛନ୍ତି। ସେଠାରୁ ବହୁ ପରିମାଣର ଟିଫିନ ବୋମା, ବାରୁଦ, ବୋମାତିଆରି ଯନ୍ତ୍ରପାତି, ଡେଟୋନେଟର ସହିତ ବହୁ ସମାଗ୍ରୀ ଜବତ କରାଯାଇଛି। ମିଳିଥିବା ସୂଚନା ଅନୁଯାୟୀ,…

ଭାରତ-ନ୍ୟୁଜିଲାଣ୍ଡ ପ୍ରଥମ ଟି-୨୦: ଟସ୍‌ ଜିଣି ଭାରତର ଫିଲ୍ଡିଂ ନିଷ୍ପତ୍ତି

େଓ୍ଵଲିଂଟନ୍‌: ଦିନିକିଆ ଶୃଙ୍ଖଳାରେ ନ୍ୟୁଜିଲାଣ୍ଡକୁ ୪-୧ରେ ଧରାଶାୟୀ କରିଥିବା ଭାରତ ଆଜି ତିନି ଟିକିଆ ଟି-୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚ ଖେଳିବ। ଟସ୍‌ ଜିଣି ଭାରତୀୟ ଦଳର ଅଧିନାୟକ ରୋହିତ ଶର୍ମା ପ୍ରଥମେ ଫିଲ୍ଡିଂ ପାଇଁ ନିଷ୍ପତ୍ତି ନେଇଛନ୍ତି। ଟି-୨୦ ଶୃଙ୍ଖଳାର ପ୍ରଥମ ମୁକାବିଲା ଆଜି…

ଭବାନୀପାଟଣାରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ

ଭବାନୀପାଟଣା: ଆଗାମୀ ସାଧାରଣ ନିର୍ବାଚେନ ପୂର୍ବରୁ ପରିବର୍ତ୍ତନ ସଂକଳ୍ପ ସମାବେଶରେ ଯୋଗ ଦେବା ପାଇଁ ଆଜି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଭବାନୀପାଟଣାରେ ପହଞ୍ଚିଛନ୍ତି। ଭବାନୀପାଟଣାର ଶ୍ରୀକୃଷ୍ଣନଗର ପଡ଼ିଆରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାକଙ୍କ ଅଧ୍ୟକ୍ଷତାର ଅନୁଷ୍ଠିତ ଏହି ସଭାରେ…

ଓଡ଼ିଆ ସିନେମାର ଜଣାଶୁଣା ନିର୍ମାତା-ନିର୍ଦ୍ଦେଶକ ଚକ୍ରଧର ସାହୁଙ୍କ ପରଲୋକ

ଭୁବନେଶ୍ୱର: ଜଣାଶୁଣା ଓଡ଼ିିଆ ସିନେମା ନିର୍ମାତା-ନିର୍ଦ୍ଦେଶକ ତଥା ସଂପାଦକ ଚକ୍ରଧର ସାହୁଙ୍କର ବୁଧବାର ସକାଳେ ଫୁସଫୁସ୍ ଜନିତ ରୋଗରେ ପରଲୋକ ଘଟିଛି। ‘ନୀଳମାଷ୍ଟ୍ରାଣୀ’, ‘ତୁମକୁ ତ ପାରୁନି ତ ଭୁଲି’, ‘କେବେ ତୁମେ ନାହଁ, କେବେ ମୁଁ ନାହିଁ ’ ଓ ‘ମୀମାଂସା’ ପରି ଚର୍ଚ୍ଚିତ ସିନେମାର…

ବୋଫର୍ସ ମାମଲାରେ ସିବିଆଇ ସମନ ପାଇଥିବା ଅଧିକାରୀଙ୍କ ରହସ୍ୟଜନକ ମୃତ୍ୟୁ

ଜବଲପୁର: ସେନା ପକ୍ଷରୁ ଭାରତରେ ତିଆରି ହେଉଥିବା ବୋଫର୍ସ କମାଣରେ ଚୀନ ନିର୍ମିତ ଯନ୍ତ୍ରାଂଶ ଯୋଗାଣ ସଂକ୍ରାନ୍ତୀୟ ଏକ ଅଭିଯୋଗରେ ସିବିଆଇ ଠାରୁ ତଦନ୍ତ ପାଇଁ ସମନ ପାଇଥିବା ଗନ କ୍ୟାରିଏଜ୍‌ ଫ୍ୟାକ୍ଟ୍ରିର ଜୁନିୟର ଓ୍ଵାର୍କସ ମାନେଜର ଏସ ସି କଥୁଆଙ୍କର ରହସ୍ୟଜନକ ଭାବେ ମୃତ୍ୟୁ ଘଟିଛି। ଏକ…