ଓଡ଼ିଶା ବଜେଟ୍‌ ୨୦୨୩-୨୪: କେଉଁ କ୍ଷେତ୍ର ପାଇଁ କେତେ ?

ଭୁବନେଶ୍ବର : ରାଜ୍ୟ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଶୁକ୍ରବାର ଦିନ ମୋଟ ୨ ଲକ୍ଷ ୩୦ ହଜାର କୋଟି ଟଙ୍କାର ରାଜ୍ୟ ବଜେଟ୍ ଉପସ୍ଥାପନ କରିଛନ୍ତି । ଏହି ବଜେଟରେ ବିଭିନ୍ନ ବିଭାଗ ପାଇଁ ବର୍ଦ୍ଧିତ ବ୍ୟୟବରାଦ କରାଯାଇଛି । ଆସନ୍ତୁ  ଏକ ଗ୍ରାଫ ମାଧ୍ୟମରେ ଜାଣିବା କେଉଁ ବିଭାଗକୁ କେତେ ଟଙ୍କାର…
ଅଧିକ ଖବର ଦେଖନ୍ତୁ...

କ’ଣ ପାଇଁ ୨୦୨୫ରେ ଭାରତୀୟମାନେ ୪ ଗୁଣ ଧନୀ ହେବେ?

ଭାରତର ଜିଡିପି ଗତ ୭୦ ବର୍ଷ ଯାଏଁ ଯେତିକି ବେଗରେ ଚାଲିଥିଲା ଆସନ୍ତା ୭ ବର୍ଷରେ ତା’ଠୁ ବହୁତ ଅଧିକ ବେଗରେ ଗତି କରିବ। କେବଳ ସେତିକି ନୁହେଁ, ଭାରତୀୟମାନେ ୪ଗୁଣ ଧନୀ ମଧ୍ୟ ହୋଇଯିବେ। ୭ ବର୍ଷ ପରେ ଭାରତରେ କ’ଣ ପରିବର୍ତ୍ତନ ହେବ: ଗତ ୭୦ ବର୍ଷରେ ଭାରତର ଜିଡିପି ଯେତିକି ବଢ଼ିଛି…
ଅଧିକ ଖବର ଦେଖନ୍ତୁ...

ପରିବେଶ ପ୍ରଦୂଷଣ ଦ୍ୱାରା ସ୍ୱାସ୍ଥ୍ୟଗତ ପ୍ରଭାବ

ପରିବେଶ ପ୍ରଦୂଷଣ ବିଶ୍ୱବ୍ୟାପି ଚିନ୍ତାର କାରଣ ହୋଇଛି | ସହରୀକରଣ ଏବଂ ଶିଳ୍ପାୟନ ଅର୍ଥନୀତିକ ବିକାଶ ସହିତ ଶକ୍ତିର ବ୍ୟବହାର ଏବଂ ବର୍ଜ୍ୟବସ୍ତୁ ନିଷ୍କାସନରେ ବ୍ୟାପକ ବୃଦ୍ଧି ଘଟାଇଛି | ସଂପ୍ରତି ଗ୍ରୀନହାଉସ୍ ଗ୍ୟାସ୍ ନିର୍ଗମନ ଯୋଗୁ ବାୟୁ ପ୍ରଦୂଷଣ, ବର୍ଜ୍ୟ ମିଶ୍ରଣ ହେତୁ ଜଳ  ପ୍ରଦୂଷଣ…
ଅଧିକ ଖବର ଦେଖନ୍ତୁ...

ଶ୍ରୀକ୍ଷେତ୍ରେ ରଥଯାତ୍ରା

ଜଗତର ନାଥ ଶ୍ରୀଜଗନ୍ନାଥ । ଓଡ଼ିଶାର ସଂସ୍କୃତି ଶ୍ରୀଜଗନ୍ନାଥ ସଂସ୍କୃତି । ତାଙ୍କ ପାଇଁ ବାର ମାସରେ ତେର ପର୍ବ ପାଳିତ ହୁଏ । ପ୍ରତିବର୍ଷ ଆଷାଢ଼ ଶୁକ୍ଳ ଦ୍ୱିତୀୟା ତିଥିରେ ରଥଯାତ୍ରା ପାଳନ କରାଯାଏ । ଏହାକୁ ଶ୍ରୀଗୁଣ୍ଡିଚା ଯାତ୍ରା ମଧ୍ୟ କୁହନ୍ତି । ଏହି ଦିନ ପ୍ରଭୁ ଶ୍ରୀଜଗନ୍ନାଥ,…
ଅଧିକ ଖବର ଦେଖନ୍ତୁ...

ନୂଆ କୋଭିଡ୍ ଗାଇଡ୍‌ଲାଇନ୍‌ର ୨୦ଟି ଗୁରୁତ୍ବପୂର୍ଣ୍ଣ କଥା

ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ଗତକାଲି ଓଡ଼ିଶା ସରକାର କେତେକ ଗୁରୁତ୍ବପୂର୍ଣ୍ଣ କଟକଣା ଲାଗୁ କରିଛନ୍ତି। ଛତିଶଗଡ଼ରେ ସଂକ୍ରମଣ ବ୍ୟାପକ ହୋଇଥିବାରୁ ଏହାର ସୀମାକୁ ଲାଗିଥିବା ରାଜ୍ୟର ୧୦ଟି ଜିଲ୍ଲାରେ ଥିବା ସହରାଂଚଳରେ ଲାଗୁ ହୋଇଥିବା ରାତ୍ରିକାଳୀନ କର୍ଫ୍ୟୁର ଅବଧି ମଧ୍ୟ…
ଅଧିକ ଖବର ଦେଖନ୍ତୁ...

୨୦୨୧-୨୨ ବଜେଟ୍‌ରେ କେଉଁ ଯୋଜନା ପାଇଁ କେତେ ଟଙ୍କା

ଆତ୍ମନିର୍ଭର ସ୍ୱାସ୍ଥ୍ୟ ଯୋଜନା ୬୪.୧୮ ହଜାର କୋଟି ସ୍ୱାସ୍ଥ୍ୟ ୨.୨୩ ଲକ୍ଷ କୋଟି କରୋନା ଟିକା ୩୫ ହଜାର କୋଟି ସ୍ୱଚ୍ଛ ଭାରତ ମିଶନ ୧.୪୨ ଲକ୍ଷ କୋଟି ରେଳବାଇ ୧.୧୦ ଲକ୍ଷ କୋଟି ସଡ଼କ ୧.୧୮ ଲକ୍ଷ କୋଟି ଜଳଜୀବନ ମିଶନ ୨.୮୭ ଲକ୍ଷ କୋଟି ବାୟୁ ପ୍ରଦୂଷଣ ୨.୨୧ ହଜାର କୋଟି…
ଅଧିକ ଖବର ଦେଖନ୍ତୁ...

ପରୀ ହତ୍ୟା ମାମଲାର ଘଟଣାକ୍ରମ : ଆରମ୍ଭରୁ ଆଜି ଯାଏ…

ପରୀ ହତ୍ୟାକାଣ୍ଡ ମାମଲାର ଘଟଣାକ୍ରମ ଜୁଲାଇ ୧୪- ଅମ୍ରିତାସ୍ନେହା ସାହୁ(ପରୀ) ଗାଁ ଦାଣ୍ଡରୁ ଗାଏବ୍ ଜୁଲାଇ ୧୫- ସଦର ଥାନାରେ ପରୀ ପରିବାରର ଏତଲା ଜୁଲାଇ ୨୩- ପରୀର ଶବ(କିଛି ହାଡ, ଖପୁରୀ) ବାଡ଼ିପଛ ପାର୍ଶ୍ବରୁ ଉଦ୍ଧାର ଜୁଲାଇ ୨୪- ନିଖୋଜ ମାମଲା, ହତ୍ୟାକୁ…
ଅଧିକ ଖବର ଦେଖନ୍ତୁ...

୫ ଲକ୍ଷ କୋଟିର ଆତ୍ମନିର୍ଭର ଭାରତ ସ୍ବପ୍ନ

ଭାରତ ହେବ ବିଶ୍ବର ଚତୁର୍ଥ ବଡ଼ ମହାଶକ୍ତି। ଆମେରିକା, ଚୀନ୍ ଓ ଜାପାନ ପରେ ସବୁଠୁ ଶକ୍ତିଶାଳୀ ଦେଶ ଭାବେ ଉଭା ହେବ। ସେଥିପାଇଁ ୨୦୨୪-୨୫ ସୁଦ୍ଧା ଦେଶକୁ ୫ ଲକ୍ଷ କୋଟି ଡଲାର ( ୫ ଟ୍ରିଲିୟନ) ଅର୍ଥନୀତିରେ ରୂପାନ୍ତରିତ କରିବାକୁ ପଡ଼ିବ। ୨୦୧୮ ଜାନୁଆରି ୨୩ରେ ସୁଦୂର ସ୍ବିଜରଲ୍ୟାଣ୍ଡ୍‌ରୁ…
ଅଧିକ ଖବର ଦେଖନ୍ତୁ...

୨୦୨୦: ଧନୀର ଧନ ବଢ଼ିଲା, ଆଉ କିଏ ଜେଲ୍‌ରେ

ମହାମାରୀ ସମୟରେ ଦେଶର ଏକ ନମ୍ବର ଧନୀ ମୁକେଶ ଅମ୍ବାନିଙ୍କ ସମ୍ପତ୍ତିରେ ଜବରଦସ୍ତ ବୃଦ୍ଧି ହୋଇଥିଲା। ତାଙ୍କ ଟେଲିକମ୍ ସଂସ୍ଥା ରିଲାଏନ୍ସ ଜିଓ ଓ ରିଟେଲ୍‌ ସଂସ୍ଥା ରିଲାଏନ୍ସ ରିଟେଲ୍‌ ଭେଞ୍ଚର୍ସ ଲିମିଟେଡ୍‌ରେ ବିଦେଶୀ ନିବେଶକମାନେ ବିପୁଳ ପରିମାଣର ପୁଞ୍ଜିନିବେଶ କରିଥିଲେ। ତାଙ୍କ କଂପାନିର…
ଅଧିକ ଖବର ଦେଖନ୍ତୁ...

ଦେଶରେ ୧୨ କୋଟି ବେକାର, ନୂଆ ନିଯୁକ୍ତି ଦରକାର

କରୋନା ମହାମାରୀର ପ୍ରଚଣ୍ଡ ପ୍ରହାର ନିଯୁକ୍ତି କ୍ଷେତ୍ର ଲାଗି ଏତେ ଶକ୍ତ ଥିଲା ଯେ ୧୨ କୋଟି ଲୋକ ବେକାର ହୋଇଯାଇଥିଲେ। ସେଣ୍ଟର ଫର ମନିଟରିଂ ଇଣ୍ଡିଆନ ଇକୋନମି (ସିଏମ୍‌ଆଇଇ) ମେ’ ମାସରେ ଜାରି କରିଥିଲା ଏକ ରିପୋର୍ଟରେ ଏହି ଚାଞ୍ଚଲ୍ୟକର ତଥ୍ୟ ଦେଇଥି‌ଲା। ଦେଶର ବେକାରୀ ହାର ୨୭.୧%…
ଅଧିକ ଖବର ଦେଖନ୍ତୁ...