୨୦୨୦: ଧନୀର ଧନ ବଢ଼ିଲା, ଆଉ କିଏ ଜେଲ୍‌ରେ

ମହାମାରୀ ସମୟରେ ଦେଶର ଏକ ନମ୍ବର ଧନୀ ମୁକେଶ ଅମ୍ବାନିଙ୍କ ସମ୍ପତ୍ତିରେ ଜବରଦସ୍ତ ବୃଦ୍ଧି ହୋଇଥିଲା। ତାଙ୍କ ଟେଲିକମ୍ ସଂସ୍ଥା ରିଲାଏନ୍ସ ଜିଓ ଓ ରିଟେଲ୍‌ ସଂସ୍ଥା ରିଲାଏନ୍ସ ରିଟେଲ୍‌ ଭେଞ୍ଚର୍ସ ଲିମିଟେଡ୍‌ରେ ବିଦେଶୀ ନିବେଶକମାନେ ବିପୁଳ ପରିମାଣର ପୁଞ୍ଜିନିବେଶ କରିଥିଲେ। ତାଙ୍କ କଂପାନିର…
ଅଧିକ ଖବର ଦେଖନ୍ତୁ...

ଦେଶରେ ୧୨ କୋଟି ବେକାର, ନୂଆ ନିଯୁକ୍ତି ଦରକାର

କରୋନା ମହାମାରୀର ପ୍ରଚଣ୍ଡ ପ୍ରହାର ନିଯୁକ୍ତି କ୍ଷେତ୍ର ଲାଗି ଏତେ ଶକ୍ତ ଥିଲା ଯେ ୧୨ କୋଟି ଲୋକ ବେକାର ହୋଇଯାଇଥିଲେ। ସେଣ୍ଟର ଫର ମନିଟରିଂ ଇଣ୍ଡିଆନ ଇକୋନମି (ସିଏମ୍‌ଆଇଇ) ମେ’ ମାସରେ ଜାରି କରିଥିଲା ଏକ ରିପୋର୍ଟରେ ଏହି ଚାଞ୍ଚଲ୍ୟକର ତଥ୍ୟ ଦେଇଥି‌ଲା। ଦେଶର ବେକାରୀ ହାର ୨୭.୧%…
ଅଧିକ ଖବର ଦେଖନ୍ତୁ...

ଅର୍ଥନୀତିର ଚମତ୍କାର ପ୍ରତ୍ୟାବର୍ତନ, ଆଗକୁ ସୁଧାର ଆଶା

ଦେଶରେ କରୋନା ମହାମାରୀ ମୁକାବିଲା ପାଇଁ ମାର୍ଚ୍ଚ ୨୫ରେ ଲକ୍‌ଡାଉନ୍‌‌ ଘୋଷଣା ହେବା ପୂର୍ବରୁ ଅର୍ଥନୀତିର ଅବସ୍ଥା ଭଲ ନଥିଲା। ଏକଦା ବିଶ୍ବର ଦ୍ରୁତ ଅଭିବୃଦ୍ଧିଶୀଳ ଦେଶର ମାନ୍ୟତା ହାସଲ କରିଥିବା ଭାରତ ଆଗକୁ ବଢ଼ିବାକୁ ସଂଘର୍ଷ କରୁଥିଲା। କ‌ରୋନା ମହାମାରୀ ସ୍ଥିତିକୁ ଆହୁରି ଜଟିଳ…
ଅଧିକ ଖବର ଦେଖନ୍ତୁ...

୨୦୨୧ରେ ଆସିବ ନୂଆ ନୂଆ ମଡେଲର‌ ଗାଡ଼ି

ଗତବର୍ଷ ଠାରୁ ଦେଶର ଗାଡ଼ି ବଜାର ଦ୍ରୁତ ବେଗରେ ବଢ଼ିବାକୁ ସଂଘର୍ଷ କରୁଥିଲା। ଚଳିତ ବର୍ଷ ଏପ୍ରିଲ୍‌ରୁ କ‌େଠାର ବିଏସ୍‌-୪ ନିୟମ ଲାଗୁ ହୋଇଥିବାରୁ ଏହାର ପୂର୍ବ ମାସଗୁଡ଼ିକରେ କଂପାନିଗୁଡ଼ିକୁ ସେମାନଙ୍କ ପୁରୁଣା ବିଏସ୍‌-୪ ଗାଡ଼ିର ଷ୍ଟକ ଶେଷ କରିବାକୁ ପଡ଼ିଥିଲା। ଗୋଟିଏ ପଟେ ବିଏସ୍‌-୬ ମାନର…
ଅଧିକ ଖବର ଦେଖନ୍ତୁ...

ସୁଧ ଛାଡ଼ ଅପେକ୍ଷା‌ରେ ଶିଳ୍ପ ଜଗତ

ମହାମାରୀ ମୁକାବିଲା ଲାଗି ଲକ୍‌ଡାଉନ୍ ଘୋଷଣା ହେବା ପରେ ଋଣ ନେଇଥିବା ଗ୍ରାହକମାନେ କିସ୍ତି ଶୁଝିପାରି ନଥିଲେ। ଗ୍ରାହକମାନଙ୍କ ସମସ୍ୟାକୁ ବିଚାରକୁ ନେଇ ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ଦୁଇଟି ପର୍ଯ୍ୟାୟରେ ଛଅ ମାସ ପାଇଁ ମୋରାଟୋରିଅମ୍ ଘୋଷଣା କରାଯାଇଥିଲା। ଯେଉଁ ଗ୍ରାହକମାନେ ଏହି…
ଅଧିକ ଖବର ଦେଖନ୍ତୁ...

୨୦୨୧: ସୁନା ମହରଗ ରହିବ, ପେଟ୍ରୋଲ୍ କନ୍ଦାଇବ

ସଙ୍କଟ ସହିତ ସୁନା ଦାମ୍‌ର ପ୍ରତ୍ୟକ୍ଷ ସମ୍ପର୍କ ରହିଛି। କରୋନା ମହାମାରୀ ସାରା ବିଶ୍ବ ପାଇଁ ଏକ ବଡ଼ ସଙ୍କଟ ହୋଇ ଆସିଥିବାରୁ ୨୦୨୦ରେ ଭାରତରେ ସୁନା ଦର ସର୍ବକାଳୀନ ରେକର୍ଡ ସ୍ତରରେ ପହଞ୍ଚିଥିଲା। ଅଗଷ୍ଟ ମାସରେ ସୁନାର ୧୦ ଗ୍ରାମ ପିଛା ଦାମ ୫୭ ହଜାର ଟଙ୍କାରୁ ଅଧିକ ରହିଥିବା ବେଳେ ରୁପା…
ଅଧିକ ଖବର ଦେଖନ୍ତୁ...