ପୂର୍ବତନ ମୁଖ୍ୟ ଶାସନ ସଚିବ ରମାକାନ୍ତ ମିଶ୍ରଙ୍କ ପରଲୋକ

ଭୁବନେଶ୍ବର: ଗତକାଲି (୧୪.୧୦.୨୦୨୦, ବୁଧବାର) ଅପରାହ୍ନରେ ଓଡ଼ିଶାର ସୁନାମଧନ୍ୟ ପ୍ରଶାସକ ତଥା ପୂର୍ବତନ ମୁଖ୍ୟ ଶାସନ ସଚିବ ରମାକାନ୍ତ ମିଶ୍ର ୮୬ ବର୍ଷରେ ପରଲୋକ ଗମନ କରିଛନ୍ତି | ଗତ କିଛି ଦିନ ହେଲା ସେ କିମସ୍ ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ | ଆଠମଲ୍ଲିକରେ ଜନ୍ମଗ୍ରହଣ କରୁଥିବା ଶ୍ରୀ…
ଅଧିକ ଖବର ଦେଖନ୍ତୁ...

ସରକାରଙ୍କ ନୂଆ ଶିକ୍ଷାନୀତି ଦେଶରେ ଶିକ୍ଷାର ମାନ ବୃଦ୍ଧି କରିବ : ଡ. ବିରଞ୍ଚି ନାରାୟଣ ପଣ୍ଡା, ଉପାଧ୍ୟକ୍ଷ, ଗିତା

ଓଡ଼ିଶାର ସ୍ବନାମଧନ୍ୟ ବୈଷୟିକ ଶିକ୍ଷାନୁଷ୍ଠାନ ଭାବେ ପରିଗଣିତ ଗାନ୍ଧି ଇନଷ୍ଟିଚ୍ୟୁଟ୍ ଅଫ୍ ଟେକନିକାଲ ଆଡଭାନ୍ସମେଣ୍ଟ (ଗିତା)ର ଉପାଧ୍ୟକ୍ଷ ଡ. ବିରଞ୍ଚି ନାରାୟଣ ପଣ୍ଡା ଏକାଧାରରେ ଜଣେ ଶିକ୍ଷାବିତ୍, ଚଳଚିତ୍ର ନିର୍ମାତା, ସାମ୍ବାଦିକ ଓ ଶିଳ୍ପଦ୍ୟୋଗୀ । ବି.ଏସ୍. ସି(ଏଜି) ଓ ଏଲଏଲବି…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ସତ କ’ଣ ? ଭିଟାମିନ୍ ସି ଖାଇଲେ କରୋନା ସଂକ୍ରମଣକୁ ପ୍ରତିରୋଧ କରିହେବ କି

ସମଗ୍ର ବିଶ୍ୱ ଏବେ କରୋନାଭାଇରସ୍ କବଳରେ ପଡ଼ି ହନ୍ତସନ୍ତ ହେଉଛି । ଏଥିପାଇଁ କୌଣସି ପ୍ରତିଷେଧ କିଂବା ଔଷଧ ନାହିଁ । କିନ୍ତୁ, ଇଣ୍ଟରନେଟରେ କରୋନାଭାଇରସ ଉପଚାର ବିଷୟରେ ନାନା ପ୍ରକାରର ବିଭ୍ରାନ୍ତିକର ତଥ୍ୟ ଉପଲବ୍ଧ ହେଉଛି । ପ୍ରକୃତ କଥା ହେଲା ଇଣ୍ଟରନେଟରେ ଉପଲବ୍ଧ ତଥ୍ୟ ସତ୍ୟତା ଠାରୁ…
ଅଧିକ ଖବର ଦେଖନ୍ତୁ...

ଓଡ଼ିଶାରେ ଏବେ ‘ଦ୍ୱିତୀୟ ପର୍ଯ୍ୟାୟ’ରେ ରହିଛି କରୋନା ସଂକ୍ରମଣ : ଡିଏମଇଟି ଡା.ସିବିକେ ମହାନ୍ତି

ଭୁବନେଶ୍ବର: ଏବେ ବି ଦେଶ ସମେତ ଓଡିଶାରେ ଦ୍ୱିତୀୟ ପର୍ଯ୍ୟାୟରେ ରହିଛି କରୋନା ସଂକ୍ରମଣ । ଏହି  ସୂଚନା ଦେଇଛନ୍ତି ଡାଇରେକ୍ଟର ଅଫ୍ ମେଡିକାଲ୍ ଏଜୁକେସନ୍ ଆଣ୍ଡ ଟ୍ରେନିଂ (ଡିଏମଇଟି) ଡା.ସିବିକେ ମହାନ୍ତି । ସେ କହିଛନ୍ତି, କରୋନା ମୁକାବିଲା କ୍ଷେତ୍ରରେ ଆମେ କିଛି ମାତ୍ରାରେ ସଫଳ ହୋଇଛୁ ।…
ଅଧିକ ଖବର ଦେଖନ୍ତୁ...

ତାଲାବନ୍ଦ ବେଳେ କ’ଣ କରୁଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ ? ଯୋଗର ଥ୍ରୀ-ଡି ଭିଡିଓ ସେୟାର କରି କହିଲେ, ମୋ ଭଳି ଆପଣ ବି…

ନୂଆଦିଲ୍ଲୀ:  ଦେଶରେ ବଢ଼ିଚାଲିଛି କରୋନା ସଂକଟ । ଏହାର ମୁକାବିଲା ପାଇଁ ଦେଶବ୍ୟାପି ଲାଗୁ ହୋଇଛି ଲକଡାଉନ୍ । ଆଉ ଏହାରି ଭିତରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ଟୁଇଟରରେ କିଛି ଥ୍ରୀଡି ଭିଡିଓ ଅପଲୋଡ୍ କରିଛନ୍ତି । ଯେଉଁଥିରେ ସେ ଭିନ୍ନ ଭିନ୍ନ ଯୋଗାସନ କରୁଛନ୍ତି ।…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ କରୋନା ମୁକାବିଲା ନେଇ କେନ୍ଦ୍ର ସରକାରଙ୍କ ୧ ଲକ୍ଷ ୭୬ ହଜାର କୋଟିର ପ୍ୟାକେଜରେ କାହାକୁ ମିଳିବ କ’ଣ, ଆପଣ…

ନୂଆଦିଲ୍ଲୀ : ଭାରତରେ କରୋନା ଭାଇରସ ସଂକ୍ରମିତଙ୍କ ସଂଖ୍ୟା ବଢିଚାଲିଥିବା ଯୋଗୁଁ ଭାରତ ସରକାର ଆସନ୍ତା ୨୧ ଦିନ ପାଇଁ ସାରା ଦେଶରେ ଲକଡାଉନ ଘୋଷଣା କରିଛନ୍ତି । ଏହି ସମୟରେ ଦେଶର ଗରିବ ଲୋକମାନେ ଯେପରି ସମସ୍ୟାରେ ନ ପଡ଼ନ୍ତି ସେଥିପାଇଁ କେନ୍ଦ୍ର ସରକାର ୧ ଲକ୍ଷ ୭୬ ହଜାର କୋଟିର ଏକ ଆର୍ଥିକ…
ଅଧିକ ଖବର ଦେଖନ୍ତୁ...

୧୦ ଟଙ୍କାରେ ମାସ୍କ, ୧୦୦ ଟଙ୍କାରେ ସାନିଟାଇଜର ବିକିବାକୁ କେନ୍ଦ୍ରର କଡା ନିର୍ଦ୍ଦେଶ

ନୂଆଦିଲ୍ଲୀ :  କରୋନା ମୁକାବିଲା ପାଇଁ କେନ୍ଦ୍ର ଠାରୁ ରାଜ୍ୟ ସରକାରଙ୍କ ଯାଏଁ ସମସ୍ତେ ଜୋରଦାର ପ୍ରସ୍ତୁତି ଚଲାଇଛନ୍ତି । କରୋନାକୁ ଦୃଷ୍ଟିରେ ରଖି ବଜାରରେ ମାସ୍କର ଅଭାବ ଦେଖିବାକୁ  ମିଳିଥିବା ବେଳେ ଅନେକ ସ୍ଥାନରେ ଚଢା ଦରରେ ବିକ୍ରି ହେଉଛି ମାସ୍କ ଏବଂ ସାନିଟାଇଜର । ତେବେ ଏସବୁ ସାମଗ୍ରୀ…
ଅଧିକ ଖବର ଦେଖନ୍ତୁ...

ଘରୁ ଲୁଚି ପଳାଇ ଗୋଡ଼ ହରାଇଥିବା ପ୍ରେମିକର ହାତ ଧରିଲେ ମିତାଞ୍ଜଳି

ଯାଜପୁର:  ବରୀ ବ୍ଲକ ଅମଠପୁର ପଞ୍ଚାୟତ ଅନ୍ତର୍ଗତ ଅମଠପୁର ଗ୍ରାମରେ ସାମ୍ନାକୁ ଆସିଛି  ଏକ ନିଆରା ପ୍ରେମ କାହାଣୀ, ଯାହା ଆଜିର ପ୍ରେମୀଯୁଗଳଙ୍କୁ ପ୍ରେରଣା ଯୋଗାଇବ । ଏହି ଗ୍ରାମର ମିତାଞ୍ଜଳିଙ୍କୁ  ଦଶମ ପାସ୍‌ କରିଥିବା ପ୍ରଦୀପ ମଲ୍ଲିକ ତାଙ୍କୁ ପ୍ରେମ ନିବେଦନ କରିଥିଲେ। ହେଲେ ମିତାଞ୍ଜଳି…
ଅଧିକ ଖବର ଦେଖନ୍ତୁ...

ଭିନ୍ନ ଏକ ପ୍ରେମ କାହାଣୀ : ଦୁଇ ହାତ ନ ଥିବା ଜଗାଙ୍କୁ ମନ ଦେଇଥି‌ଲେ ପ୍ରତୀକ୍ଷା, ଏବେ ଏକାଠି ଲଢ଼ୁଛନ୍ତି ଜୀବନ ଯୁଦ୍ଧ

ଯାଜପୁର : ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ  ଚିତାଳୋ ପଞ୍ଚାୟତ ଅନ୍ତର୍ଗତ ଝାଡଙ୍ଗା ଗ୍ରାମର ଜଗନ୍ନାଥ ସେଠୀ। ଜନ୍ମରୁ ଦୁଇ ହାତ ନ ଥିବାରୁ ମା’ ସ୍ନେହରେ ଜଗା  ବୋଲି ଡାକିଥିଲେ । ବହୁ କଷ୍ଟରେ ଜଗା ବଡ଼ ହୋଇ ଗୋଡ ସାହାଯ୍ୟରେ ନିଜର କାର୍ଯ୍ୟ କରିଥିଲା । ଅଧିକ ପାଠ ପଢ଼ି ନ ଥିବାରୁ ନିଜର…
ଅଧିକ ଖବର ଦେଖନ୍ତୁ...

ବଜେଟ୍ ୨୦୨୦ : କିପରି ଟଙ୍କାଟିଏ ଆସିବ, କିପରି ଟଙ୍କାଟିଏ ବ୍ୟୟ ହେବ ?

ନୂଆଦିଲ୍ଲୀ : ୨୦୨୦-୨୧ ଆର୍ଥିକ ବର୍ଷରେ ଦେଶର ଆର୍ଥିକ ନିଅଣ୍ଟ ପରିମାଣ ୩.୫ ପ୍ରତିଶତକୁ ହ୍ରାସ ପାଇବା ଅନୁମାନ କରାଯାଉଛି । ୨୦୧୯-୨୦ରେ ଏହା ୩.୮ ପ୍ରତିଶତ ଥିଲା । ନୂଆ ବଜେଟରେ କରାଯାଇଥିବା ପୂର୍ବାନୁମାନ ଅନୁସାରେ ୨୦୨୦-୨୧ରେ ଦେଶର ମୋଟ ରାଜସ୍ୱ ସଂଗ୍ରହ ୨୨ ଲକ୍ଷ ୪୬ ହଜାର କୋଟି ଟଙ୍କା…
ଅଧିକ ଖବର ଦେଖନ୍ତୁ...